ବାହାଘର ପୂର୍ବରୁ ନିଶ୍ଚୟ ଜାଣି ନିଅନ୍ତୁ ଏହି 2ଟି ଗୁପ୍ତ ଲକ୍ଷଣ- Chanakya Niti

ନମସ୍କାର ବନ୍ଧୁଗଣ, ବିବାହ ଜୀବନର ସବୁଠାରୁ ଏକ ସୁନ୍ଦର ସ୍ଵପ୍ନ ଅଟେ ଯାହାକୁ ପ୍ରତ୍ୟକ ପୁଅ ଝିଅ ଦେଖିଥାନ୍ତି । ନିଜ ମନରେ ଏକ ସ୍ଵପ୍ନର ଦୁନିଆ ତିଆରି କରିଦେଇଥାନ୍ତି ନିଜ ସାଥୀଙ୍କୁ ନେଇ । ସମସ୍ତେ ଗୋଟିଏ ଭଲ ଜୀବନ ସାଥିଟିଏ ଖୋଜିଥାନ୍ତି ଯାହା ସହ ସେ ସାରା ଜୀବନ ଶାନ୍ତିରେ ରହିପାରିବେ । କିନ୍ତୁ ତାଙ୍କର କେଉଁ ଗୁଣ ବିଷୟରେ ଆପଣଙ୍କର ନିହାତି ଜାଣିବା ଜରୁରୀ ତାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ଚାଣକ୍ୟ କହିଥିବା 2ଟି ଗୁପ୍ତ ଲକ୍ଷଣ ସମ୍ପର୍କରେ ।

ଯଦି ଆପଣ କାହାର ସୁନ୍ଦରତାକୁ ଦେଖି ବିବାହ କରିଥାନ୍ତି ତେବେ ଏହା ଆପଣଙ୍କର ଏକ ମୁର୍ଖାମି ଅଟେ ବୋଲି ଚାଣକ୍ୟ କହିଛନ୍ତି । ବିବାହ ପାଇଁ ବାହାରର ସୁନ୍ଦରତା ଠାରୁ ଭିତରର ଗୁଣକୁ ସୁନ୍ଦରତାକୁ ଜାଣିବା ବେଶି ଜରୁରୀ ହୋଇଥାଏ କାରଣ ଆପଣଙ୍କୁ ତାଙ୍କ ସହ ଖୁସିରେ ରହିବା ପାଇଁ ଗୁଣ ଆବଶ୍ୟକ ରୂପ ନୁହେଁ । ମହିଳା ମାନେ ନିଜ ଜୀବନ ସାଥି ବାଛିବା ସମୟରେ ଏହି କଥାର ଧ୍ୟାନ ରଖିବା ଜରୁରୀ ।

ଚାଣକ୍ୟ କହିଛନ୍ତି କି ଆପଣ ସେହି ଝିଅକୁ ବିବାହ କରିବା ଉଚିତ ଯିଏ ନିଜ ସ୍ଵଇଚ୍ଛାରେ ଆପଣଙ୍କୁ ବିବାହ କରିବା ପାଇ ରାଜି ହୋଇଥାନ୍ତି । କାରଣ ଜୋର ଜବରଦସ୍ତି ବିବାହ କରାଯାଇଥିଲେ ତାହା ଆଗାମୀ ସମୟରେ ଆପଣଙ୍କ ପାଇଁ ବହୁତ କିଛି ଅସୁବିଧା ନେଇ ଆସିଥାଏ । ଆପଣଙ୍କ ବୈବାହିକ ଜୀବନରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ ।

ଯେଉଁ ସ୍ତ୍ରୀ ଆପଣଙ୍କର ବେଶି ଯତ୍ନ ନେଇଥାଏ ଆପଣଙ୍କୁ ଭଲ ପାଇଥାଏ ସେହି ସ୍ତ୍ରୀର ହାତ ଆପଣଙ୍କୁ କେବେ ମଧ୍ୟ ଛାଡିବା ଉଚିତ ନୁହେଁ । ଭବ୍ୟଷ୍ୟତରେ ଯଦି ସେହି ସ୍ତ୍ରୀ ଝଗଡା ମଧ୍ୟ କରେ ତେବେ ମଧ୍ୟ ତାଙ୍କୁ ଛାଡିବା କଥା ଭାବିବା ଭୁଲ ହେବ ଆପଣଙ୍କ ପାଇଁ । ଆପଣଙ୍କୁ ଭଲ ପାଉଥିବା ସ୍ତ୍ରୀ ଆପଣଙ୍କ ଘର ପରିବାର ଲୋକଙ୍କୁ ମଧ୍ୟ ଭଲ ପାଇଥାନ୍ତି । ତାଙ୍କର ମଧ୍ୟ ଯତ୍ନ ନେଇଥାନ୍ତି ।

ପୁରୁଷଙ୍କୁ ବିବାହ ନିମନ୍ତେ ଏହା ଦେଖିବା ଜରୁରୀ ସେ ଝିଅ ଧର୍ମ କର୍ମ ଉପରେ ଆସ୍ଥା ରଖିଛି କି ନାହି । ପୁରୁଷମାନେ ଶି ଝିଅକୁ ପସନ୍ଦ କରିବା ଦରକାର ଯେଉଁ ଝିଅ ନିଜ ଭିତରେ ନିଜ ପିତାଙ୍କୁ ଦେଖିଥାନ୍ତି । କାରଣ ଏଭଳି ଝିଅ ସବୁବେଳେ ଚାହିଥାନ୍ତି ତାଙ୍କ ସ୍ଵାମୀ ତାଙ୍କୁ ତାଙ୍କ ପିତାଙ୍କ ଭଳି ଭଲ ପାଇବା ଦିଅନ୍ତୁ ।

ଏହି ଭାବନା ରଖୁଥିବା ଝିଅ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଇଥାନ୍ତି । କେବେ ମଧ୍ୟ ନିଜ ସ୍ଵାମୀଙ୍କୁ ନିଜ ଠାରୁ ଦୂରେଇବା କଥା ଭାବନ୍ତି ନାହିଁ । ତେଣୁ ଏହି ସ୍ବଭାବର ଝିଅ ବିବାହ ପାଇଁ ସମ୍ପୂର୍ଣ ଉଚିତ ଅଟନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *