ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ବଶୀକରଣ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ କାହାକୁ ବି ନିଜ ବଶରେ କରି ପାରିବେ । ସେ ଝିଅ ହେଉ କି ପୁଅ ଯେ କୌଣସି ମନୁଷ୍ୟ ତାକୁ ଆପଣ ନିଜ ବଶରେ କରି ପାରିବେ ଏହି ଉପାୟ ଦ୍ଵାରା । କିନ୍ତୁ ଧ୍ୟାନ ରଖିବେ ଏହି ଉପାୟକୁ ଆପଣ ସଠିକ କାମରେ ଉପୋଯୋଗ କରିବେ । କୌଣସି ଖରାପ କାର୍ଯ୍ୟ ପାଇଁ ଉପୋଯୋଗ କରିବେ ନାହି । ତେଣୁ ଯଦି ଆପଣ କାହାକୁ ନିଜର ବଶରେ କରିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ବିଷୟରେ ଜାଣନ୍ତୁ ବିସ୍ତାର ଭାବେ ।
ଧ୍ୟାନ ରଖିବେ ଏହି ମନ୍ତ୍ର କୁ ଆପଣ କେବଳ ଗୁରୁବାର ଦିନ ହିଁ କରିବା ଦରକାର । ସର୍ବ ପ୍ରଥମେ ଆପଣ ଗୋଟେ କାଗଜ ଆଣି ନାଲି କଲମ ଆଣନ୍ତୁ । ସାଧ ଧଳା କାଗଜ ଟି ଆଣନ୍ତୁ । ତା ପରେ ଆପଣ ସେହି କାଗଜ ଉପରେ ସେହି 3ଟି ଶବ୍ଦ କୁ ଲେଖି ଦିଅନ୍ତୁ । ତେବେ ସେହି 3ଟି ଶବ୍ଦ ହେଉଛି ବସଙ୍ଗ ଭବଂ ବସହ । ଏହାକୁ ନାଲି ପେନ ରେ ବଡ ବଡ ଅକ୍ଷର କରି ସୁନ୍ଦର ଭାବେ ଲେଖିବାକୁ ଚେଷ୍ଟା କରନ୍ତୁ ।
ଯାହା ଫଳରେ ଆପଣ ପଢି ପାରିବେ । ତା ପରେ ଏହାଉ ଲେଖିବା ପରେ ଏହି ଶବ୍ଦ ଗୁଡିକୁ 3 ଥର କହି ଦିଅନ୍ତୁ । ଏହା ପରେ ଆପଣ ଯାହାକୁ ବସ କରିବାକୁ ଚାହୁଁ ଛନ୍ତି ସେ ପୁଅ କି ଝିଅ ତାର ନାମ 5 ଥର କହି ଦିଅନ୍ତୁ ।
ଏହି 3ଟି ଶବ୍ଦ କୁ 3 ଥର କହି ସାରିବା ପରେ ସେହି ମନୁଷ୍ୟ ବା ଝିଅ ବା ସ୍ତ୍ରୀ ଙ୍କ ନାମ 5 ଥର କହି ଦିଅନ୍ତୁ ଯାହାକୁ ଆପଣ ବଶ କରିବାକୁ ଚାହୁଁ ଛନ୍ତି । ଆପଣ ଏହି ଉପାୟ ଗୁଡୁବାର ଦିନ କରିବା ଦ୍ଵାର ସେ ନିଶ୍ଚୟ ଆପଣଙ୍କ ବଶ ରେ ହୋଇଯିବେ । ତା ପର ଦିନ ସକାଳୁ ଆପଣ ଏହାର ସଂକେତ ପାଇ ପାରିବେ । କିନ୍ତୁ ମନେ ରଖିବେ ଏହା ବେଳେବେଳେ କାମ କରି ନ ଥାଏ ।
କାରଣ 100 ଲୋକରୁ 3 ରୁ 4 ଜଣଙ୍କର ଲୋକଙ୍କର ଏହି ଉପାୟ କାମ କରେ ନାହି । କିନ୍ତୁ ଏଥିପାଇଁ ଭାବିବାର କିଛି ନାହି । ଯଦି ଥରେ ଫେଲ ମାରିଲା ତେବେ ଆଉ ଥରେ ନିଶ୍ଚୟ କରିବାକୁ ଚେଷ୍ଟା କରନ୍ତୁ । ଏହା ନିଶ୍ଚିନ୍ତ ଭାବେ ସଫଳ ହେବ । ଆଉ ଆପଣ ଏକ ସଫଳ ଜୀବନଯାପନ କରି ପାରିବେ । ତେବେ ଆପଣ ମଧ୍ୟ ଏହି ଉପାୟ କୁ କରି ପାରିବେ ଦେଖିବେ କରିବାର ପର ଦିନ କିଛି ନା କିଛି ସଂକେତ ନିଶ୍ଚୟ ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।