Vastu Shastra- ମରିଗଲେ ବି ରାତିରେ ଏହି 3 କାମ ଭୁଲରେ ମଧ୍ୟ କରିବେ ନାହିଁ, ଜାଣିଲେ ଲାଗିବ ଝଟକା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱ ବହୁତ ରହିଛି । ହିନ୍ଦୁ ଧର୍ମ ରେ ଅନେକ ଲୋକ ଶାସ୍ତ୍ର କୁ ବହୁତ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଅନେକ ଉପକାରୀ ଵିଷୟ ସମ୍ପର୍କରେ ଲେଖା ହୋଇଛି । ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତା ର ଶୀର୍ଷରେ ପହଞ୍ଚି ପାରିଥାଏ । ଏହି ଶାସ୍ତ୍ର ରେ ଅନେକ ଭଲ ଭଲ କଥା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଛି ।

ଏଥିରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇ ଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଶାସ୍ତ୍ର ରେ ଏପରି କିଛି ତଥ୍ୟ ଦିଆ ଯାଇଛି ଯାହା ଦ୍ୱାରା ଆପଣ ସଫଳତା ହାସଲ କରିପାରିବେ । ଯଦି ଆପଣ ଏହି ସବୁ କଥା ମାନିବେ ତେବେ ଆପଣଙ୍କ ର ବହୁତ ମଙ୍ଗଳ ହେବ । ଶାସ୍ତ୍ର ରେ ରାତି ରେ କିଛି କାମ କରିବାକୁ ମନା କରାଯାଇଛି । ଶାସ୍ତ୍ର ଅନୁସାରେ ଏହି କାମ ରାତିରେ କରିବା ଦ୍ୱାରା ଆପଣ ସାରା ଜୀବନ ପାଇଁ ପଶ୍ଚାତାପ କରିବେ । ତେଣୁ କେବେ ବି ମଧ୍ୟ ଏହି କାମ କରନ୍ତୁ ନାହିଁ ।

ତେବେ ଆସନ୍ତୁ ଜାଣିବା ତାହା କେଉଁ କାମ ଅଟେ ଯାହା ରାତିରେ ବିଲକୁଲ ବି କରିବା ଉଚିତ ନୁହେଁ । ବନ୍ଧୁଗଣ ପ୍ରଥମ କଥା ଟି ହେଉଛି ଶା-ରୀ-ରି-କ ସ-ମ୍ବ-ନ୍ଧ ବନାଇବା । ସେପରି ଦେଖିବାକୁ ଗଲେ ପ୍ରେମ ସମ୍ବନ୍ଧ ରଖିବାକୁ ସେପରି କିଛି ସମୟ ସ୍ଥିର ହୋଇନାହିଁ । କିନ୍ତୁ ରାତି ସମୟ ରେ ଏହା କରିବା ବହୁତ ଅଶୁଭ ହୋଇଥାଏ । ରାତ୍ର ସମୟ ରେ ୧୨ ଘଟିକା ରୁ ନେଇ ୨ଟା ୫୦ ଘଟିକା ମଧ୍ୟ ରେ ଆପଣ ସମ୍ବନ୍ଧ ରଖିପାରିବେ । କିନ୍ତୁ ତାପରେ ପ୍ରେମ ସମ୍ପର୍କ ରଖିବା ଦ୍ଵାରା ଆପଣ ବହୁତ ଭୟଙ୍କର ବିପଦ ରେ ପଡିବେ । କାରଣ ୩ ଘଟିକା ପର ର ବ୍ରହ୍ମ ମୂହୁର୍ତ୍ତ ହୋଇଥାଏ ।

ଏହି ସମୟ ରେ ଭଗବାନ ଙ୍କୁ ଆରାଧନା କରଯାଇଥାଏ । ତେଣୁ ଏହି ସମୟ ରେ ଭୁଲ ରେ ମଧ୍ୟ ପ୍ରେମ ସମ୍ପର୍କ ରଖନ୍ତୁ ନାହିଁ । ବନ୍ଧୁଗଣ ଦ୍ଵିତୀୟ କଥା ଟି ହେଉଛି ରାତିରେ ଶୋଇବାକୁ ଯିବା ପୂର୍ବ ରୁ ଗୋଡ଼ , ହାତ ଓ ମୁହଁ କୁ ଭଲ ଭାବରେ ଧୋଇ କରି ଯିବା ଉଚିତ । ଏହା ଆମକୁ ଆମର ଗୁରୁଜନ ମାନେ ମଧ୍ୟ ଶିଖାଇଥାନ୍ତି । ଯଦି ଆପଣ ସେମିତି ଶୋଇ ପଡ଼ନ୍ତି ତେବେ ଅନେକ ପ୍ରକାର ନକରାତ୍ମକ ଶକ୍ତି ଆପଣଙ୍କ ଘରେ କାୟା ବିସ୍ତାର କରିଥାଏ ।

ଏହା ସହିତ ଆପଣଙ୍କ ଘରେ ସମସ୍ତ ଙ୍କୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ଶୋଇବାକୁ ଯିବା ପୂର୍ବ ରୁ ନିଜର ହାତ, ଗୋଡ଼, ମୁହଁ ଭଲ ଭାବରେ ଧୋଇ କରି ଯିବା ଉଚିତ । ଏପରି କରିବା ଦ୍ୱାରା ଆପଣଂକୁ ଭଲ ନିଦ ହୋଇଥାଏ ଓ ସକରାତ୍ମକ ଶକ୍ତି ର ବାସ ହୋଇଥାଏ । ଏଥି ପ୍ରତି ସତର୍କ ରୁହନ୍ତୁ ।

ବନ୍ଧୁଗଣ ତୃତୀୟ କଥା ଟି ହେଉଛି ଶୋଇବା ପୂର୍ବ ରୁ ସବୁ ଦିନ ଗୋଟିଏ ଗ୍ଲାସ କ୍ଷୀର ପିଇବା ଉଚିତ । ଏହା ପ୍ରାୟତଃ ସମସ୍ତ ଙ୍କ ଘରେ ହୋଇଥାଏ । ପ୍ରତ୍ୟକ ପିତା ମାତା ନିଜର ସନ୍ତାନ ଙ୍କୁ ଶୋଇବା ପୂର୍ବ ରୁ ଗୋଟିଏ ଗ୍ଲାସ କ୍ଷୀର ପିଇବାକୁ ଦେଇଥାନ୍ତି । ବନ୍ଧୁଗଣ ଧ୍ୟାନ ରଖିବେ ଶୋଇବା ର ଠିକ ଅଧ ଘଣ୍ଟା ପୂର୍ବ ରୁ ହିଁ କ୍ଷୀର ପିଇବାକୁ ଦିଅନ୍ତୁ । ରାତିରେ କ୍ଷୀର ପିଇ ଶୋଇବା ଦ୍ୱାରା ଆମ ଶରୀର କୁ ଆବଶ୍ୟକୀୟ ଉପାଦାନ ମିଳିଥାଏ । ଯାହା ଦ୍ୱାରା ଆମେ ବିଭିନ୍ନ ପ୍ରକାର ରୋଗ ଆଦି ରୁ ରକ୍ଷା ପାଇପାରୁ । ତେଣୁ ଶୋଇବା ବେଳେ ଗୋଟିଏ ଗ୍ଲାସ କ୍ଷୀର ନିଶ୍ଚିତ ପିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *