ଆମ ସୃଷ୍ଟି ରେ କିଛି ଏହି ଭଳି ଜିନିଷ ଅଛି ଯାହାକୁ ପାଇବା ପାଇଁ ଆମେ କିଛି ନା କିଛି କରିବା ଦରକାର ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଯେଉଁ ମାନେ ଭାବି ନାହାନ୍ତି ମାନବ ଜୀବନ ଇଶ୍ଵର ଙ୍କ ବରଦାନ ଓ ଏହା ପାଇଁ ଏମାନେ ସବୁ ବେଳେ ଏପାଖ ସେପାଖ କାମ କରି ଥାନ୍ତି ଏମାନେ ନିଶ୍ଚିତ ଭାବେ ଏବେ ହେଲେ ନିଜ ଲକ୍ଷ କୁ ପାଇ ପାରନ୍ତି ନି । ସବୁ ବେଳେ ନିଜ ଜୀବନ ପାଇଁ ଆମକୁ ଭଗବାନ ଙ୍କ ପୂଜା ଅକରିବା ଓ ତାଙ୍କୁ ଧନ୍ଯ ବାଦ ଦେବା ଉଚିତ ଅଟେ ।
ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ନିଜକୁ ଈଶ୍ବରଙ୍କ ସନ୍ତାନ ଭାବି ନିଜକୁ ସବୁ ବେଳେ ଖୁଶି ରେ ରଖିବା ପାଇଁ ଚିନ୍ତା କରୁ ଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ତେବେ ଈଶ୍ବରଙ୍କ କୃପାରୁ ଆମ ଜୀବନରେ କିଛି ଊଥାନ ପତନ ହୋଇ ଥାଏ । ଆମେ ଏହା ପାଇଆନ ଆମ ଘରେ କିଛି ଏହି ଭଳି ବସ୍ତୁ ରଖୁ ଯାହା ଦ୍ଵାରା ଆମେ ଲାଭ ବାନ ହୋଇ ଥାଉ । ଶାସ୍ତ୍ର ରେ କୁହା ଯାଇଛି ପ୍ରକୃତ ମନରେ ଈଶ୍ଵରଙ୍କୁ ଡାକିବା ଦ୍ଵାରା ଆମେ ନିଶ୍ଚିତ ଭାବେ ତାଙ୍କ ଦର୍ଶନ ପାଇ ପାରିବା । ଯେଉଁ ମାନେ ଏବେ ସବୁ କାମ କରିବା ଆଗରୁ ଭଗବାନ ଙ୍କ ଆରାଧନା କରିବେ ସେମାନେ ଏହା ପାଇଁ ନିଶ୍ଚିତ ଭାବେ ନିଜର ମନସ୍କାମନା କୁ ପୂରଣ କରାଇ ବେ ।
ଆମ ଶାସ୍ତ୍ର ରେ ଦେଖିବା ଅପାଇନ ଗଲେ ଅନେକ ଶ୍ଳୋକ ଅନେକ ବିଦ୍ୟା ବିଷୟରେ ଲେଖା ଯାଇଅଛି କିନ୍ତୁ ଦେଖିବା ପାଇଁ ଗଲେ ଆମେ କିଛି କାମ କରିବା ଦ୍ଵାରା ବର୍ଷ ବର୍ଷ ଧରି ଆମ ଘରକୁ ପଇସା ଆସୁଥିବା । ପ୍ରଥମ ଶବ୍ଦ ହେଉଛି ଭଗବାନ ଶ୍ରୀ କୃଷ୍ଣ ଙ୍କ ନାମ । ଏହା ଏକ ଶବ୍ଦ ହେବ ସହ ଏହା ଏକ ମନ୍ତ୍ର ଅମଧ୍ୟ ଭଗବାନ “ଶ୍ରୀ କ୍ରୀଷ୍ଣା” ଙ୍କ ନାମ ଶୁଣିବା ମାତ୍ରେ ମଣିଷ ଜୀବନର ସବୁ କଷ୍ଟ ଦୂର ହୋଇ ଯାଇ ଥାଏ ମଣିଷ ନିଜ ଜୀବନର ସବୁ ଦୁଃଖ କୁ ଭୁଲି ଯାଇ ଥାଏ ।
ଏହି ନାମରେ ସାରା ଦୁନିଆରା ରହସ୍ୟ ଅଛି ବୋଲି କୁହା ଯାଇ ଥାଏ । ଯାହା ର ଧନର ଅଭାବ ଥାଏ ସେ ନିଆଜକୁ ଉପରକୁ ଉଠାଇ ପରି ନଥାଏ ସେଇ ପାଇଁ ଆପଣ “ଗୋବଲହଭାୟା ସ୍ଵାହା” ମନ୍ତ୍ର କୁ ଜପ କରି ପାରିବେ । ମାତ୍ର ଦୁଇ ଶବ୍ଦ ଦ୍ଵାରା ଏହି ମନ୍ତ୍ର ଏତେ ଚମତ୍କାରୀ ରାସ୍ତା କାଢି ଦେଇ ଥାଏ ତାହା ଇଏ ନିଜେ ଅଙ୍ଗେ ନ କରି ଥିବା ସେ ବିଶ୍ଵାଶ କରି ପାରିବ ନି । ଆପଣ ମାନେ ଭଗବାନ ଙ୍କ ଉପରେ ବିସବାଶ ରାଖୀ ନିଜକୁ ଭଗବାନ ଙ୍କୁ ସମର୍ପଣ କରି ଦିଅନ୍ତୁ ଦେଖିବେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ।