S ନାମର ବ୍ୟକ୍ତି / କୁମ୍ଭ ରାଶି କାହିଁକି ଚିନ୍ତିତ! ଆପଣଙ୍କ ଭଲ ସମୟ ହେଲା ଆରମ୍ଭ, ଶୀଘ୍ର ଦେଖନ୍ତୁ

କୁମ୍ଭ ରାଶି ବାୟୁ ତତ୍ଵର ରାଶି ବୋଲି କୁହାଯାଇଥାଏ । ଭଗବାନ ଶନିଦେବଙ୍କ ସବୁଠୁ ପ୍ରିୟ ରାସୀ ମଧ୍ୟ ହୋଇଥାଏ । ଆପଣଙ୍କ ରାଶିର ସ୍ଵାମୀ ସ୍ଵୟଂ ଶନି ଦେବ ହିଁ ହୋଇଥାଏ । ଆପଣଙ୍କ ଜୀବନରେ ସବୁ କିଛି ଶନି ଦେବ ହିଁ ନିର୍ଧାରିତ କରିଥାନ୍ତି । ଆପଣଙ୍କ ଜୀବନ ଶନି ଦେବଙ୍କ କୃପାରୁ ହିଁ ଚାଲିଥାଏ । ଶନି ଦେବ ଆପଣଙ୍କ ମାଲିକ ହୋଇଥାନ୍ତି । ଆପଣ ତାଙ୍କର ସେବକ ହୋଇଥାନ୍ତି । ଆପଣ ବହୁତ ନ୍ୟାୟ କରି କରି କେବେ କେବେ ବହୁତ ଥକି ଯାଇଥାନ୍ତି । ଏମିତି ଆପଣଙ୍କ ଜୀବନରେ ପ୍ରାୟତଃ ଦେଖାଯାଇଥାଏ । ଆସନ୍ତୁ ଜାଣିବା କେଉଁ ବୟସରେ ଖୋଲିବା ଭାଗ୍ଯର ତାଲା ।

ଆଉ କେବେ ମିଳିବ ଆପଣଙ୍କୁ ସଫଳତା । ଯଦି ଜୀବନରେ ସଂଘର୍ଷ ଆସେ ତେବେ ଭାଗ୍ୟ ବଦଳିବାରେ ବହୁତ ସମୟ ଲାଗିଯାଇଥାଏ । ଜୀବନରେ ସଂଘର୍ଷ କମ କରିବା ପାଇଁ ଆପଣଙ୍କୁ କଣ କରିବା ଦରକାର କି ଆପଣଙ୍କ ଜୀବନ ବନିଯିବ । କୁମ୍ଭ ରାଶି ବହୁତ ଭାଗ୍ୟ ବାନ ରାଶି ହୋଇଥାଏ । ମନୁଷ୍ୟ ଯେବେ ଜନ୍ମ ନେଇଥାଏ ତେବେ ସୁଖ ଦୁଃଖ ନେଇକି ଜନ୍ମ ନେଇଥାଏ । ଏହି କଥା ଅଲଗା ହୋଇଥାଏ କାହାକୁ ଖୁସି ଅଧିକ ମିଳିଥାଏ ଆଉ କାହାକୁ ଦୁଃଖ । ଏହା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି ହୋଇଥାଏ । ଯଦି ଆପଣଙ୍କ ଜୀବନରେ ବହୁତ ଧିକ ସଂଘର୍ଷ ରହିଛି ଆଉ ଦୁଃଖ କଷ୍ଟରେ ଆପଣ ସମୟ ବିତାଉଛନ୍ତି ।

ତେବେ ଆପଣ ଭଗବାନ ଶନି ଦେବଙ୍କ କିଛି ଉପାୟ କରିକି ନିଜ ଜୀବନକୁ ସଫଳ ଅବଶ୍ୟ କରିପାରିବେ । ଶେଥି ଲାଗି ସକାଳୁ ଉଠି ଆପଣ ଭଗବାନ ବିଷ୍ଣୁଙ୍କୁ ଦୁଇଟି ତୁଲସୀ ପତ୍ର ଅର୍ପଣ କରନ୍ତୁ । ତଥା ପ୍ରସାଦ ରୂପରେ ଆପଣ ଏହାକୁ ଗ୍ରହଣ କରନ୍ତୁ । ଆପଣ ନିଜେ ଯାନୀ ପାରିବେ ଆପଣଙ୍କ ଜୀବନର ସଂଘର୍ଷ ଧୀରେ ଧୀରେ କରିକି ଖତମ ହୋଇଯିବ । ଆପଣ କେବେ ଯଦି କୌଣସି କାମର ଆରମ୍ଭ କରିବାକୁ ଯାଉଛ ତେବେ ଆପଣ ସକାଳେ ଗାଧୋଇବା ପୂର୍ବରୁ ପାଣିରେ ଅଳ୍ପ ପକାଇ ଦିଅନ୍ତୁ ଆଉ ସେହି ପାଣିରେ ଗାଧାନ୍ତୁ । ଏହା ପରେ ଆପଣ ହନୁମାନ ଚାଲିସାର ପାଠ କରନ୍ତୁ ।

ଆପଣ ଦେଖିବେ ଯେଉଁ କାମ କରିବା ପାଇଁ ଘରୁ ବାହାରକୁ ବାହାରିଥିବେ ଡାହାଣ ପାଦ ଘର ବାହାରେ ରଖନ୍ତୁ ଆଉ ଯେତେବେଳେ ଆପଣ ଘରକୁ ଫେରୁଛନ୍ତି ନିଜ ବାମ ପାଦ ଘର ଭିତରେ ରଖନ୍ତୁ । ଏହି ଉପାୟ କରିବା ପରେ ଆପଣଙ୍କୁ ସଫଳତା ନିଶ୍ଚିତ ରୁପରେ ମିଳିବ । ଆଉ ଆପଣ ଯେଉଁ କାମ ପାଇ ଯିବେ ସେହି କାମ ଆପଣଙ୍କର ନିଶ୍ଚିତ ରୂପରେ ପୁରା ହେବ । ଆପଣ ଏହି ଉପାୟକୁ ନିଶ୍ଚିତ ଭାବେ କରନ୍ତୁ । ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଜୀବନରେ କିଛି ଭଲ ଚାଲୁନି ତେବେ ଆପଣଙ୍କୁ ପ୍ରତେକ ଶନିବାର ଦିନ ସୋରିଷ ତେଲର ଦୀପ ଲଗାଇବା ଉଚିତ । ଏହା ଦ୍ଵାରା ଆପଣଙ୍କୁ ସଫଳତା ନିଶ୍ଚିତ ଭାବରେ ମିଳିବ ।

Leave a Reply

Your email address will not be published. Required fields are marked *