ଏହାକୁ 7 ଦିନ ଖାଇ ନିଅନ୍ତୁ… ପେଟ ଓ ଅଣ୍ଟାର ଚର୍ବି ବରଫ ଭଳି ତରଳିଯିବ- Health Tips

ମୋଟାପଣ କୁ ନେଇ ଆଜିକାଲି ଦୁନିଆରେ ବହୁତ ଲୋକ ଚିନ୍ତିତ ରହୁଛନ୍ତି । ଭାରତରେ ୪୦% ଲୋକ ଏହି ରୋଗ ରେ ପୀଡିତ ଅଟନ୍ତି । ମୋଟାପଣ ମଧ୍ୟ ଏକ ରୋଗ କାରଣ ଏହା ପାଇଁ ଆମକୁ ୫୦ ରୁ ୬୦ ରୋଗିଣା କରାଇଥାଏ । ହୃତପିଣ୍ଡିତ ଜନିତ ରୋଗ, ଉଚ୍ଚରକ୍ତଚାପ, ଆସ୍ଥାମା, କିଡନୀ ଷ୍ଟୋନ୍ସ, ହାଡ଼ଦୁର୍ବଳତା ଆଦି ରୋଗ ମୋଟପଣ ରୁ ହୋଇଥାଏ ।

ପୁରାତନ ଲୋକ ମାନେ ସୁସ୍ଥ ଥିଲେ କାରଣ ସେମାନେ ଆୟୁର୍ବେଦିକ ନିୟମ ମାନୁଥିଲେ । ଆୟୁର୍ବେଦିକ ଔଷଧ ଦ୍ୱାରା ଆପଣ ମଧ୍ୟ ଏହି ମୋଟପଣ ରୋଗ ରୁ ମୁକ୍ତି ପାଇପାରିବେ । ଏଥିପାଇଁ ଏକ ପାଉଡର ବନେଇବା କୁ ହେବ ଆପଣଙ୍କୁ । ଏହି ପାଉଡର ପାଇଁ ଜୀରା, ଜୁଆଣି, ପାନମଧୁରୀ, ମେଥି, କଳାଲୁଣ ଦରକାର । ଜୀରା – ଏଥିରେ ଆଣ୍ଟିଓକ୍ସିଡେଣ୍ଟ, ଫାଇବର ଅଛି । ଯାହା ଆମ ଶରୀରର ମେଟାବୋଲିଜ଼ୀମ ହାର ବୃଦ୍ଧି କରେ । ହଜମ ପ୍ରକ୍ରିୟା ଠିକ ରଖେ ।

ଜୁଆଣି-ପେଟ ପାଇଁ ଭଲ ଅଟେ, ହଜମ ପ୍ରକ୍ରିୟାର କୁ ମଧ୍ୟ ଠିକ ରଖେ । ପାନମଧୁରୀ – ଏହା ଖାଦ୍ୟ ର ହଜମ ପ୍ରକ୍ରିୟା କୁ ୨ ଗୁଣା ଜଲ୍ଦି କରିଥାଏ । ପେଟ ସଫା ରଖିଥାଏ । ମେଥି – ଏହା ଦ୍ୱାରା ଓଜନ ଶୀଘ୍ର କମିଥାଏ । ଡାଇବେଟିସ ରୋଗୀ ମାନେ ଯଦି ମେଥି ପାଣିରେ ଭିଜେଇ ସକାଳେ ପିଇବେ ତେବେ ଡାଇବେଟିସ ନିଶ୍ଚିତ ନିୟନ୍ତ୍ରଣ ରେ ରହିବ । ଏହି ପାଉଡର ବନେଇବା ପାଇଁ ପ୍ରଥମେ କଢାଇ ରେ ୧୦୦ଗ୍ରାମ ଜୀରା ଓ ୧୦୦ ଗ୍ରାମ ଜୁଆଣି କୁ ଶୁଖିଲା ଭାଜିନେବେ, ହାଲ୍କା ମାଟିଆ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜିବେ । ଏହା ପରେ ଏହା ଥଣ୍ଡା ହେବା ପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରିକି ପାଉଡର କରିନେବେ ।

