ରାତିର ଏହି ସମୟରେ ସ୍ଵାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ବନାନ୍ତୁ ନାହିଁ, ନଚେତ…

ନମସ୍କାର ବନ୍ଧୁଗଣ, ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ବହୁତ ପବିତ୍ର ହୋଇଥାଏ । ଶାରୀରିକ ସମ୍ବନ୍ଧ ପାଇଁ ସ୍ଵାମୀ ସ୍ତ୍ରୀ ସମ୍ପର୍କ ହିଁ କେବଳ ସ୍ବୀକୃତି ପାଇଛି । କାରଣ ଏହା ହିଁ ସ୍ଵାମୀ ସ୍ତ୍ରୀଙ୍କ ମନକୁ ସାରା ଜୀବନ ପାଇଁ ଯୋଡି ରଖିଥାଏ ଏବଂ ପରସ୍ପର ମଧ୍ୟରେ ଭଲ ପାଇବା ବଢାଇଥାଏ । ତେବେ ଶାରୀରିକ ସମ୍ପର୍କ ବନାଇବାର ସମୟ ମଧ୍ୟ ରହିଛି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ରାତିରେ କେଉଁ ସମୟରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ।

ଯଦି ଆପଣ ସମୟର ଜ୍ଞାନ ନରଖି ଶାରୀରିକ ସମ୍ବନ୍ଧ ରଖୁଛନ୍ତି ତେବେ ଏହା ଆପଣଙ୍କ ଜୀବନ ପ୍ରତି ବିପଦ ଆଣିଥାଏ । ଏହିଭଳି ଆହୁରି ଅନେକ କଥା ରହିଛି ଯାହାକୁ ମହିଳା ମାନେ ରାତି ସମୟରେ କରିବା ଉଚିତ ହୋଇନଥାଏ । ଆସନ୍ତୁ ଜାଣିବେ ସେହି ସବୁ କଥା ବିଷୟରେ । ପ୍ରଥମ: ସୂର୍ଯ୍ୟ ଅସ୍ଥ ହୋଇଯିବା ପରେ କାହାରିକୁ ମଧ୍ୟ କ୍ଷୀର ଏବଂ ଦହି ଉଧାର ଦିଅନ୍ତୁ ନାହିଁ ।

ଦିତୀୟ: ଶାସ୍ତ୍ର ମୁତାବିକ ରାତି ବାରଟା ପରେ ପରେ ପରଦିନର ଆରମ୍ଭ ହୋଇଥାଏ । ଏହା ବ୍ରହ୍ମ ମୁହୂର୍ତ୍ତର ପୂର୍ବ ମୂହୁର୍ତ୍ତ ଅଟେ । ଏହି ସମୟରେ ମଣିଷ ଭିତରେ ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୋଇଥାଏ । ତେଣୁ ରାତି 3ଟା ପରେ ଶାରୀରିକ ସମ୍ବନ୍ଧ ବନାଇବା ଅବୈଧ ଅଟେ । ଏହା କରିବା ଫଳରେ ଆପଣଙ୍କୁ ଅନେକ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ।

ତୃତୀୟ: ରାତିରେ ଶୋଇବା ସମୟରେ ମହିଳାମାନେ ଚୁଟି ଖୋଲାକରି ଶୋଇବା ଅନୁଚିତ । ଏହା କରିବା ଦ୍ଵାରା ଆପଣଙ୍କୁ ଘର ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଚତୁର୍ଥ: ସପ୍ତାହକୁ ନିହାତି ଗୋଟିଏ ଦିନ ରାତିରେ ଶୋଇବା ବେଳେ ଗୋଟିଏ ପେପର କିଛି ଲୁଣ ସବୁ ଘରେ ରଖି ସୁଅନ୍ତୁ । ଏବଂ ସକାଳୁ ଉଠି କାହା ସହ କଥା ନ ହୋଇ ପ୍ରଥମେ ସେହି ଲୁଣକୁ କୌଣସି ପାଣିରେ ଭସାଇ ଦିଅନ୍ତୁ ।

ପଞ୍ଚମ: ପ୍ରତ୍ୟକ ମହିଳା ମାନେ ଶୋଇବା ପୂର୍ବରୁ ଝାଡୁକୁ ଉତ୍ତର ଦିଗରେ ରଖି ଶୋଇବା ଉଚିତ । ଏହା କରିବା ଫଳରେ ଆପଣଙ୍କ ଘରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ପଡିଥାଏ । ଯାହାଦ୍ଵାରା ଆପଣଙ୍କୁ ଜୀବନରୁ ଧନର ସମସ୍ୟା ଦୂର ହୋଇଥାଏ । ଷଷ୍ଠ: ଶୋଇବା ସମୟରେ କେବେ ମଧ୍ୟ ପାଣି ନିଜ ମୁଣ୍ଡ ପାଖରେ ରଖି ସୁଅନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ଉପରୁ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଚାଲିଯାଇଥାଏ ।

ସପ୍ତମ: ଶୋଇବା ପୂର୍ବରୁ ଅଇଁଠା ବାସନ ସଫା କରି ଶୋଇବା ଦରକାର । ଏହା କରିବା ଫଳରେ ଆପଣଙ୍କ ଘରେ ଧନର ଲାଭ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *