ସବୁ ବେଳେ ଗୋଟିଏ ହିଁ ଝିଅକୁ ଭଲ ପାଇଥାନ୍ତି ଏହି 3 ନାମର ପୁଅମାନେ- Jyotisha Shastra

ସାରା ଜୀବନ କେବଳ ଜଣଙ୍କୁ ଭଲ ପାଇ ଥାନ୍ତି ଏହି ନାମର ପୁରୁଷ ମାନେ । ଆଜି ଆମେ କହିବା କି ଭଲ ପାଇବା ଆମ ଜୀବନ ରେ ଖୁବ ଦାରକର ଅଟେ । ଆମ ଦେଶରେ ଅନେକ ଲୋକମାନେ ଅଛନ୍ତି ଯେଉଁ ମାନେ ସବୁ ବେଳେ ଅନ୍ୟ ମାନଙ୍କ ଭଲ ପାଇବା ଛଡାଇ ଆଣି ଥାନ୍ତି । ମାତ୍ର ଖୁବ କମ ଲୋକମାନେ ଅଛନ୍ତି ଯେଉଁ ମାନେ ଯେଉଁ ମାନେ ସାରା ଇବାନ କେବଳ ଏକ ମହିଳା ଙ୍କ ପଛରେ ବିତାଇବା ଉପରେ ଭରଷା ରଖୀ ଥାନ୍ତି ।

ସେମାନେ ଯାହା କୁ ଭି ଜୀବନରେ ପ୍ରକୃତରେ ଭଲ ପାଇବା ଆରମ୍ଭ କରିଥାନ୍ତି ସେମାନଙ୍କୁ କେବେହେଲେ ଛାଡି ନଥାନ୍ତି । ଜୀବନରେ ଏହି ଭଳି ବହୁତ କିଛି ହୋଇଥାଏ ଯାହା ଦ୍ଵାରା ଆମେ ଆମ ଜୀବନ ଠାରୁ ଅଧିକା ଭଲ ପାଉଥିବା ମଣିଷ ଙ୍କୁ ଆମେ ଛାଡିବା ପାଇଁ ବାଧ୍ୟ ହୋଇ ଥାଉ ।

କୁହାଯାଏ ଦେଶର କେଉଁ ଭି ଜାଗା ହେଉ କିମ୍ବା କେଉଁ ଭି ଅଲଗା ଦେଶ ହେଉ । ଆମେ ଯଦି ଭଲ ପାଇବା କଥା କହିବା ତେବେ ସେମାନେ କେବେହେଲେ ନିଜ ଜୀବନର ସବୁ ପଣଜି ଲଗାଇ କେବଳ ତାକୁ ପାଇବା ପାଇଁ ଚେଷ୍ଟା କରିଥାନ୍ତି ଯାହାକୁ ସେମାନେ ଭଲ ପାଇ ଥାନ୍ତି ।

ଏହି ଭଳି ଲୋକ ଖୁବ କମ ଅଛନ୍ତି । ତେବେ ନାମର ପ୍ରଥମ ଅକ୍ଷର ରୁ ଆମେ ଏକ ବ୍ୟକ୍ତି ବିଷୟରେ ଯାହାଭି କିଛି ଜାଣିବା କଥା ଜାଣି ପାରିବା ଏହା ସହ ଆମେ ଏହା ମଧ୍ୟ ଜାଣି ପାରିବା କି ସେହି ବ୍ୟକ୍ତି ର ପସନ୍ଦ ନାପସନ୍ଦ ଆଦି କଥା । ନାମର ପ୍ରଥମ ଅକ୍ଷର କଣ ଥିଲେ ଆମେ ଜାଣି ପାରିବା କି ଏହି ଭଳି ବ୍ୟକ୍ତି ମାନେ ନିଜର ସାରା ଜୀବନ କେବଳ ଏକ ମହିଳା କୁ ଭଲ ପାଇକି ବିତାଇ ଥାନ୍ତି ।

ପ୍ରଥମ ଅକ୍ଷର ହେଉଛି “I” ନାମର ଲୋକମାନେ । ଏହି ନାମର ଲୋକମାନେ ସବୁ ବେଳେ ନିଜ ପ୍ରଥମ ଭଲ ପାଇବା କୁ ବାଛି ଥାନ୍ତି । ଯଦି କେଉଁ କାରଣ ରୁ ୟାଙ୍କ ଜୀବନରେ ଆଉ କେହି ମହିଳା ଆସିଥାନ୍ତି ତେବେ ଦ୍ଵିତୀୟ ମହିଳା ଙ୍କୁ ମଧ୍ୟ ସେ ନିଜ ପ୍ରଥମ ଭଲ ପାଇବା କଥା ପଚାରି ଥାନ୍ତି ।

ଏହା ପର ନାମ ହେଉଛି “M” ନାମର ଲୋକଙ୍କ କଥା । ଏହି ନାମର ମହିଳା ମାନେ ସବୁ ଦିନ ପାଇଁ ଏହି ପୁରୁଷ ଙ୍କର ହେବା ପାଇଁ ଚାହିଁ ଥାନ୍ତି କାରଣ ଏମାନେ ଏତେ ଅଧିକା ଭଲ ପାଇବା ଆଡେଇ ଥାନ୍ତି ୟାଙ୍କୁ ଛାଡିକି ଯିବା ଅସମ୍ଭବ ହୋଇ ଯାଇ ଥାଏ । ଏହି ନାମର ପୁରୁଷ ମାନେ ନିଜ ଭଲ ପାଇବା ପାଇ ସାରା ଜୀବନ ଅପେକ୍ଷା କରିଥାନ୍ତି । ଘର ଲୋକଙ୍କ କଥା ନୁସାରେ ଏମାନେ ଆଉ କାହାକୁ ବାହା ହେଲେ ଭି ପ୍ରଥମ ଭଲ ପାଇବା କୁ ଭୁଲି ପାରି ନଥାନ୍ତି ।

ଏହା ପର ନାମ ହେଉଛି “P” ଅକ୍ଷର ର ପୁରୁଷ ମାନେ ଏମାନେ ବହୁତ ହୁସିଆର ହୋଇ ଥାନ୍ତି କିନ୍ତୁ ଏମାନେ ଭଲ ପାଇବା ରେ ବହୁତ ସିରିୟସ ଥାନ୍ତି । ଯଦି ତାଙ୍କୁ ସେହି ମହିଳା ଛାଡି ଦେଇ ଥାଏ ତଥାପି ଏମାନେ ତା ପାଇଁ ଅପେକ୍ଷା କରିଥାନ୍ତି ।

Leave a Reply

Your email address will not be published. Required fields are marked *