ଏହା ପରେ ଏଥିରେ ୧୦୦ ଗ୍ରାମ ପାନମଧୁରୀ ପାଉଡର ଓ ୧୦୦ ଗ୍ରାମ ମେଥି ପାଉଡର ଓ ସ୍ୱାଦ ଅନୁସାରେ କଳାଲୁଣ ମିଶେଇ ଦେବେ, ପ୍ରସ୍ତୁତ ହୋଇଯିବ ପାଉଡରଟି । ଏହାକୁ ଯଦି ଆପଣ ମାସେ ପିଇବେ ଆପଣଙ୍କ ଓଜନ ୧୫ ରୁ ୨୦ କିଲୋ କମିଯିବ । ଏହାକୁ ଆପଣ ଦିନକୁ ୨ ଥର ପିଇବେ, ସକାଳୁ ଖାଇବା ପୂର୍ବରୁ ଉଷୁମ ପାଣି ରେ ପିଇବେ ଓ ରାତି ରେ ଶୋଇବା ର ୩୦ ମିନିଟ ପୂର୍ବରୁ ଉଷୁମ ପାଣିରେ ଏହି ପାଉଡର ମିଶେଇ ପିଇବେ ।

ଏହି ପାଉଡର ପାଇବା ଦ୍ୱାରା ଆପଣଙ୍କ ଶରୀର ମେଟାବୋଲିଜ଼ୀମ ହାର ବୃଦ୍ଧି ହୋଇଥାଏ । ଖାଦ୍ୟକୁ ଶକ୍ତିରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ମେଟାବୋଲିଜ଼ୀମ କୁହନ୍ତି । ଏହି ପ୍ରକ୍ରିୟା ର ହାର ବେଳେ ବେଳେ କମିଗଲେ ଖାଦ୍ୟ ଶକ୍ତିରେ ପରିବର୍ତ୍ତନ ହେବା ବଦଳରେ ଚର୍ବିରେ ପରିଣତ ହୋଇଥାଏ । ତେଣୁ ବହୁତ ଲୋକ କମ ଖାଦ୍ୟ ଖାଇଲେ ମଧ୍ୟ ମୋଟା ହୋଇଯାନ୍ତି ତାହାର କାରଣ ମେଟାବୋଲିଜ଼ୀମ ହାର କମ ହୋଇଥିବା ରୁ ।

ଏହି ପାଉଡର ଦ୍ୱାରା ଡାଇବେଟିସ ଓ ଥାଏରେଡ୍ ଭଳି ରୋଗ କମି ଥାଏ । ଥାଏରେଡ୍ ଆମ ଗଳା ର ଏକ ଗ୍ରନ୍ଥି ଯାହା ଥାଏରେଡ୍ ହରମୋନ ବାହାର କରିଥାଏ, ଏହି ହରମୋନ ଗୁଡିକ ଆମ ଶରୀରର ମେଟାବୋଲିଜ଼ୀମ ପରିଭାସିତ କରିଥାଏ, ଅର୍ଥାତ ମେଟାବୋଲିଜ଼ୀମ ର ହାର ଧୀର ଅଛି ବା ଦ୍ରୁତ ଅଛି ତାକୁ ନିୟନ୍ତ୍ରଣ କରିଥାଏ । ଯଦି ହରମୋନ ଠିକ ଭାବେ କାମ ନ କରେ ତେବେ ମେଟାବୋଲିଜ଼ୀମ ହାର ରେ ଅନିୟମିତତା ଦେଖା ଦିଏ । ଯାହା ଫଳ ରେ ଥାଏରେଡ୍ ରୋଗ ହୋଇଥାଏ । ତେଣୁ ଏ ପାଉଡର ସେବନ ଦ୍ୱାରା ଆପଣ ଉପକୃତ ହେବେ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *