ସବୁଦିନ ସକାଳୁ ଉଠି କହିଦିଅନ୍ତୁ ଏହି 3ଟି ଶବ୍ଦ ସବୁ ସମସ୍ୟା ହେବ ଦୂର – Ajira Anuchinta

ବନ୍ଧୁଗଣ ସକାଳୁ ମନ୍ତ୍ର ଜପ କରିବା ଦ୍ଵାରା ସାକ୍ଷାତ ଆପଣଙ୍କ ଘରୁ ଦାରିଦ୍ରତା ଦୂର କରିବା ବୋଲି ମାନାଯାଇଥାଏ । ଏହ ସହ ଘରୁ ବାଧା ଦୂର କରିବା ପାଇଁ ସହାୟକ ହୋଇଥାଏ । ଆଜିର ସମୟରେ ବ୍ୟକ୍ତି ମାନସିକ ଚିନ୍ତାରେ ରହୁଛି ଯାହା ପାଇଁ ଆର୍ଥିକ କ୍ଷତି ହେଉଛି । ବ୍ୟାପାରରେ, ପରିବାରରେ କିଛି ନ କିଛି ଅସୁବିଧା ଲାଗି ରହିଥାଏ । କିନ୍ତୁ ସକାଳୁ ଏମିତି ଏକ ମନ୍ତ୍ର ଜପ କରିବା ଦ୍ଵାରା ଦାରିଦ୍ରତା ଦୂର ହେବା ସହ ବେପାରରେ ଉନ୍ନତି ଓ ଘର ପରିବାରରେ ଖୁସି ଆସିବାରେ ଲାଗିବ । ପରିବାରର କୌଣସି ସଦସ୍ୟ ଏହାକୁ କରିଲେ ପୁରା ପରିବାକୁ ଏହାର ଫଳ ପ୍ରାପ୍ତ ହୋଇଥାଏ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ବନ୍ଧୁଗଣ ମନ୍ତ୍ର କହିବା ଦ୍ଵାରା ହିଁ ଶକ୍ତି ପ୍ରାପ୍ତ ହୋଇଥାଏ ଯାହା ଆମ କାନରେ ବାଜିଥାଏ । ମନ୍ତ୍ର ଯେଉଁ ପ୍ରକାରର ଲେଖାଯାଏ ଆଉ କୁହାଯାଏ ସେଥିରୁ ଏକ ପ୍ରକାରର ଧ୍ୱନି ବାହାରିଥାଏ ଯାହା ଆମ କାନରେ ବାଜି ଅନ୍ୟ ବ୍ୟକ୍ତିକୁ ଶୁଣାଯାଇଥାଏ । ଏହି ଧ୍ୱନି ମାଧ୍ୟମରେ ବାସ୍ତୁ ଦୋଷ ଦୂର ହେବ ସହ କୌଣସି ନେଗେଟିଭ ଶକ୍ତି ମଧ୍ୟ ଦୂର ହୋଇଥାଏ ।

ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ଵାରା ଜ୍ଞାନେନ୍ଦ୍ରୀୟ ଓ ମାଂସପେଶୀ ଖୋଲି ଜୀବ ସହ ପଜେଟିଭ ଚିନ୍ତାଧାରା ଆସିଥାଏ । ଆପଣ ସକାଳୁ ଉଠି ଉତ୍ତର ଦିଗକୁ ମୁଖ କରି ହନୁମାନ ଚାଳିଶା ପାଠ କରନ୍ତୁ । ଯେ କୌଣସି ଭକ୍ତ ଗୋଟିଏ ଥର ହନୁମାନ ଚାଳିଶା ସକାଳୁ ଜପ କରନ୍ତି ତାଙ୍କ ଜୀବନରେ କୌଣସି ଦୁଖ ରୁହେ ନାହି । ଏହା ସହ କୌଣସି ବ୍ୟକ୍ତି ଆପଣଙ୍କର କ୍ଷତି କରିପାରିବେ ନାହି ।

ପ୍ରଭୁ ଶିବଙ୍କର ମନ୍ତ୍ର ଓମ ନମହ ଶିବାୟ ଜପ କରିବା ଦ୍ଵାରା ଜୀବନର ସବୁ ଦୁଖ କଷ୍ଟ ଦୂର ହୋଇଥାଏର । ଓମ ଶବ୍ଦର ଅର୍ଥ ହେଉଛି ବ୍ରମ୍ହା, ବିଶୁଣୁ ଓ ମହେଶ୍ଵରଙ୍କର ଶକ୍ତି ରହିଛି । ବ୍ରହ୍ମା ହେଉଛନ୍ତି ବ୍ରମ୍ହାଣ୍ଡର ରଚୟତା, ଭଗବନା ବିଶୁଣୁ ହେଉଛନ୍ତି ସୌନ୍ଦର୍ଜ୍ୟର ରଚୟତା ଓ ମହେଶ୍ଵର ସୃଷ୍ଟିର ସନ୍ତୁଳନ କରିଥାନ୍ତି ।

ପ୍ରତେକ ଦିନ ସକାଳୁ ଓମ ନମହ ଶିବାୟ ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କ ଚାରି ପାଖରେ ଯେ କୌଣସି ଖରାପ ଶକ୍ତି ଥିବା ତାହା ଦୂର କରିବ । ଏମିତି ଘରର ନେଗେଟିଭ ଏନର୍ଜିକୁ ମଧ୍ୟ ଦୂର କରିବ । ଯଦି ଆପଣ ଚାହୁଁଛନ୍ତି ତେବେ ମହାଦେବଙ୍କର ଅନ୍ୟ କୌଣସି ମନ୍ତ୍ର ବି ଜପ କରିପାରିବେ । ଯଦି ଆପଣ ରୋଗାଗ୍ରସ୍ତ ଅଛନ୍ତି ତେବେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାକୁ ହେବ ।

ଏମିତିକି ଜୀବନର ସବୁ ବାଧା ଦୂର ହେବ ସହ କୌଣସି ବ୍ୟକ୍ତି ଆପଣଙ୍କ ବିଷୟରେ ଖରାପ ଚିନ୍ତା କରିପାରିବେ ନାହି । ଆପଣଙ୍କର ଇଚ୍ଛା ପୂରଣ ହେବ । ସେହି ମନ୍ତ୍ରଟି ହେଉଛି ଓମ ତ୍ରୟମ୍ବକମ ୟଜାମହେ ସୁଗନ୍ଧିମ ପୃଷ୍ଟିବର୍ଧନମ ପୂର୍ବେ ରୁକାମେବ ବନ୍ଧାନା ମୃତ୍ୟୁମୁଖେ ୟମାମୃତା । ଏହି ମନ୍ତ୍ର ଉଚ୍ଚାରଣ କରିଲେ ଆପଣଙ୍କର ବଡରୁ ବଡ ଦୁଖ ଦୂର ହୋଇଯିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *