ଶରୀରରେ ଏହି ଲକ୍ଷଣ ଦେଖା ଦେଉଛି ତ ଶନି ଦେବ ଆପଣଙ୍କ ଉପରେ ଅଛନ୍ତି ପ୍ରସନ୍ନ

ହିନ୍ଦୁ ଧର୍ମରେ ଶନିବାର ଦିନକୁ ଭଗବାନ ଶନି ଦେବଙ୍କୁ ସମର୍ପିତ ହୋଇଥାଏ । ନବ ଗ୍ରହରେ ଶନି ଦେବ ହିଁ ଗୋଟିଏ ଗ୍ରହ ଅଟନ୍ତି ଯାହାକୁ ସବୁଠୁ କୃର ବୋଲି କୁହା ଜାଇଥାଏ । ଶନି ସାଢେ ଶାତୀ ଓ ଶନୀଙ୍କ ଢେୟା ଶୁଣିକି ବଡ ବଡ ଧନୀ ଲୋକଙ୍କ ମନରେ ବହୁତ ଡ-ର ଆସିଯାଇଥାଏ । ଏହି କଥା ବହୁତ କମ ଲୋକ ହିଁ ଜାଣିଛନ୍ତି ଶନି ଦେବା ଇମାନ୍ଦାର ଲୋକଙ୍କ ପାଇଁ ଯଶ, ପଦ, ଧନ, ଓ ସନମାନର ଗ୍ରହ ବୋଲି କୁହାଯାଇଥାଏ । ଶନି ସନ୍ତୁଳନ ଓ ନ୍ୟାୟର ଦେବତା ହୋଇଥାଏ । ଶନି ଅର୍ଥ ଧର୍ମ କର୍ମର ପ୍ରତୀକ ହୋଇଥାଏ । ଶନି ଧନ ସମ୍ପଦ ବୈଭବ ଓ ମୋକ୍ଷ ମଧ୍ୟ ଦେଇଥାନ୍ତି । ଶନି ଦେବ ପାପୀ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଦାୟକ ହୋଇଥାଏ ।

ଶନି ଦଶା ଆସିବା ଦ୍ଵାରା ଜୀବନରେ ବହୁତ କମ ବେସୀ ଲାଗିରହିଥାଏ । ଯାହା ଦ୍ଵାରା ଜୀବନ ପୁରା ଦୁଃଖଦ ହୋଇଯାଇଥାଏ । ବଡ-ରୁ ବଡ ବ୍ୟକ୍ତି ମଧ୍ୟ କ-ଙ୍ଗ-ଳା ହୋଇଯାଇଥାଏ । କିନ୍ତୁ ଶନି ଦେବା କିଛି ଲୋକଙ୍କ ପାଇଁ ଶୁଭ ଓ ଶ୍ରେଷ୍ଠ ଫଳଦାୟୀ ହୋଇଥାନ୍ତି । ସୂର୍ଯ୍ୟ ଦେବଙ୍କ ପୁତ୍ର ଶନି ଦେବ ମୃ-ତ୍ୟୁ ଲୋକର ସ୍ଵାମୀ ହୋଇଥାନ୍ତି । ସମୟ ଆସିଲେ ବ୍ଯକ୍ତିର ଭଲ ଓ ଖରାପ କର୍ମର ଦଣ୍ଡ ଦେଇ ସୁଧାରିବା ପାଇଁ ପ୍ରେରିତ କରିଥାନ୍ତି । ଶନି ଦେବଙ୍କ କୃପା ଯେଉଁ ଲୋକଙ୍କ ଉପରେ ହୋଇଥାଏ ତାଙ୍କ ବିଷୟରେ କିଛି ଲକ୍ଷଣ କୁହାଯାଇଛି । ଆଜି ଆମେ ଲୋକଙ୍କ ଏମିତି କିଛି ଲକ୍ଷଣ ବିଷୟରେ କହିବୁ ଯାହାଙ୍କ ଉପରେ ଶନି ଦେବଙ୍କ କୃପା ଭରପୁର ରହିଥାଏ । ଏମିତି ବ୍ୟକ୍ତି ଉପରେ ଶନି ଦେବା ବହୁତ ଦୟାଳୁ ରହିଥାନ୍ତି ।


ଯଦି ଶନି ଦେବା ଯାହା ଉପରେ ଦୟା କରିଥାନ୍ତି ତାର ସାଧାରଣ ଜୀବନରେ କିଛି ଖାସ କଥା ଦେଖାଯାଇଥାଏ । ସେଇ ଲୋକଙ୍କ ଶରୀର ବହୁତ ପତଳା ହୋଇଥାଏ । ଆଉ ତାର କେସ ବହୁତ ଘନ ହୋଇଥାଏ । ଶନି ଦେବଙ୍କ ଆଶୀର୍ବାଦ ବ୍ୟକ୍ତି ଅନୁଶାସନ ପ୍ରିୟ ହୋଇଥାନ୍ତି । ଧୀରେ ଧୀରେ ସେ ଆଧ୍ୟାତ୍ମିକ ଆଡକୁ ଅଗ୍ରସର ହୋଇଥାଏ । ଏମିତି ଲୋକ ଆରମ୍ଭରେ ଦେବୀ ଦେବତା ଉପରେ ବିଶ୍ବାସ କରିନଥାନ୍ତି ଆଉ ଧୀରେ ଧୀରେ ଦେବୀ ଦେବତା ଉପରେ ତାଙ୍କର ବିଶ୍ବାସ ବଢିବାକୁ ଲାଗିଥାଏ । ଏମିତି ଲୋକଙ୍କୁ ବହୁତ କମ ବୟସରେ ହାଡ ଜନିତ ରୋଗ ହୋଇଯାଇଥାଏ ।

ଗୋଡ-ରେ ମୋ-ଚ ଆସିବା ଗୋ-ଦା ହା-ତ ଭା-ଙ୍ଗି-ବା । ଯଦି ଆପଣଙ୍କ ଭିତରେ ଏମିତି ଲକ୍ଷଣ ଦେଖାଯାଉଛି ତେବେ ବୁଝି ଯାଅନ୍ତୁ ଆପଣଙ୍କ ଉପରେ ଶନି ଦେବଙ୍କ କୃପା ରହିଛି । ଯାହା ଉପରେ ଶନି ଦେବ ଆଶୀର୍ବାଦ କରିଥାନ୍ତି ସେମାନେ ବହୁତ ବଡ ବଡ ବି-ପ-ଦ-ରୁ ମଧ୍ୟ ଉଧାର ହୋଇଥାନ୍ତି । ଯେତେ ଅସୁବିଧା ହେଲେ ମଧ୍ୟ ସେମାନଙ୍କୁ ଅଧିକ ଅ-ସୁ-ବି-ଧା ହୋଇନଥାଏ । ଏମିତି ବ୍ୟକ୍ତି କାହାର ସାହାର୍ଯ୍ୟ ନେବାକୁ ପସନ୍ଦ କରିନଥାଏ । ନା ସେ କାହା ସାହାର୍ଯ୍ୟ ଦ୍ଵାରା ଆଗକୁ ବଢିଥାଏ । ଏହିଭଳି ଲୋକ ଜିରୋରୁ ହିରୋ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *