ଋଣରୁ ମୁକ୍ତି ଦେଇଥାଏ ଏହି 7ଟି ଚମତ୍କାରୀ ଉପାୟ, ନିଶ୍ଚୟ କରିକି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଜୀବନରେ ସବୁ ଚିନ୍ତା ଠାରୁ ବଡ ଚିନ୍ତା ହେଉଛି ଅନ୍ୟ ପାଖରେ ଧାରୁଆ ହେବା ବା ଋଣ କରିବା । ଜୀବନରେ ଏହି ଋଣ ହିଁ ଦିନେ ଏତେ ମାନସିକ ଚିନ୍ତା ବଢାଇଦେଇଥାଏ କି ଗୋଟିଏ ମଣିଷକୁ ସେଥିରୁ ମୁକ୍ତି ପାଇବା ପାଇଁ  ମରଣ ବାଟ ବାଛିବାକୁ ବାଧ୍ୟ କରିଦେଇଥାଏ । ତେବେ ଆପଣ ଏହିଭଳି ଭୁଲ କରିବା ପୂର୍ବରୁ ଥରେ ଏହାକୁ ନିଶ୍ଚୟ ଦେଖନ୍ତୁ । କାରଣ ଆଜି ଆମେ ଆପଣ ମାନଙ୍କୁ ଋଣରୁ ମୁକ୍ତି ପାଇବା ପାଇଁ କିଛି ଚମତ୍କାରୀ ଉପାୟ କହିବାକୁ ଯାଉଛୁ ।

ପ୍ରଥମ: ସବୁବେଳେ ଧ୍ୟାନରେ ରଖିବେ ଆପଣମାନେ କି ଘରର ଉତ୍ତର ଦିଗରେ ଭଗବାନ କୁବେର ଓ ମାତା ଲକ୍ଷ୍ମୀଙ୍କ ମୃତ୍ତି ସ୍ଥାପନ ହେବା ଉଚିତ ହୋଇଥାଏ । ପ୍ରତ୍ୟକ ଦିନ ପୂଜା ମଧ୍ୟ କରନ୍ତୁ । ଏହା କରିବା ଫଳରେ ଆପଣ କରିଥିବା ଋଣରୁ ବହୁତ ଶୀଘ୍ର ମୁକ୍ତି ପାଇବେ । ଦିତୀୟ: ଘରର ଦକ୍ଷିଣ, ପଶ୍ଚିମ ଦିଗରେ ଭୁଲରେ ମଧ୍ୟ ଗାଧୁଆ ଘର କରନ୍ତୁ ନାହିଁ । ଏହା ହିଁ ଜୀବନରେ ଋଣ କରେଇବାର ବଡ କାରଣ ହୋଇଥାଏ ।

ଯଦି ଆପଣଙ୍କ ଘରେ ଏହି ରହିଛି ତେବେ ଗାଧୁଆ ଘରେ ଲୁଣର ଏକ ଡବା ରଖିଦିଅନ୍ତୁ । ଏହା କରିବା ଫଳରେ ଋଣ ସହ ଜଡିତ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ । ତୃତୀୟ: ଘରର ଐଶାନ୍ୟ କୋଣକୁ ସବୁବେଳେ ସଫା ସୁତୁରା ରଖନ୍ତୁ । ଐଶାନ୍ୟ କୋଣକୁ ଘରର କୌଣସି ଷ୍ଟୋର ରୁମ କରନ୍ତୁ ନାହି । କିମ୍ବା ଘରର ଅଳିଆ ମଧ୍ୟ ସେହି କୋଣରେ ରଖିବା ଅନୁଚିତ । ଏହା ଧନ ସହ ଯୋଡି ହୋଇଥିବା ସବୁ ଅସୁବିଧାକୁ ଘରକୁ ଡାକି ଆଣିଥାଏ ।

ଚତୁର୍ଥ: ଋଣରୁ ମୁକ୍ତି ପାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଆପଣଙ୍କୁ ନାଲି ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ । କୌଣସି କାରଣ ପାଇଁ ଯଦି ଆପଣ ଏହା କରିପାରୁନାହାନ୍ତି ତେବେ ନିଜ ପକେଟରେ ନାଲି ରୁମାଲ ଟିଏ ନିଶ୍ଚୟ ରଖନ୍ତୁ । ପଞ୍ଚମ: ଆପଣ ଖାଉଥିବ ସବୁଦିନର ଖାଇବାରେ ନିଶ୍ଚିନ୍ତ ଭାବରେ ଗୁଡର ପ୍ରୟୋଗ କରନ୍ତୁ ।

ଏହା ମଧ୍ୟ ଋଣ ମୁକ୍ତି ପାଇଁ ଏକ ଉପାକାରୀ ଉପାୟ ହୋଇଥାଏ । ଷଷ୍ଠ: ଘର କିମ୍ବା ଦୋକାନ ଘରର ଉତ୍ତର ପଶ୍ଚିମ ଦିଗରେ କଚର କୌଣସି ଜିନିଷ ରଖନ୍ତୁ । କିମ୍ବା ଆପଣ ଚାହିଁଲେ ସେହି ଦିଗରେ କାଚର ଡିଜାଇନ ମଧ୍ୟ କରିପାରିବେ । ଏହା ଆପଣଙ୍କୁ ଋଣରୁ ଶୀଘ୍ର ଛୁଟକାରା ଦେଇଥାଏ । ସପ୍ତମ: ଘରର ପାଣି ଟାଙ୍କି କିମ୍ବା ପାଣି ରଖିବା ପାଇଁ ଘରର ଉତ୍ତର ଦିଗ ହିଁ ଉଚିତ ହୋଇଥାଏ ।

ଅଷ୍ଟମ:  ରୋଷେଇ ଘରର ରଙ୍ଗ ଭୁଲରେ ମଧ୍ୟ ନୀଳ ରଙ୍ଗର କରିବେ ନାହିଁ । ଏହାର ଖରାପ ପ୍ରଭାବ ଘରର ଆର୍ଥିକ ସ୍ଥିତି ଉପରେ ପଡିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *