ରଜ ସଙ୍କ୍ରାନ୍ତି ସକାଳୁ ଏହି ରାଶି ମାନଙ୍କର ଅଚାନକ ବଦଳିଯିବ ଭାଗ୍ୟ- Raja 2021

ବର୍ଷ ସାରା ମଧ୍ୟରେ ଯେତିକି ସଙ୍କ୍ରାନ୍ତି ପଡିଥାଏ ସବୁଠୁ ଶ୍ରେଷ୍ଠ ସଙ୍କ୍ରାନ୍ତି ହେଉଛି ରଜ ସଙ୍କ୍ରାନ୍ତି । ତେଣୁ ଏହି ଦିନ ଟି ବହୁତ ଶୁଭ ଅଟେ । ଏହି ଦିନ ଆପଣ ସୂର୍ଯ୍ୟଉଦୟ ପୂର୍ବର ରୁ ଉଠି ନଦୀରେ ସ୍ନାନ କରି ଯଦି ନଦୀରେ ସ୍ନାନ କରିବା ସମ୍ଭବ ନାହିଁ ତେବେ ଆପଣ ଘରେ ପାଣିରେ ଗଙ୍ଗା ଜଳ ମିଷେଇକି ସ୍ନାନ କରି ସତ୍ୟନାରାୟଣ ପାଠ କରି ଲଷ୍ମୀ ଓ ବିଷ୍ଣୁ ଙ୍କ ଆଳତି କରିବା ଦ୍ୱାରା ବହୁତ ଶୁଭ ଫଳ ମିଳିଥାଏ ।

ଯଦି ଆପଣ ଏତେ ସବୁ କରିବା କୁ ଚାହାନ୍ତିନି ତେବେ ଆପଣ ଏହି ଦିନ ଘର ର କିଛି ନିର୍ଦ୍ଧିଷ୍ଟ ଜାଗାରେ ଦୀପ ଜଳାନ୍ତୁ । ଯଦି ଆପଣ ତୁଳସୀ ଲଗାଇଥିବେ ତେବେ ତୁଳସୀଙ୍କ ଆଗରେ, ଘରର ମୁଖ୍ୟ କବାଟ ଏବଂ ଘରର ପାଖରେ ଥିବା ଅଶ୍ୱତ୍ଥ ଗଛ ନିକଟରେ ଦୀପ ଜାଲନ୍ତୁ । କୁହାଯାଏ ଯେ ଏହି ଦିନ ମା ଲଷ୍ମୀ ଅଶ୍ୱତ୍ଥ ଗଛରେ ବାସ କରନ୍ତି । ତେବେ ଏହି ଦିନ କିଛି ରାଶି ଙ୍କ ପାଇଁ ବହୁତ ଶୁଭ ଅଟେ । ଏହି ରାଶୀଙ୍କ ଉପରେ ମାତା ଲଷ୍ମୀ ଓ ବିଷ୍ଣୁ ଙ୍କ ଆଶୀର୍ବାଦ ମିଳିବ ।

ପ୍ରଥମ ରାଶି ତୁଳା ରାଶି – ଆପଣଙ୍କ ସଫଳତା ର ଦ୍ୱାରା ଖୋଲିଯିବ । ଆପଣ ନିଜ ର ଭଲ ବ୍ୟବହାରରେ ଆପଣ ସମସ୍ତ ଙ୍କୁ ଖୁସି କରିଦେବେ । ଆପଣ କୌଣସି ଜିନିସ ରେ ପ୍ରମୁଖ ହେବେ ।

କନ୍ୟା ରାଶି – ଆପଣଙ୍କ ର ଏହି ସମୟ ଶୁଭ ଅଟେ । କିନ୍ତୁ ଗ୍ରହ ମାନଙ୍କ ଗତି ଯୋଗୁଁ ଆପଣ କିଛି ଜିନିଷ ଠୁ ଦୂରରେ ରୁହନ୍ତୁ ଯେପରି କୌଣସି କଳହ କଥା, ଏବଂ ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ ।

ବୃଷ ରାଶି- ଆପଣଂକୁ ବହୁତ ପ୍ରକାରର ସୁଯୋଗ ମିଳିବ, ଆପଣ ଚେଷ୍ଟା କରିବେ ଏହି ସବୁ ସୁଯୋଗର ଲାଭ ନେବାକୁ ।

ମେଷ ରାଶି – ଆପଣ ଙ୍କ ଘରେ କୌଣସି ଶୁଭ କାର୍ଯ୍ୟ ହେବ । ଯେଉଁମାନେ ଅବିବାହିତ ଅଛନ୍ତି ସେମାନଙ୍କର ବିବାହ ହୋଇଯିବ ଆପଣଙ୍କ ର ଶୀଘ୍ର ବିବାହ ଯୋଗ ଅଛି । ଯଦି କିଛି ଖରାପ ଘଟଣା ଆପଣଙ୍କ ସହ ଘଟିଥାଏ ତେବେ ତାକୁ ଭୁଲିବାକୁ ଚେଷ୍ଟା କରନ୍ତୁ । ଅଳସ ରୁ ଦୁରେଇ ରୁହନ୍ତୁ ।

ବିଛା ରାଶି – ଆପଣ ଯଦି କେଉଁଠି ଚାକିରୀ କରୁଥାନ୍ତି ତେବେ ପଦୋନ୍ନତି ହେବ । ଆପଣ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ । ଆପଣଙ୍କ ଆତ୍ମବିଶ୍ବାସ ଓ ବୌଦ୍ଧିକ ଦୃଢ଼ ହେବ । କୌଣସି ଧର୍ମିକ ଯାତ୍ରାର ଯୋଗ ଅଛି ।

ସିଂହ ରାଶି – ଆପଣଙ୍କ ପାରିବାରିକ ସୁଖମୟ, ଆର୍ଥିକ ସ୍ଥିତି ଦୃଢ଼ ହେବ, ଜୀବନସାଥୀ ର ସମର୍ଥନ ମିଳିବ । କୌଣସି ସୁଖମୟ ଯାତ୍ରା କରିବେ ।

ମକର ରାଶି – ଆପଣଙ୍କୁ ମାତାପିତାଙ୍କ ସହଯୋଗ ମିଳିବ । ଆପଣଙ୍କ ର ସମାଜରେ ସମ୍ମାନ ବୃଦ୍ଧିହେବ ।

କୁମ୍ଭ ରାଶି – ଆପଣଙ୍କ ର କୌଣସି କାର୍ଯ୍ୟ ନ ହୋଇଥିଲେ ତାହା ହୋଇଯିବ । ଆପଣଙ୍କ ଆଗାମୀ ଦିନ ଶ୍ରେଷ୍ଠ ହେବ । ଆପଣଙ୍କ ଜୀଵନଶୈଳୀ ରେ ପରିବର୍ତ୍ତନ ହେବ । ଆପଣଙ୍କୁ ଶୁଭ ଖବର ମିଳିବ । ଆପଣଙ୍କର ଯାତ୍ରା ଯୋଗ ମଧ୍ୟ ଅଛି । ଦାନ ଧର୍ମ ରେ ଆପଣ ମନ ନିବେଶ କରିବେ । ଆପଣଙ୍କୁ କେବଳ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଅଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *