ରସୁଣ କୁ ତକିଆ ତଳେ ରଖି ଶୋଇବାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…. ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ରସୁଣ କୁ ରୋଷେଇ ଘରେ ଖାଇବା ବନାଇବାରେ ନିହାତି ପ୍ରତି ଦିନ ବ୍ୟବହାର କରୁଥିବେ । ରସୁଣ କୁ ମାସା ଭାବେ ମଧ୍ୟ ବ୍ୟବହାର କରା ଯାଇଥାଏ । ରସୁଣ କୁ ତରକାରୀ, ଭଜା ଠାରୁ ଆରମ୍ଭ କରି ବିଶେଷ କରି ଆମିଷ ରେ ଅଧିକ ବ୍ୟବହାର କରାଯାଏ । ଯାହା ଦ୍ଵାରା ଟେଷ୍ଟ ଅଧିକ ହୋଇଥାଏ । କିନ୍ତୁ ରସୁଣ ର ଅନେକ ଚମତ୍କାରୀ ଗୁଣ ମଧ୍ୟ ଅଛି ଯାହାର ପ୍ରୟୋଗ କରିଲେ ଅନେକ ସୁଫଳ ମିଳିଥାଏ ।

ଆପଣ ମାନେ ଜାଣିଥିବେ ରସୁଣ ର ବହୁ ପ୍ରାକାରର ଚମତ୍କାରୀ ଗୁଣ ଅଛି । ଆଜି ଆମେ ଆପଣଙ୍କୁ କହିବୁ ରସୁଣ ର ଏକ ପୁରୁଣା ଉପାୟ ବିଷୟରେ ଯାହା ଦ୍ଵାରା ଅନେକ ସମସ୍ୟାର ସମାଧାନ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ରସୁଣ କୁ ତକିଆ ତଳେ ରଖିଲେ କଣ ଫାଇଦା ମିଳିଥାଏ । ପୂର୍ବ କାଳରେ ପ୍ରଥା ଅଛି କି ରସୁଣ ଖରାପ ଶକ୍ତି ରୁ ବଞ୍ଚାଇ ଥାଏ । ରସୁଣ କୁ ଘରେ ରଖିବା ଦ୍ଵାରା ଖରାପ ଶକ୍ତି ର ପ୍ରବେଶ ହୁଏ ନାହି ।

ଏହା ସହ ରାତିରେ ଶୋଇବା ସମୟରେ ତକିଆ ତଳେ ରସୁଣ ଖାଇଲେ ନିଦ ରେ ବାଧା ଆସେ ନାହି । ଏହା ସହ ଖରାପ ସ୍ଵପ୍ନ ମଧ୍ୟ ଦେଖାଯାଏ ନାହି । ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି କି ରସୁଣ ରେ ଜିଙ୍କ ର ମାତ୍ରା ବହୁତ ଅଧିକ ଥାଏ । ଯାହା ଦ୍ଵାରା ମସ୍ତିସ୍କ ରେ ଏକ ସୁରକ୍ଷା ଉତ୍ପାଦନ ହୋଇଥାଏ । ହୋଇପାରେ କିଛି ଦିନ ପାଇଁ ରସୁଣ ର ଗନ୍ଧ ପାଇଁ ଆପଣ ଶୋଇ ନ ପାରନ୍ତି ।

ହେଲେ ଏହା ଯେବେ ଅଭ୍ଯାସରେ ପରିଣତ ହୋଇଯିବ ସେତେବେଳେ ଆପଣ ନିଦ୍ରା ଶିକାର ରୁ ବଞ୍ଚି ପାରିବେ । ଆପଣ ଏହାକୁ ଛୋଟ ପିଲାଙ୍କ ତକିଆ ତଳେ ରଖିପାରିବେ । ଏମିତି କରିଲେ ପିଲା ମାନେ ରାତିରେ ଚମକିବେ ନାହି । ରସୁଣ ର ଅନ୍ୟ ଏକ ଚମତ୍କାରୀ ଉପାୟ କରିବା ଦ୍ଵାରା ମଧ୍ୟ ନିଦ ଭଲ ହୋଇଟହାଏ । ଯାହା କି ଆପଣଙ୍କୁ ସେବନ କରିବା ହେବ । ଏଥିପାଇଁ ପ୍ରଥେମ ଆପଣ ଗୋଟେ ଗ୍ଳାସ ରେ କ୍ଷୀର ନିଅନ୍ତୁ ।

ଏହା ପରେ ଗୋଟେ ରସୁଣ ପାଖୁଡା କୁ ଛେଚି ଦିଅନ୍ତୁ । ଏହା ପରେ ଏକ ଚାମଚ ମହୁ ନିଅନ୍ତୁ । କ୍ଷୀର ରେ ରସୁଣ କୁ ପକାଇ ଏହାକୁ 3 ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ତା ପରେ ଫୁଟା କ୍ଷୀର ସହ ମହୁ ମିଶାନ୍ତୁ । ଦେଖିବେ ଏହି ଉପାୟ ଟି କରିବା ଦ୍ଵାରା ନିଦ ବହୁତ ଭଲ ଆସିଥାଏ ।

ତେବେ ଏହି ପରି ଭାବେ ଆପଣ ମାନେ ରସୁଣ ର ପ୍ରୟୋଗ କରି ସୁନିଦ୍ରା ରେ ଶୋଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *