ନିଜ ସ୍ଵାମୀଙ୍କୁ ସଚ୍ଚା ପ୍ରେମ କରନ୍ତି ଏହି ୬ଟି ନାମର ଝିଅମାନେ- Jyotisha Shastra

ଯେପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ରାଶି ଓ ଜାତକ ମାଧ୍ୟମ ରେ ବ୍ୟକ୍ତି ର ସ୍ୱଭାବ ଓ ପ୍ରକୃତି ସମ୍ବନ୍ଧରେ ଜଣାଯାଏ ସେହି ଭଳି ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ଦ୍ୱାରା ବ୍ୟକ୍ତିର ସ୍ଵଭାଵ ଓ ବ୍ୟକ୍ତିତ୍ୱ ବିଷୟରେ ଜାଣି ହୋଇଥାଏ । ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ବ୍ୟକ୍ତି ସମ୍ବନ୍ଧ ରେ ଏପରି କଥା ଜଣାଇଥାଏ ଯାହାକି ବ୍ୟକ୍ତିକୁ ଜଣା ନଥାଏ ।

ଆପଣ ଆପଣଙ୍କ ନାଁ ର ପ୍ରଥମ ଅକ୍ଷର ଦ୍ୱାରା ନିଜ ବ୍ୟକ୍ତିତ୍ୱ ସମ୍ବନ୍ଧୀୟ ବହୁତ କଥା ଜାଣିପାରିବେ । ଯଦି ଆପଣ ଜୀବନ ସାଥି ର ସନ୍ଧାନ ରେ ଥାନ୍ତି ତେବେ ତାହାର ନାମ ର ପ୍ରଥମ ଅକ୍ଷର ଦ୍ୱାରା ଆପଣ ତାଙ୍କ ସମ୍ବନ୍ଧରେ ବହୁତ ତଥ୍ୟ ଜାଣିପାରିବେ । ତେଣୁ ଏହି ପରି ୬ ଟି ଝିଅଙ୍କ ନାମ ଜାଣନ୍ତୁ ଯିଏ କି କେବେ ବି ନିଜ ସ୍ୱାମୀ ସହ ବିଶ୍ୱାସଘାତକତା କରିବେ ନାହିଁ ଏବଂ ନିଜ ସ୍ୱାମୀଙ୍କୁ ସର୍ବଦା ହୃଦୟ ରୁ ଭଲ ପାଇବେ ।

ଯଦି ଆପଣଙ୍କୁ ଏହି ନାମ ର ଝିଅ କେଉଁଠି ବି ମିଳିବେ ତ ଆପଣ ତୁରନ୍ତ ବିବାହ ପାଇଁ ହଁ କହିଦିଅନ୍ତୁ । କାରଣ ଏହି ଭଳି ଜୀବନ ସାଥି ଆପଣଂକୁ କେଉଁଠି ବି ଦ୍ଵତୀୟ ଥର ମିଳିବେ ନାହିଁ । ଆସନ୍ତୁ ଜାଣିବା ଏହି ୬ ଟି ନାମ ର ଅକ୍ଷର । ପ୍ରଥମ ଅକ୍ଷର ହେଲା ‘A’ ନାଁ ର ଝିଅ ମାନେ ଏହି ନାଁ ର ଝିଅ ମାନେ ନିଜ ଜୀବନସାଥୀ ର ସାଥ ଜନ୍ମ ଜନ୍ମ ପାଇଁ ଦିଅନ୍ତି । ଏମାନେ ନିଜ ଜୀବନସାଥୀ ର ଖୁସି ନିମନ୍ତେ ନିଜ ଖୁସି ତ୍ୟାଗ କରିଦିଅନ୍ତି ।

ଏମାନେ ସବୁ କଷ୍ଟ ସହିଯିବେ କିନ୍ତୁ ନିଜ ଜୀବନସାଥୀ କୁ ଦୁଃଖୀ ଦେଖିପାରିବେ ନାହିଁ । ଦ୍ଵତୀୟ ଅକ୍ଷର ଟି ହେଲା ‘N’ ଏହି ନାମ ର ଝିଅ ମାନେ ହୃଦୟ ରୁ ବହୁତ ସରଳ ଓ ଏମାନେ ନିଜ ଜୀବନସାଥି କୁ ହୃଦୟରୁ ଭଲ ପାଆନ୍ତି । ଏମାନେ ନିଜ ପ୍ରେମ ପ୍ରତି ସର୍ବଦା ସଛୋଟ ରୁହନ୍ତି । ଏମାନେ ନିଜ ଜୀବନସାଥୀ ସହ ବିଶ୍ୱାସଘାତକତା କରିବା ବିଷୟରେ ଭାବି ବି ପାରିବେନି । ତୃତୀୟ ଅକ୍ଷର ଟି ହେଲା ‘R’ ।

ଏହି ନାମ ର ଝିଅ ମାନେ ନିଜ ଜୀବନରେ ନିଜ ଜୀବନସାଥୀ କୁ ବହୁତ ଭଲ ପାଆନ୍ତି । ଜୀବନ ର ସବୁ ଅସୁବିଧା ଓ କଷ୍ଟ ପରିସ୍ଥିତି ରେ ନିଜ ଜୀବନସାଥୀ ର ସହିତ ରେ ରୁହନ୍ତି । ଏମାନେ ନିଜ ପାର୍ଟନର କୁ ଖୁସି ରଖିବା ନିମନ୍ତେ ସବୁ କିଛି ଚେଷ୍ଟା କରନ୍ତି । ଚତୁର୍ଥ ଅକ୍ଷର ଟି ହେଲା ‘T’ । ଏହି ନାଁ ର ଝିଅମାନେ ନିଜ ଜୀବନସାଥୀ ର ସବୁ କଥା କୁ ମାନିଥାନ୍ତି ଏହା ଛଡ଼ା ଏମାନେ ନିଜ ଜୀବନସାଥୀ ର ସମ୍ମାନ ମଧ୍ୟ କରନ୍ତି ।

ଏମାନେ ନିଜ ଜୀବନସାଥି ର ଭାବନାକୁ କେବେବି ଆଘାତ ଦିଅନ୍ତି ନାହିଁ । ପଞ୍ଚମ ଅକ୍ଷର ଟି ହେଲା ‘P’ । ଏହି ନାଁ ର ଝିଅ ମାନେ ନିଜ ଜୀବନସାଥୀ କୁ ସୀମାହୀନ ପ୍ରେମ କରନ୍ତି । ଏମାନଙ୍କ ପ୍ରେମ ସମ୍ବନ୍ଧ ବହୁତ ମଜବୁତ ଅଟେ । ଏମାନଙ୍କ ସମ୍ପର୍କ ବହୁତ ସମୟ ପର୍ଯ୍ୟନ୍ତ ରହିଥାଏ । ଏମାନେ ନିଜ ସମ୍ପର୍କ ପ୍ରତି ବହୁତ ସଛୋଟ ରୁହନ୍ତି । ଷଷ୍ଠ ଅକ୍ଷର ଟି ହେଲା ‘K’ । ଏହି ନାଁ ର ଝିଅ ମାନେ ହୃଦୟ ରୁ ବହୁତ ଭଲ । ଏମାନେ ନିଜ ର ଜୀବନସାଥୀ ଙ୍କ ସହ ସବୁ ପରିସ୍ଥିତି ରେ ଠିଆ ହୋଇଥାନ୍ତି । ଏମାନେ ନିଜ ପ୍ରେମୀ ର ଖୁସି ପାଇଁ କିଛି ବି କରିବାକୁ ରାଜି ହୋଇଥାନ୍ତି । ଏମାନେ ନିଜ ପାର୍ଟନର ର ଛୋଟ ଛୋଟ ଖୁସି ଓ ଇଚ୍ଛା ର ବହୁତ ଧ୍ୟାନ ରଖନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *