ଜାଣନ୍ତୁ ରବିବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ସ୍ଵଭାବ !

ନମସ୍କାର ବନ୍ଧୁଗଣ, ସପ୍ତାହକ ସାତଟି ବାର ଉପରେ ଗ୍ରହ ମାନଙ୍କ ନଜର ରହିଥାଏ । ତେଣୁ ବାର ଅନୁଯାୟୀ ବ୍ୟକ୍ତି ଉପରେ ସେହି ଗ୍ରହର ପ୍ରଭାବର ଛିଟା ରହିଥାଏ । ଯାହା ଫଳରେ ସେମାନଙ୍କ ସ୍ଵଭାବ ସେହି ଗ୍ରହ ଭଳି ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଶନିବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ସ୍ଵଭାବ ସମ୍ପର୍କରେ ଜଣାଇବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ରବିବାରବାର ଦିନ ଜନ୍ମ ନେଇଥିବା ବ୍ୟକ୍ତି କିଭଳି ହୋଇଥାନ୍ତି ।

ରବିବାରକୁ ଭଗବାନ ସୂର୍ଯ୍ୟଙ୍କ ବାର ବୋଲି ମନାଯାଇଥାଏ । ଏହିଦିନ ଜନ୍ମ ହୋଇଥିବା ଲୋକ ସାମାନ୍ୟ ତେଜସ୍ବୀ, ପ୍ରଭାବଶାଳୀ ଏବଂ ଦୀର୍ଘୟୁ ହୋଇଥାନ୍ତି । ଏମାନେ ସବୁ କାର୍ଯ୍ୟରେ ନିଜକୁ ଆଗରେ ରଖିଥାନ୍ତି । ଏମାନଙ୍କ ବୁଦ୍ଧି ବହୁତ ପ୍ରଖର ହୋଇଥାଏ । ରବିବାର ଦିନ ଜନ୍ମ ନେଇଥିବା କମ କଥା କହିଥାନ୍ତି । ଯେତେବେଳେ ବି କଥା ହୁଅନ୍ତି ବହୁତ ଭାବି ଚିନ୍ତି କଥା ହୋଇଥାନ୍ତି ।

ସେମାନଙ୍କ କଥାର ଏକ ଅଲଗା ହିଁ  ପ୍ରଭାବ ହୋଇଥାଏ । ଏମାନେ ନିଜ କଥାଦ୍ଵାରା ସାମ୍ନା ବାଲାକୁ ଖୁସି କରିଦେଇଥାନ୍ତି । ଏମାନଙ୍କ କଥା ବହୁତ ଲୋକଙ୍କୁ ପସନ୍ଦ ଆସିଥାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଧାର୍ମିକ ଏବଂ ଆସ୍ଥା ରଖୁଥିବା ବ୍ୟକ୍ତି ହୋଇଥାନ୍ତି । ଏମାନେ ପୂଜା ପାଠରେ ବହୁତ ବିଶ୍ଵାସ ରଖିଥାନ୍ତି ।

ନିଜ ପରିବାର, ବନ୍ଧୁ ମାନଙ୍କ ସହ ସବୁବେଳେ ଭଲ ସମ୍ପର୍କ ବଜାୟ ରଖିଥାନ୍ତି । ସେମାନଙ୍କ ସମସ୍ତ ଭଲ ମନ୍ଦ କାର୍ଯ୍ୟରେ ଏମାନେ ତାଙ୍କ ସାଥ ଦେଇଥାନ୍ତି । ଏମାନଙ୍କ ପରିଚୟ ସମସ୍ତଙ୍କ ଠାରୁ ଅଲଗା ହୋଇଥାଏ । ଏମାନେ ଦେଖିବା ପାଇଁ ବହୁତ ଆକର୍ଷକ ହୋଇଥାନ୍ତି । ରବିବାର ଦିନ ଜନ୍ମ ହୋଇଥିବା ଲୋକ ବହୁତ ସମ୍ବେଦନଶୀଳ ହୋଇଥାନ୍ତି । ଯଦି କାହାର ବି କଥା ଏମାନଙ୍କୁ ଖରାପ ଲାଗିଥାଏ ତେବେ ବହୁତ ଦିନ ପର୍ଯ୍ୟନ୍ତ ଏମାନେ ସେହି କଥାକୁ ଭବିଥାନ୍ତି ।

ରବିବାର ଦିନ ଜନ୍ମ ନେଇଥିବା ଲୋକଙ୍କ ପାଖରେ ପଇସାର ଅଭାବ କେବେ ମଧ୍ୟ ଦେଖା ଦେଇନଥାଏ । ଏମାନେ ବହୁତ ଧନୀ ହୋଇଥାନ୍ତି । ସବୁବେଳେ ଏମାନେ ନିଜ ବଳରେ ପଇସା କମାଇବା ପାଇଁ ଚେଷ୍ଟା କରିଥାନ୍ତି । ସମସ୍ତ କାର୍ଯ୍ୟକୁ ବହୁତ ତରବର ହୋଇ କରିଥାନ୍ତି ଏହିଦିନ ଜନ୍ମ ନେଇଥିବା ଲୋକ । ସମୟର ଶିକୁଳୀରେ ନିଜକୁ କେବେ ମଧ୍ୟ ବାନ୍ଧିବାକୁ ଦିଅନ୍ତି ନାହିଁ ।

ନିଜର ସମସ୍ତ କାର୍ଯ୍ୟକୁ ନିଜର ରୁଚି ହିସାବରେ ହିଁ କରିଥାନ୍ତି । ପରିଶ୍ରମକୁ ଦେଖି ଏମାନେ କେବେ ଭୟଭୀତ ହୁଅନ୍ତି ନାହିଁ । ନିଜର ତରବର ସ୍ଵାଭାବ ପାଇଁ ବେଳେବେଳେ ଏମାନେ ନିଜ କାମରେ ନିଜେ  ବାଧା ସୃଷ୍ଟି କରିଦେଇଥାନ୍ତି । ଏମାନଙ୍କ ପ୍ରେମ ସମ୍ବନ୍ଧ ବହୁତ ଘନିଷ୍ଠ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *