ଫୁଲ ନୁହେଁ ଧନ ଟାଣିବାର ଚାବି ଅଟେ, ଏହି ଗୋଟେ ଫୁଲ ନବରାତ୍ରିରେ କୋଟିପତି କରିଦେବ, ଜାଣନ୍ତୁ କେମିତି

ଏବେ ନବ ରାତ୍ରି ଚାଲିଛି, ଏହି ନବ ରାତ୍ରରେ ଲୋକ ମା ଦୂର୍ଗାଙ୍କୁ ବିଭିନ ପ୍ରକାରେ ପ୍ରସନ୍ନ କରିବାକୁ ଚହୁଁଛନ୍ତି । ବହୁତ ଉପାୟ ଓ ବହୁତ ପ୍ରକାରର ଭୋଗ ଚଢାଉଛନ୍ତି ମଧ୍ୟ, ମା ଭୋଗ ଦ୍ଵାରା ପ୍ରସନ୍ନ ହୋଇନଥାନ୍ତି ମା ଭକ୍ତିଭାବ ଦ୍ଵାରା ପ୍ରସନ୍ନ ହୋଇଥାନ୍ତି । କିଛି ଏମିତି ଜିନିସ ରହିଛି ଯାହାକି ଚଢାଇଲା ପରେ ମା ପ୍ରସନ୍ନ ହୋଇଥାନ୍ତି । ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଛପନ ପ୍ରକାର ଭୋଗ ଲଗାଇବାର ଆବଶ୍ୟକ ନହିଁ । କେବଳ ଖାଲି ଗୋଟିଏ ପୁପ୍ସ ଆପଣଙ୍କ ଭାଗ୍ୟ ଉଦୟ କରିପାରେ । ଯଦି ଆପଣଙ୍କ ଜୀବନରେ କୌଣସି ପ୍ରକାର ଦୁଃଖ କଷ୍ଟ ଚାଲିଛି, ତେବେ ଏହି ସବୁ ଜିନିଷ ବହୁତ ଜଲ୍ଦି ସମାପ୍ତ ହୋଇପାରିବ ।


ଆଉ ଆପଣଙ୍କୁ ଧନ ଦୌଲତ ଓ ଯଶ କୀର୍ତି ସବୁ ମିଳିବ । ମା ଦୁର୍ଗାକୁ ଶକ୍ତି କୁହାଯାଇଥାଏ । ମା ସବୁ କିଛି ଦେବାକୁ ସମର୍ଥ ହୋଇଥାଏ । ମା ଅଳ୍ପ ପୂଜା ପାଠରେ ପ୍ରସନ୍ନ ହୋଇଥାନ୍ତି । ମାର ହୃଦୟ ସବୁବେଳେ ବହୁତ କୋମଳ ହୋଇଥାଏ । ସବୁବେଳେ ଏହି କାମନା ରହିଥାଏ ସମସ୍ତେ ଧନ ଦୌଲତରେ ପରିପୂର୍ଣ ରୁହନ୍ତୁ । ଆଜିର ଏହି ଛୋଟ ଉପାୟ ଦ୍ଵାରା ମା ଆପଣଙ୍କ ଉପରେ ବହୁତ ପ୍ରସନ୍ନ ରହିବେ ଆଉ ଆପଣଙ୍କ ଘରକୁ ଧନ ସମ୍ପତିରେ ପରିପୂର୍ଣ କରିବେ ।


ନବରାତ୍ରି ସମୟରେ ଶିବଲିଙ୍ଗି ନାମକ ଯେଉଁ ଗଛ ରହିଛି ତାର ଚେରକୁ ମା ଦୁର୍ଗାକୁ ଅର୍ପଣ କଲେ ଏହି ଚେର ସିଧ ହୋଯାଇଥାଏ । ଏହି ଚେରକୁ ଯଦି ଆପଣ ଧନ ପେଟିରେ ରଖୁଛନ୍ତି ତେବେ ସବୁବେଳେ ଧନ ଭରା ରହିବ । ଯଦି ଅପାର ଜିତା ଫୁଲକୁ ଲକ୍ଷ୍ମୀ କି ମା ଦୂର୍ଗାଙ୍କୁ ନବରାତ୍ରି ସମୟରେ ଅର୍ପଣ କରାଯାଇଥାଏ । ତେବେ ମା ବହୁତ ପ୍ରସନ୍ନ ହୋଇଥାନ୍ତି । ହଜାର କମଳ ପୁଷ୍ପ ବରାବର ହୋଇଥାଏ ଏହି ଅପରାଜିତା ଫୁଲ । ଏହି ଫୁଲରେ ମା ଲକ୍ଷ୍ମୀ ଆଉ ମା ଦୂର୍ଗା ପ୍ରଶନ ହୋଇଥାନ୍ତି ।


ବେଲ ମଧ୍ୟ ବହୁତ ଶୁଭ ହୋଇଥାଏ ଯଦି ଆପଣ ବେଲ କଞ୍ଚା ହେଉକି ପାଚିଲା ହେଉ ଯଦି ମାଙ୍କୁ ଅର୍ପଣ କରିବେ ନବରାତ୍ରି ସମୟରେ ତେବେ ଏହା ବହୁତ ଶୁଭ ହୋଇଥାଏ ମା ମଧ୍ୟ ବହୁତ ପ୍ରସନ ହୋଇଥାନ୍ତି । ଆଉ ଜୀବନନରେ ଯେତେସବୁ ଦୁଃଖ କଷ୍ଟ ରହିଛି ତାର ସବୁ ନାସ ହୋଇଥାଏ । ଲିମବା ଗଛର ପତ୍ରରେ ମାର ଦୂର୍ଗାଙ୍କ ନିବାସ ହୋଇଥାଏ । ଏହାର ଚେରକୁ ଯଦି ନବରାତ୍ର ସମୟରେ ମା ଦୂର୍ଗାଙ୍କୁ ଅର୍ପଣ କରାଯାଇଥାଏ ତେବେ ଏଥିରେ ଇଛାର ପୁର୍ତି ହୋଇଥାଏ ।

ଆପଣ ଘରେ ନବରାତ୍ରି ସମୟରେ କଉଡି ମଧ୍ୟ ସ୍ଥାପିତ କରିପାରିବେ । କଉଡିକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଇଥାଏ । କାରଣ କଉଡି ସମୁଦ୍ରରୁ ମିଳିଥାଏ । ଯଦି ଆପଣ ନାଲି ମନ୍ଦାର ଗୋଟିଏ ଶଚା ମନରେ ମା ଦୂର୍ଗାଙ୍କୁ ମନ୍ତ୍ର ”ଓଂ ଦୁଙ୍ଗ ଦୁର୍ଗାୟ ନମଃ ”ସହିତ ଜପ କରିବେ । ଏହା ଏକ ଲକ୍ଷ ପୁଷ୍ପ ବରାବର ହୋଇଥାଏ ଏହି ନାଲି ମନ୍ଦାର ଫୁଲ । ଏହାକୁ ଚଢାଇବା ଦ୍ଵାରା ସବୁ ମନୋସ୍କମନା ପୂର୍ଣ ହୋଇଥାଏ । ମାଳା ବନାଇ ଚଢାଇଲେ ଆହୁରି ମଧ୍ୟ ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *