ସର୍ବଦା ଋଣ ଓ କରଜରେ ବୁଡି ରହୁଥିଲେ ଆଜି ହିଁ କରନ୍ତୁ ଏହି ଉପାୟ!

ନମସ୍କାର ବନ୍ଧୁଗଣ, ଜୀବନରେ ଲାଗି ରହିଥିବା ଅଭାବ ହେତୁ ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ଲୋକ ମାନେ କିଛି ଟଙ୍କା ଅନ୍ୟ ଠାରୁ ଧାର ବା କରଜ କରିଥାନ୍ତି । କିନ୍ତୁ ସେମାନେ ପରେ ଏହାକୁ ସୁଝିବା ପାଇଁ ସକ୍ଷମ ନଥାନ୍ତି । ଯାହା ଫଳରେ ସେମାନେ ବହୁତ ମାନସିକ ଚିନ୍ତାରେ ଜୀବନ ବିତାଇଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଏପରି କିଛି କଥା ଯାହାକୁ ଆପଣ କରିବା ଦ୍ଵାରା ସମ୍ପୂର୍ଣ ଭାବରେ କରଜ ମୁକ୍ତ ହୋଇଯିବେ ।

ପ୍ରଥମ: ଆପଣ କରଜରୁ ମୁକ୍ତି ପାଇବାକୁ ଚାହୁଁଥିଲେ ସର୍ବଦା ଗଣେଶ ଭଗବାନଙ୍କ ପୂଜା ଅର୍ଚନା କରନ୍ତୁ । ଏହା ସହିତ ମହାଦେବ ଶିବଙ୍କୁ ମଧ୍ୟ ପୂଜା କରନ୍ତୁ । ଭଗବାନଙ୍କ କୃପାରୁ ଆପଣ ବହୁତ ଶୀଘ୍ର ଋଣ ମୁକ୍ତ ହୋଇଯିବେ । ଦିତୀୟ: ଯଦି ମଙ୍ଗଳ ଗ୍ରହର ଆଶୀର୍ବାଦ ଆପଣଙ୍କ ଉପରେ ରହିବ ତେବେ ଆପଣ କରଜରୁ ମୁକ୍ତି ପାଇ ପାରିବେ ।

ଓଁ ରଣ ମୁକ୍ତେସୋର ମହାଦେବାୟ ନମଃ ଏହି ମନ୍ତ୍ରର ଜପ ଆପଣ ପ୍ରତିଦିନ ଘରେ ହେଉ କିମ୍ବା ଶିବ ମନ୍ଦିରରେ ଯାଇ ଜପ କରନ୍ତୁ । ଏହି ମନ୍ତ୍ରକୁ ଆପଣ ୧୦୮ ଥର ଜପ କରନ୍ତୁ । ପ୍ରତ୍ୟକ ସୋମବାର ଦିନ ଆପଣ ଶିବ ମନ୍ଦିର ଯାଇ ଏହି ମନ୍ତ୍ର ଜପ କରିବା ଦ୍ଵାରା ଆପଣ ବହୁତ ଶୀଘ୍ର ଋଣ ମୁକ୍ତ ହେଇଯିବେ ।

ତୃତୀୟ: ନିଜ ମଙ୍ଗଳ ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ  ଓଁ ମଙ୍ଗଳାମୃତେୟ ନମଃ ଏହି ମନ୍ତ୍ରଟିକୁ ୧୦୮ ଥର ଘରେ ଜପ କରନ୍ତୁ । ଏହା କରିବାଦ୍ଵାରା ଆପଣଙ୍କ କରଜ ସମସ୍ୟା ବହୁତ ଶୀଘ୍ର ଦୂର ହେବାକୁ ଲାଗିବ । ଚତୁର୍ଥ: ଆପଣ ଲାଲ ମସୁର ଡାଲି ଗରିବ ଲୋକ ମାନଙ୍କୁ ଦାନ କରନ୍ତୁ । ଆପଣ କରିଥିବା ଲୋନ ଧୀରେ ଧୀରେ ଆପଣ ସୁଝିବାକୁ ଲାଗିବେ ।

ପଞ୍ଚମ: ଯଦି ଆପଣ କାହାଠାରୁ ଋଣ ଆଣିଛନ୍ତି । ତେବେ ମଙ୍ଗଳବାର ଦିନ ପ୍ରଥମ କିସ୍ତି ସୁଝିବା ଆରମ୍ଭ କରନ୍ତୁ । ଦେଖିବେ ଆପଣ ଜାଣିପାରିବେ ନାହିଁ କେତେବେଳେ ଆପଣ ନିଜ କରଜକୁ ସୁଝିସାରିବେଣୀ । ଷଷ୍ଠ: ଆପଣ ନିଜ ଘରର ଇଶାଣ କୋଣକୁ ସବୁବେଳେ ସଫା କରନ୍ତୁ । ଏହା କରିବା ଫଳରେ ନିହାତି ଆପଣ କରଜ ଚିନ୍ତାରୁ ମୁକ୍ତି ପାଇବେ ।

ସପ୍ତମ: ପ୍ରତ୍ୟକ ବୁଧବାର ଦିନ ଗଣେଶ ଭଗବାନଙ୍କ ସ୍ତୁତି ପାଠ କରନ୍ତୁ । ଆପଣ ବୁଧବାର ଦିନ ମୁଗଡାଲି ଭାଜି ତାହାକୁ ଘିଅରେ ଗୋଳାଇ ଦିଅନ୍ତୁ । ଏବଂ ଆପଣ ଯଦି ଏହି ଘିଅରେ ଗୋଳା ହୋଇଥିବା ଡାଲିକୁ ଗାଈକୁ ଖାଇବାକୁ ଦିଅନ୍ତି ତେବେ ଆପଣ ସମ୍ପୂର୍ଣ ଭାବରେ କରଜ ମୁକ୍ତ ହୋଇଯିବେ । ଅଷ୍ଟମ: ସୋରିଷ ତେଲର ଏକ ଦୀପ ପ୍ରତ୍ୟକ ଦିନ ଘରର ବାହାରେ ଜଳାନ୍ତୁ । ଏହାଦ୍ୱାରା ଆପଣ ଶନିଦେବଙ୍କ କୃପାରୁ କରଜ ମୁକ୍ତ ହେବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *