ସଂସାର ରେ ଲୋକ ଅଲଗା ଅଲଗା ପରିଚୟ ଦ୍ଵାରା ଅଛନ୍ତି ଠିକ ସେମିତି ଲୋକଙ୍କ ସ୍ଵଭାବ ମଧ୍ୟ ଅଲଗା ଅଲଗା ଅଛି ଯାହା ବୁଝି ପାରିବା ବହୁତ କଷ୍ଟ ଅଟେ । ସେଥିପାଇଁ କେତେକ ଥରେ ଆପଣ ଦେଖିଥିବେ ଯେ ଲୋକ ପ୍ରଥମ ଦେଖା ରେ ଲୋକ ଲୋକଙ୍କୁ ଭୁଲ ବୁଝି ଦିଅନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଲୋକଙ୍କ ସ୍ଵଭାବ ଜାଣି ପାରିବେ ।
ବହୁତ କମ ଦେଖା ରେ କାହା ସ୍ଵଭାବ ଜାଣିବା ଅସମ୍ଭବ ଅଟେ କାହିଁକିନା ହେଇ ପାରେ ସେହି ଲୋକ ଆପଣଙ୍କ ସହ ଦେଖା କଲା ବେଳେ ନିଜ ଅସଲ ସ୍ଵଭାବ ଦେଖଊ ନଥାଏ । ଜ୍ୟୋତିଷ ଶାସ୍ତ୍ର ରେ ଏହି ଅସୁବିଧାର ସମାଧାନ ମଧ୍ୟ ଅଛି, ଏହି ଉପାୟ ରେ ନାମର ପ୍ରଥମ ଅକ୍ଷର ଦ୍ଵାରା ବ୍ୟକ୍ତିର ସ୍ଵଭାବ ଜଣା ପଡିଥାଏ ଓ ଆଜି ଆମେ ଆପଣଙ୍କୁ ଏହି ଦୁଇଟି ଅକ୍ଷରରେ ଆରମ୍ଭ ହେଉଥିବା ନାମ ଲୋକଙ୍କ ସ୍ଵଭାବ ବିଷୟରେ କିଛି ବିଶେଷ କହିବାକୁ ଯାଉଛୁ ।
ପ୍ରଥମେ R ଅକ୍ଷର ଲୋକଙ୍କ ବିଷୟରେ :
ଯଦି ଆପଣଙ୍କ ସମ୍ବନ୍ଧ କୌଣସି R ଅକ୍ଷର ନା ଝିଅ ବା ପୁଅ ସହ ଅଛି ତେବେ ଆମେ ଆପଣଙ୍କୁ ଏହା କହିଦବାକୁ ଚାହୁଁଛୁ ଯେ ଏହି ନାମର ଲୋକ ବହୁତ ସ୍ଵାର୍ଥପର ହୋଇଥାନ୍ତି । ଏମିତି ଲୋକ କେବଳ ନିଜ ଲାଭ ପାଇଁ ଲୋକଙ୍କ ସହ ସମ୍ପର୍କ ରଖନ୍ତି, ଏହି ନାମର ଲୋକଙ୍କ ବିଶେଷତା ଏହା ଥାଏ ଯେ ସେ ସବୁବେଳେ କିଛି ନୂଆ ଖୋଜିବାରେ ଲାଗି ରୁହନ୍ତି । ଏହି ନାମର ଲୋକ ଜ୍ଞାନ ପାଇବା ପାଇଁ କିଛି ବି କରିବା ପାଇଁ ରେଡି ଥାନ୍ତି ।
S ନାମ ଲୋକ :
S ନାମର ଲୋକ ବହୁତ ଖୋଲା ମନର ଥାନ୍ତି ସେ ଯେଉଁ ଜାଗାରେ ଯାନ୍ତି ନିଜ ଅସ୍ତିତ୍ଵ ପାଇଁ ଲୋକଙ୍କ ମନରେ ଘର କରି ରହି ଯାଆନ୍ତି, ଲୋକ ଏହି ଲୋକଙ୍କୁ ବହୁତ ପସନ୍ଦ କରନ୍ତି । S ନାମର ଲୋକ ମନ ଧ୍ୟାନ ଦେଇ ନିଜ କାମ ପୂର୍ଣ କରିବା ପାଇଁ ଚେଷ୍ଟା କରନ୍ତି ଓ ମୁଣ୍ଡ ଖର୍ଚ କରି କାମ ସମ୍ପୂର୍ଣ କରନ୍ତି ।
ଆଜିକା ସମୟରେ ଏହି ନା ଲୋକ ସୋଶିଅଲ ମିଡିଆ ରେ ବହୁତ ଏକଟିବ ରୁହନ୍ତି । ପ୍ରାୟତଃ ଏହି ନାମ ଲୋକ ଅନ୍ୟ ଲୋକଙ୍କ ଠାରୁ ସାହାଯ୍ୟ ନବା ପସନ୍ଦ କରନ୍ତି ନାହିଁ, ଅନ୍ୟ ଲୋକଙ୍କୁ ଦୁଃଖି କରନ୍ତି ନାହିଁ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।