ନମସ୍କାର ବନ୍ଧୁଗଣ, ରାବଣକୁ ସମସ୍ତେ ବହୁତ ଦୁଷ୍ଟ ଦୁରାଚର ବ୍ୟକ୍ତି ଭାବରେ ଜାଣିଛନ୍ତି । କାରଣ ରାବଣ ସତୀ ସୀତାଙ୍କ ଦେହରେ କଳଙ୍କର ଦାଗ ଲଗାଇଥିଲେ । କିନ୍ତୁ କଣ ଆପଣ ଜାଣନ୍ତି ରାବଣ ବ୍ରାହ୍ମଣ ଥିଲେ ଏହା ସହ ବହୁତ ଜ୍ଞାନୀ ମଧ୍ୟ ଥିଲେ । ତେବେ ଆସନ୍ତୁ ଜାଣିବା ରାବଣ ମହିଳା ମାନଙ୍କ ସମ୍ପର୍କରେ କେଉଁ ୪ଟି କଥା କହିଥିଲେ । ଯାହା ହୁଏତ ଆପଣ ମାନଙ୍କୁ ଶୁଣିବା ପାଇଁ ଖରାପ ଲାଗିପାରେ କିନ୍ତୁ ନିରାଟ ସତ୍ୟ ।
ପ୍ରଥମ: ରାବଣ ନିଜର ପ୍ରାଣ ତ୍ୟାଗ କରିବା ପୂର୍ବରୁ ଏହା କହିଥିଲେ କି ସ୍ତ୍ରୀ ଲୋକ ମାନେ ବହୁତ ସ୍ଵାର୍ଥପର ଅଟନ୍ତି । ଏହା ମଧ୍ୟ କହିଥିଲେ କି ନିଜର ସ୍ଵାର୍ଥ ପୁରା କରିବା ପାଇଁ ବହୁତ ତଳକୁ ମଧ୍ୟ ଖସି ଯାଇଥାନ୍ତି । କାହାକୁ ଧୋକା ଦେବାର ହେଉ କିମ୍ବା କାହାକୁ ସମ୍ପୂର୍ଣ ଭାବରେ ନିଜ ରାସ୍ତାରୁ ହେଟେଇଦେବା ପାଇଁ ମଧ୍ୟ ପଛାଇ ନଥାନ୍ତି ।
ତେଣୁ ଏଭଳି ନାରୀ ମାନେ ନିଜ ଲୋଭକୁ ପୁରା କରିବା ପାଇଁ କିଛି ବି କରିପାରନ୍ତି । ନାରୀ ମାନେ କୌଣସି ଜିନିଷକୁ ବହୁତ ସହଜରେ ଲୋଭ କରି ବସନ୍ତି । ଆପଣ ନିହାତି ନିଜ ଜୀବନର ଅନୁଭୁତିରୁ ଜାଣିପାରୁଥିବେ କି ନାରୀ ମାନଙ୍କ ପାଇଁ ରାବଣ କହିଥିବା ଏହି କଥା ଟି କେତେ ସତ୍ୟ ଅଟେ ।
ଦିତୀୟ: ରାବଣ ଏହା ମଧ୍ୟ କହିଥିରେ କି ସ୍ତ୍ରୀ ଲୋକ ମାନେ ବହୁତ ଶୀଘ୍ର ନିଜେ କହିଥିବା କଥାରୁ ଓହରି ଯାଇପାରନ୍ତି । ଏମାନେ ପ୍ରାୟତଃ ମିଛର ସାହାରା ନେଇ ସବୁ ପରିସ୍ଥିତିକୁ ସାମ୍ନା କରିଥାନ୍ତି । ତେଣୁ ସ୍ତ୍ରୀ ମାନଙ୍କ ଉପରେ ଭାବି ଚିନ୍ତି ଭରସା କରିବା ଜରୁରୀ । ସ୍ତ୍ରୀ ମାନେ କଥାକୁ ଏପଟ ସେପଟ କରିଥାନ୍ତି ।
ତୃତୀୟ: ରାବଣଙ୍କ କହିବା ଅନୁଯାୟୀ ନାରୀ ନିଜ ଭିତରେ କୌଣସି କଥା ବା ରାଜକୁ ଲୁଚାଇ ରଖିପାରେ ନାହିଁ । ଆପଣ ତାଙ୍କର ଯେତେ ନିଜର ହୋଇଥିଲେ ମଧ୍ୟ ଦିନେ ନା ଦିନେ ସେ ଆପଣଙ୍କ କଥାକୁ ଅନ୍ୟ ଆଗରେ ପ୍ରକାଶ କରିଦେଇଥାନ୍ତି । ତେଣୁ କେବେ ମଧ୍ୟ କୌଣସି ସ୍ତ୍ରୀ ଲୋକଙ୍କୁ ନିଜ ଗୁପ୍ତ କଥା କହିବା ପୂର୍ବରୁ ଭାବିବା ଦରକାର ।
ଚତୁର୍ଥ: ସ୍ତ୍ରୀ ମାନେ ଅନ୍ୟ କାହା କଥାରେ ବହୁତ ଶୀଘ୍ର ଭାସି ଯାଇଥାନ୍ତି । ପୁରୁଷ ହୁଅନ୍ତୁ କିମ୍ବା ସ୍ତ୍ରୀ ନାରୀ ମାନେ ସମସ୍ତଙ୍କ ଜାଲରେ ବହୁତ ଶୀଘ୍ର ଫସି ଯାଇଥାନ୍ତି । ଏଭଳି ମହିଳା ମାନେ ପର କଥାରେ ପଡି ନିଜ ଘର ମଧ୍ୟ ଭାଙ୍ଗି ଦେଇଥାନ୍ତି । ସ୍ତ୍ରୀ ଲୋକ ମାନେ ରାଗିଲେ କାହାର ମଧ୍ୟ ହୋଇନଥାନ୍ତି । ରାବଣ କହିଥିବା ସ୍ତ୍ରୀ ଲୋକଙ୍କ ବିଷୟରେ କହିଥିବା ଏହି ୪ଟି କଥାର ସତ୍ୟତା ଆପଣ ମାନେ ନିହାତି ଅନୁଭବ କରୁଥିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।