Jyotish Shastra – ସାବଧାନ, ଆସନ୍ତା କାଲି ଠାରୁ ଏହି 4 ଟି ରାଶିର ଆରମ୍ଭ ହେବ ଖରାପ ସମୟ

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ରାଶି ଚକ୍ରରେ 12 ଟି ରାଶି ରହିଛି ଓ ଗ୍ରହ ମାନଙ୍କର ଶୁଭ ଓ ଅଶୁଭ ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ । ପ୍ରତ୍ଯେକ ଲୋକଙ୍କର ଜାତକ ଏହି ରାଶି ମାନଙ୍କ ସହିତ ଜଡିତ ଥାଏ ।

ଗ୍ରହମାନଙ୍କର ଚଳନ ହେବା କାରଣରୁ ଏହାର ଶୁଭ ପ୍ରଭାବ କିଛି ରାଶି ମାନଙ୍କ ଉପରେ ପଡିଥାଏ ତ କିଛି ରାଶି ମାନଙ୍କ ଉପରେ ଏହାର ଅଶୁଭ ପ୍ରଭାବ ପଡିଥାଏ । ପ୍ରତ୍ଯେକ ଦିନ ଗ୍ରହ ମାନଙ୍କ ଚଳନରେ କିଛି ନା କିଛି ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଗଣନା ଅନୁସାରେ 4 ଟି ରାଶି ମାନଙ୍କ ଉପରେ ଆଜି ଠାରୁ ଗ୍ରହ ମାନଙ୍କର କୁପ୍ରଭାବ ପଡିବାକୁ ଯାଉଛି । ଏହି ରାଶି ମାନଙ୍କୁ ସାବଧାନତାର ସହ ସବୁ କାମ କରିବାର ଆବଶ୍ୟକତା ରହିଛି । ତେବେ ଚାଲନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ।

 

ମିଥୁନ ରାଶି

ଲୋକପ୍ରିୟତା ହ୍ରାସ ପାଇବା , ନିଜର ଆସ୍ଥା ହରାଇବେ । ଅର୍ଥାଭାବ ଅନୁଭବ କରି ପାରନ୍ତି । ଆକସ୍ମିକ କୌଣସି କଳହରେ ପଡି ପାରନ୍ତି । ଆର୍ଥିକ କ୍ଷତି ସହିବେ । ପାଇଥିବା ଦ୍ରବ୍ଯ ହରାଇ ବସିବେ । କୌଣସି ଏକ ବଡ ଧରଣର ଯୋଜନାରେ ପରିବର୍ତ୍ତନ କରିବେ । ପରିବାରରେ ଜଞ୍ଜାଳ ବଢିବ ଓ ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ । କୌଣସି ଆତ୍ମୀୟଙ୍କ ଦ୍ଵାରା ଅସୁବିଧାରେ ପଡି ପାରନ୍ତି । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗାଇକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ ।

କର୍କଟ ରାଶି

 

ଆପଣ ମାନଙ୍କର ମାନସିକ ଅଶାନ୍ତି ବଢି ପାରେ । ଦୂର ବନ୍ଧୁଙ୍କ ଦ୍ଵାରା ଅପମାନିତ ହୋଇ ପାରନ୍ତି । ଅଯୋଥା କାମରେ ଟଙ୍କା ବିନିଯୋଗ କରିବେ । କୌଣସି ଜାଗାରୁ ଅପମାନିତ ହୋଇ ପାରନ୍ତି । ଅବାଞ୍ଛିତ ପରିସ୍ଥିତିରେ ପଡିଯିବେ । ଶାରୀରିକ କଷ୍ଟ ଭୋଗିବେ । ଆପଣଙ୍କ ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗରିବ ଲୋକଙ୍କୁ ଅନ୍ନ ବା ଅନ୍ୟ କିଛି ସାହାର୍ଯ୍ୟ କରନ୍ତୁ ।

ମୀନ ରାଶି

 

ଅର୍ଥାଭାବର ଆଭାସ ମିଳିବ । ନିଜର ପରିବେଶରେ ପରିବର୍ତ୍ତନ ହେବ । ମାନ ସମ୍ମାନରେ ହାନି ଘଟିବ । ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ । ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ । ଉପରିସ୍ଥ କର୍ତ୍ତୁପକ୍ଷ ଙ୍କ ଚାପ ବଢିଯିବ । ଆଳସ୍ୟ ଅନୁଭବ କରିବେ । ହଠାତ ଦୁର୍ଘଟଣା ଗ୍ରସ୍ତ ହୋଇ ପାରନ୍ତି । ତେଣୁ ସର୍ବଦା ସାବଧାନ ରୁହନ୍ତୁ । ମାନସିକ ଉଦ୍ବେଗ ବଢିଯିବ । କାର୍ଯ୍ୟରେ ଅବନତି ଘଟିବ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତ୍ଯେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଓ ହନୁମାନ ମନ୍ଦିରକୁ ଯାଇ ହନୁମାନ ଙ୍କ ଚରଣରେ ମୁଣ୍ଡିଆ ମାରନ୍ତୁ ।

ବିଛା ରାଶି

 

ବହୁ ଦିନର ଅନୁସନ୍ଧାନ ବିଫଳ ହେବ । ଭୟଭୀତ ମଧ୍ୟରେ ସମୟ ଅତିବାହିତ ହେବ । ଯାତ୍ରାରେ ସାବଧାନତା ଅବଲମ୍ବନ କରନ୍ତୁ । ମାନସିକ ଚାପ ପଡିପାରେ । ବ୍ୟସ୍ତତା ଭିତରେ ସମୟ କଟିବ । ଅଭାବ ଅନଟନରେ ଦିନ କଟିପାରେ । ପରିବାରରେ କଳହ ଦେଖା ଦେଇପାରେ । ବିଶ୍ଵାସ ଘାତକତାର ଶିକାର ହୋଇ ପାରନ୍ତି । ଶାରୀରିକ କଷ୍ଟ ଅନୁଭବ କରି ପାରନ୍ତି । ସେଥିପାଇଁ ସତର୍କ ରୁହନ୍ତୁ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତି ଙ୍କୁ ସାହାର୍ଯ୍ୟ କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *