ରୋଷେଇ ଘରେ କେଉଁ ଜିନିଷ ରଖିଲେ ଧାର କରଜରୁ ମିଳିଥାଏ ମୁକ୍ତି? ଏହା ସହ ଆହୁରି 10+ ଅନୁଚିନ୍ତା

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି କିଛି ସହଜ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ନୀତିଦିନିଆ କାମରେ ଲାଗିପାରିବ । ଏହି ସବୁ ଅନୁଚିନ୍ତା ଗୁଡିକ ଜୀବନର ପ୍ରତିଟି ମୁହୁର୍ତ୍ତରେ କାମରେ ଆସିଥାଏ । ୧- ପ୍ରତେକ ଦିନ ଗାଧୋଇବା ସମୟରେ ପାଣିରେ ଫିଟିକିରି ମିଶାଇ ସ୍ନାନ କରିଲେ ଶୁଭ ହେବ ସହ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।

୨- ଘରୁ ବାସ୍ତୁ ଦୋଷ ଦୂର କରିବା ପାଇଁ ପ୍ରତେକ କୋଠରୀରେ ଛୋଟ ଫିଟିକିରି ଖଣ୍ଡ ରଖିଲେ ସୁଖ ସମୃଦ୍ଧି ଲାଗି ରହିଥାଏ ।

୩- ଯଦି ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଉଥାଏ ତେବେ ଶୋଇବା ପୂର୍ବରୁ ଖଟ ତଳେ ଫିଟିକିରି ପାଣି ରଖି ସକାଳୁ ଓସ୍ତ ଗଛରେ ଅର୍ପଣ କରିଲେ ମଙ୍ଗଳକାରି ହୁଏ ।

୪- ରବିବାର ଦିନ ଗାଈକୁ ରୁଟି ଓ ଗୁଡ ଖାଇବାକୁ ଦେଲେ ଘର ଧନଧାନ୍ୟରେ ପରି ପୂର୍ଣ୍ଣ ହୋଇଥାଏ । ନୂଆ ଝାଡୁ ଘରକୁ ଆଣିବାର ଥିଲେ ରବିବାର ଦିନ ଆଣିଲେ ଶୁଭ ହୋଇଥାଏ ।

୫- ରବିବାରରେ କେବେବି ପୁରୁଣା ଝାଡୁ ବାହାରେ ଫିଙ୍ଗିବା ଉଚିତ ନୁହେଁ । ଏମିତି କରିଲେ କଳହ ହେବା ସହ ଧନ ହାନୀର ସମ୍ଭାବନା ରହିଥାଏ ।

୬- ରବିବାରରେ ନଦୀ ବା ପୋଖରୀରେ ମାଛକୁ ଅଟା ଗୁଳା ଖାଇବାକୁ ଦେଲେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଆର୍ଥିକ ସମସ୍ଯା ଦୂର ହୁଏ ।

୭- ରାତିରେ ଶୋଇବା ପୂର୍ବରୁ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଚିନ୍ତନ କରିବା ଦ୍ଵାରା ସେଥିରେ ସଫଳତା ମିଳିବାର ସମ୍ଭାବନା ଥାଏ । ଶୋଇବା ସମୟରେ କେବେବି ଗୋଡ କବାଟ ଆଡକୁ ରଖିବା ଉଚିତ ନୁହେଁ ।

୮- ରାତିରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ହାଲକା ଖାଦ୍ଯ ଖାଇବା ଉଚିତ । ରାତିରେ ସୋଇବା ପୂର୍ବରୁ ପାଣି ପିଇବା ସହ ଭାଙ୍ଗି ଯାଇଥିବା ଖଟରେ ଶୋଇବା ଉଚିତ ନୁହେଁ ।

୯- ଗୁରୁବାରରେ ହଳଦିଆ ଖଣ୍ଡକୁ ହଳଦିଆ କପଡାରେ ବାନ୍ଧି ବେକରେ ଧାରଣ କରିଲେ ବିଭିନ୍ନ ସମସ୍ଯା ଦୂର ହୁଏ । ଗୁରୁବାରରେ କଦଳୀ ଗଛକୁ ପୂଜା କରିଲେ ସୁଖ ସମୃଦ୍ଧି ପ୍ରାପ୍ତ ହୁଏ ।

୧୦- ଖାଇ ସାରିବା ପରେ ଅଇଁଠା ବାସନ ରୋଷେଇ ଘରେ ପକାଇବା ଉଚିତ ନୁହେଁ । ଏହା ଦ୍ଵାରା ଶନିଙ୍କ କୋପ ଦ୍ରୁଷ୍ଟି ପଡିଥାଏ । ଘରେ ବା ବାହାରେ ଏଣେତେଣେ ଛେପ ପକାଇବା ଅନୁଚିତ ।

୧୧- ଶୋଇବା ଖଟ ଉପରେ କେବେବି ବସିକି ଖାଇବା କୁହିତ ନୁହେଁ । ଏହା ଦ୍ଵାରା ଧନ ବୃଦ୍ଧି ପାଇଥାଏ । ସୂର୍ଯ୍ୟାସ୍ତ ସମୟରେ ବା ପରେ କାହାକୁ ବି ଦହି, ଆଚାର ବା ଲୁଣ ଦେବା ଉଚିତ ନୁହେଁ । ଏହା ଦାରିଦ୍ରତାର କାରଣ ହୋଇଥାଏ ।

୧୨- ନିୟମିତ ଭାବେ ଘରେ ଲାଗିଥିବା ଗଛକୁ ପାଣିରେ ଦେଲେ ଚିନ୍ତା ଦୂର ହୁଏ । ରୋଷେଇ ଘରେ କେବେବି ଔଷଧ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ବାରମ୍ବାର ସ୍ୱାସ୍ଥ୍ୟ ସମସ୍ଯା ଦେଖାଦିଏ ।

୧୩- ଘରେ କେବେବି କଣ୍ଟାଯୁକ୍ତ ଗଛ ଲଗାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *