ମହା ଶିବରାତ୍ରୀ (18 February) ଦିନ ଖାଇ ନିଅନ୍ତୁ ଏହି 1 ଜିନିଷ, ପୁରା ବର୍ଷ ଜମିକି ଆସିବ ପଇସା

ବନ୍ଧୁଗଣ ଭଗବାନ ଶିବ ସର୍ବଶ୍ରେଷ୍ଠ, ଶକ୍ତିମାନ ଅଟନ୍ତି । ଶିବଙ୍କ ଭିତରେ ସଂପୂର୍ଣ୍ଣ ଜ୍ଞାନ ଭାରି ରହିଥାଏ । ଶିବ ହିଁ ଆଦି ଓ ଅନ୍ତ ଅଟନ୍ତି । ଶିବ ହିଁ ପୃଥିବୀ ଓ ଆକାଶ ଅଟନ୍ତି । ଭଗବାନ ଶିବଙ୍କର ବଡ ପର୍ବ ତଥା ଶିବ ଭକ୍ତଙ୍କର ବଡ ପର୍ବ ଜାଗର ପର୍ବ ଫେବୃଆରି 18 ରେ ଚଳିତ ବର୍ଷ ଧୂମଧାମରେ ପାଳନ କରାଯିବ । ଏହି ଦିନ ସଂସାରରେ ମହା ଉଶ୍ଚବର ଦିନ ହୋଇ ଯାଇଥାଏ । ଦେଶରେ ଲକ୍ଷ ଲକ୍ଷ ଶିବ ମନ୍ଦିରରେ ଭକ୍ତଙ୍କର ଭିଡ ଦେଖାଯାଏ । ଏହି ଦିନ ଏମିତି କଣ ଖାଇଲେ ଧନର ବର୍ଷା ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ମହାଶିବରାତ୍ରି ଦିନ ଯଦି ସମ୍ଭବ ହୁଏ ଘରକୁ ମାଟି ଆଣି ଶିବଲିଙ୍ଗ ତିଆରି କରି ପୂଜା କରନ୍ତୁ । ଏହି ଦିନ ପାରଦ ବା ସ୍ପଟିକ ଶିବଲିଙ୍ଗ ଆଣି ତାହାକୁ ଅଭିମନ୍ତ୍ରିତ କରି ବିଧି ଅନୁଯାୟୀ ପୂଜା କରିବେ । ଶିବ ପୂରଣ ଅନୁଯାୟୀ ଏହି 2ଟି ଶିବଲିଙ୍ଗରେ ଉର୍ଜ ଓ ଅପାର ଶକ୍ତି ରହିଥାଏ । ଯଦି ଆପଣ ଏହି ଶିବଲିଙ୍ଗକୁ ଘରେ ବା ବ୍ୟବସାୟ ସ୍ଥାନରେ ଥିବା ଦିଗରେ ରଖିଲେ ଅପାର ସୁଖ ସମୃଦ୍ଧି ଆସିଥାଏ ।

୨- ରୁଦ୍ରାକ୍ଷ : ରୁଦ୍ରାକ୍ଷ ହିମାଚଳ ପ୍ରଦେଶରୁ ଉତ୍ପାଦନ ହେଉଥିବା ଏକ ଆୟୁର୍ବେଦିକ ବନସ୍ପତି ଅଟେ । ଭଗବାନ ଶିବଙ୍କୁ ରୁଦାକ୍ଷ ବହୁତ ପ୍ରିୟ ହୋଇଥାଏ । ଏକମୁଖୀ, ଅଷ୍ଟସମୁଖି, ଦ୍ଵିମୁଖୀ ରୁଦ୍ରାକ୍ଷ ରହିଥାଏ । ଯାହାକୁ ଧାରଣ କରିବା ଦ୍ଵାରା ଅଲଗା ପ୍ରଭାବ ପଡିଥାଏ । ଜାଗର ଦିନ ରୁଦ୍ରାକ୍ଷର ପୂଜା କରିବା ଉଚିତ ।

୩- ଡମ୍ବରୁ : ଭାରତୀୟ ସଂସ୍କୃତିରେ ଦାମୁରୁକୁ ଭାବନା ଶିବଙ୍କ ସମ୍ବଧିତ କରି ଏକ ପ୍ରକାରର ମଙ୍ଗଳମୟ ଜନ୍ତ୍ର ରୂପରେ ଦେଖାଯାଏ । ଡମ୍ବରୁ ର ସ୍ଵରରେ ସୃଷ୍ଟିର ଧ୍ୱନି, ସଙ୍ଗୀତ ସ୍ଵର ନିରମାନ ହୋଇଥିଲା । ଏଥିପାଇଁ ଜାଗର ଦିନ ଡମ୍ବରୁ ଘରକୁ ଆଣି ପୂଜା କରନ୍ତୁ ।

୪- ତ୍ରିଶୂଳ : ଆପଣ ଯେବେ ବି ଭଗବାନ ଶିବଙ୍କ ଫୋଟୋ ଦେଖିଥିବେ ସେଥିରେ ମହାଦେବଙ୍କ ସହ ଧନୁ ଓ ତ୍ରିଶୂଳ ଥିବାର ଦେଖିଥିବେ । ଜାଗର ପର୍ବରେ ତ୍ରିଶୂଳ ଅନାଇ ଘରକୁ ଊର୍ଜା କରିଲେ ସୁଖ ସମୃଦ୍ଧି ମିଳିଥାଏ ।

୫- ଚନ୍ଦ୍ର ଓ ନାଗ : ଆପଣ ମାହାଦେବଙ୍କା ମୁଣ୍ଡରେ ଚନ୍ଦ୍ର ଓ ବେକରେ ନାଗ ଧାରଣ କରିଥିବାର ଦେଖିଥିବେ । ଏଥିପାଇଁ ଚନ୍ଦ୍ରମା ଓ ନାଗଙ୍କର ପ୍ରତୀକାତ୍ମକ ରୂପ ଜାଗର ଦିନ ଆଣିବା ଉଚିତ । ଆଉ ଏହି ସବୁକୁ ପୂଜା କରିବା ଆଉଚିତ ।

୭- ଜାଗର ଦିନ ମହାଦେବଙ୍କ କୃପା ପାଇବାକୁ ଭକ୍ତ ମାନେ ବ୍ରତ ରଖିଥାନ୍ତି । ଏହି ଦିନ ଚାଉଳ, ଗହମ, ଡାଲିରେ ତିଆରି ଖାଦ୍ଯ ଖାଇବା ଉଚିତ ନୁହେଁ ।

୮- ଜାଗର ଦିନ ଲହୁଣୀ ଖାଇପାରିବେ । ବ୍ରତ କରିଥିଲେ ଜୁସ ସେବନ କରିପାରିବେ । ଏହି ଦିନ ସାତ୍ଵିକ ଭୋଜନ ଖାଇବା ଉଚିତ । ସାବୁରେ ତିଆରି ଖାଦ୍ୟ, କ୍ଷୀରର ସେବନ କରିପାରବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *