ବୁଦ୍ଧିମାନ ହୋଇଥିଲେ ଝିଅର ନାମ କୁହନ୍ତୁ ? Guess Name Puzzle

ନାମସ୍କାର ବନ୍ଧୁଗଣ, ଆପଣ ନିଜର ମନୋରଞ୍ଜନ ପାଇଁ ଆମ ସହ ନିହାତି ଏହି ମଜାଦାର ପଜଲର ଖେଳଟିକୁ ଖେଳନ୍ତୁ । ଆଜି ଏହା ଆପଣଙ୍କ ବୁଦ୍ଧିର ମଧ୍ୟ ପରୀକ୍ଷା କରାଇଦେବ । ତେବେ ଆପଣ ନିଜର ବୁଦ୍ଧି ପରୀକ୍ଷା ପାଇଁ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ହୋଇସାରିଲେଣି ତ । ଆଉ ଡେରି ନକରି ଆସନ୍ତୁ ଆରମ୍ଭ କରିବା ଏହି ମଜାଦାର ପଜଲ ଖେଳଟିକୁ ଯାହାର ଉତ୍ତର ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ପ୍ରଥମ: ଯଦି ଆପଣ ଏକ ଫଟୋରେ ଗୋଟିଏ ଝିଅର ମୁହଁ ଏବଂ ତା ସହିତ ଯଦି ଏକ ଗଧ ଠିଆ ହୋଇଥିବାର ଦେଖନ୍ତି ତେବେ ଝିଅର ନାମ କଣ ହେବ କୁହନ୍ତୁ ତ ? ଉତ୍ତର: ମୁଗଧା । ମୁହଁ ଆଉ ମୁ ଆଉ ଗଧ ମିଶି ହୋଇଗଲା ନା ମୁଗଧା । ଦିତୀୟ:ଆପଣ ଯଦି ଗଛ ପାଖରେ ଏକ ଗାଈ ଠିଆ ହେବାର ଦେଖନ୍ତି ତେବେ କେଉଁ ଝିଅର ନାମ ଆପଣଙ୍କ ମନରେ ଉଙ୍କି ମାରିବ କୁହନ୍ତୁ ତ ? ଉତ୍ତର: ଗାୟତ୍ରୀ ।

କାରଣ ଗାଈର ଗା ଆଉ ଗଛର ଇଂରାଜୀ ଟ୍ରି ମିଶି ହେଲା ନା ଗାୟତ୍ରୀ । ତୃତୀୟ: ଗୋଟିଏ ଝିଅ ସହ ଯଦି ଆପଣ ୨ ଫିଙ୍ଗର ଦେଖନ୍ତି ତେବେ ପରିବା ର ନାମ କଣ ହେବ କୁହନ୍ତୁ ତ ? ଉତ୍ତର: ଝିଅର ଇଂରାଜୀ ଲେଡି ଆଉ ଫିଙ୍ଗର ମିଶି ହେଲା ନା ଲେଡିଜ ଫିଙ୍ଗର । ଏହା ବହୁତ ସହଜ ଥିଲା ନା ସାଙ୍ଗମାନେ ।

ଚତୁର୍ଥ: ହାତର ମୁଦି ସହ ଯଦି ଆପଣ ଯଦି ଆପଣ ଚାବି କାଠି ଥୁଆ ହୋଇଥିବାର ଦେଖନ୍ତି ତେବେ ଝିଅର ନାମ କଣ ହେବ କୁହନ୍ତୁ ତ ? ଉତ୍ତର: ରିଙ୍କି । କାରଣ ମୁଦିର ଇଂରାଜୀ ରିଙ୍ଗର ରି ଆଉ ଚାବିର ଇଂରାଜି କି ମିଶି ହୋଇଗଲା ନା ରିଙ୍କି ।

ପଞ୍ଚମ: ଆପଣ ଯଦି ଏକ ଚା କପ ସହ ଇଂରାଜୀ ଅକ୍ଷର Rକୁ ଦେଖନ୍ତି ତେବେ ଝିଅର ନାମ କଣ ହେବ କୁହନ୍ତୁ ତ ? ଉତ୍ତର: ଆରତି । କାରଣ ଆର ଆଉ ଚା ର ଇଂରାଜୀ ଟି ମିଶି ହୋଇଗଲା ନା ଆରତି । ମଜା ଆସୁଛି ନା ନାହି ସାଙ୍ଗମାନେ ।

ଷଷ୍ଠ: R ସହିତ ଚଣା ଥୁଆ ହୋଇଥିବାର ଦେଖିଲେ କେଉଁ ଝିଅର ନାମ ଆପଣଙ୍କ ମୁଣ୍ଡକୁ ଆସିବ କୁହନ୍ତୁ ତ ? ଉତ୍ତର: ଅର୍ଚନା । ଆର ଆଉ ଚଣା ମିଶି ହୋଇଗଲା ଅର୍ଚନା । ଏହା ତ ବହୁତ ସହଜ ଥିଲା । ସପ୍ତମ: ମୂଷା ସହ କାନ ମିଶିଲେ ଝିଅର ନାମ କଣ ହେବ କୁହନ୍ତୁ ତ ? ଉତ୍ତର: ମୁସକାନ । କାରଣ ମୁସ ଆଉ କାନର କାନ ମିଶି ହୋଇଗଲା ନା ମୁସକାନ ।

ଆମର ଏହି ପଜଲ ଗେମଟି ଆପଣଙ୍କୁ କେତେ ମଜାଦାର ଲାଗିଲା କାମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *