(୧) ବନ୍ଦେ ମାତରମ ର ସ୍ଲୋଗାନ କିଏ ଦେଇ ଥିଲେ ? ଉତ୍ତର – ବଙ୍କିମ ଚନ୍ଦ୍ର ଚାଟାରଜି । (୨) ଚାନ୍ଦରେ ପାଦ ରଖିଥିବା ପ୍ରଥମ ବ୍ୟକ୍ତି କିଏ ଥିଲେ ? ଉତ୍ତର – ନୀଳ ଆର୍ମଷ୍ଟ୍ରୋଗ (୩) ଭାରତର ସବୁଠାରୁ ସୁନ୍ଦର ବଡ ପ୍ରାକୃତିକ ବନ୍ଦର କେଉଁ ଠାରେ ଅଛି ? ଉତ୍ତର – ମୁମ୍ବାଇ (୪) ବିଶ୍ଵର ସବୁଠାରୁ ଛୋଟ ଦ୍ଵିପ ? ଉତ୍ତର – ଅଷ୍ଟ୍ରେଲିଆ ।
(୫) ଭାରତର ପ୍ରଥମ ମହିଳା ସର୍ଜନ କିଏ ଥିଲେ ?
ଉତ୍ତର – ଡାକ୍ତର ପ୍ରେମା ମୁଖାର୍ଜୀ
(୬) ଚାରିଟି ବଗିଚା ବନେଇବା ପରମ୍ପରା କିଏ ଆରମ୍ଭ କରିଥିଲେ ?
ଉତ୍ତର – ଆକବର
(୭) ଚନ୍ଦ୍ରଗୁପ୍ତା ମୌର୍ଯ୍ୟ ଙ୍କ ଉତରଅଧିକାରୀ କିଏ ଥିଲେ ?
ଉତ୍ତର – ବିନ୍ଦୁଶାର
(୮) ହାଡପା କେଉଁ ନଦୀ କୂଳରେ ଅବସ୍ଥିତ ?
ଉତ୍ତର – ରାବୀ ନଦୀ
(୯) ଆଲବରୁଣୀ କାହା ସହ ଭାରତ ଆସିଥିଲେ ?
ଉତ୍ତର – ମହାମ୍ମୁଦ ଗଜନବି
(୧୦) ବୈଦିକ କାଳରେ ବିଭାଜନ କେତେ ଭାଗରେ କରା ଯାଇଥିଲା ?
ଉତ୍ତର – ୨
(୧୧) ଫ୍ରାନସୀସ ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ସ୍ଥାପନା ହୋଇଥିଲା ?
ଉତ୍ତର – ୧୬୬୪
(୧୨) ବଙ୍ଗଳାରେ ଦ୍ବେଧ ସାଶନ ବ୍ୟବସ୍ଥା କିଏ କରିଥିଲେ
ଉତ୍ତର – ରବର୍ଟ କ୍ଲାଇବ
(୧୩) ବିଶ୍ଵର ପଞ୍ଚମ ବୃହତ ମହା ଦ୍ଵିପ କିଏ ଅଟେ ?
ଉତ୍ତର – ଆଣ୍ଟାର୍କଟୀକା
(୧୪) କଦଳୀ ଉତ୍ପାଦନ ବିଶ୍ଵ ପ୍ରଷିଦ୍ଧ ଦେଶ କିଏ ?
ଉତ୍ତର – ଜମୋକା
(୧୫) ବିଶ୍ଵର ସବୁ ଠାରୁ ଅଧିକ ସୋୟାବିନ ଉତ୍ପାଦନ କେଉଁ ଦେଶରେ ହୁଏ ?
ଉତ୍ତର – ଆମେରିକା
(୧୬) ମଂଗଲୁର ବଂଦରଗାହ କେଉଁ ଠାରେ ଅଛି ?
ଉତ୍ତର – କର୍ନାଟକ
(୧୭) ମୋକାଳ ପଠାର କେଉଁ ଠାରେ ଅଛି ?
ଉତ୍ତର – ଛତିଶଗଡ
(୧୮) ସର୍ବାଧିକ ରାଜ୍ୟର ସୀମାଉ ଲାଗିଥିବା ରାଜ୍ୟ କେଉଁ ଟି ଅଟେ ?
ଉତ୍ତର – ଉତ୍ତର ପ୍ରଦେଶ
(୧୯) ଭାରତ ଓ ଆଫଗାନିସ୍ଥାନ ଭିତରେ କେଉଁ ରେଖା ଅଛି ?
ଉତ୍ତର – ଡୁରଂଡ ରେଖା
(୨୦) ଗଙ୍ଗା ନଦୀକୁ ବଙ୍ଗଳା ଦେଶରେ କଣ କୁହା ଯାଏ ?
ଉତ୍ତର – ପଦ୍ମା ନଦୀ
(୨୧) ଶେଷ ନାଗ ହ୍ରଦ କେଉଁ ଠାରେ ଅବସ୍ଥିତ ?
ଉତ୍ତର – ଜାମୁ କାଶ୍ମୀର
(୨୨) ଭାରତର ସବୁଠାରୁ ବଡ ହ୍ରଦ କଣ ଅଟେ ?
ଉତ୍ତର – ଚିଲିକା
(୨୩) ଏପିକଲଚର କାହା ସହ ସମ୍ପର୍କ ଅଛି ?
ଉତ୍ତର – ମଧୁ ମାଛି ପାଳନ
(୨୪) ଦକ୍ଷିଣ ପଶ୍ଚିମ ମନସୁନ ର ସମୟ ଅବଧି କେତେ ?
ଉତ୍ତର – ଜୁନ ରୁ ନଭେମ୍ବର
(୨୫) ଜିଓଲୋଜିକାଲ ସର୍ବ ଅଫ ଇଣ୍ଡିଆ କା ମୁଖ୍ୟ କାର୍ଜ୍ଯାଲାୟ କେଉଁ ଠାରେ ଅଛି ?
ଉତ୍ତର – କଲିକତା
(୨୬) ରେଳଗାଡି ଯୋଜନା କେବେ ଲାଗୁ ହୋଇଥିଲା ?
ଉତ୍ତର – ୧ ଅଗଷ୍ଟ ୧୯୯୪
(୨୭) ବିଶ୍ଵର ସବୁ ଠାରୁ ବଡ ମେଟ୍ରୋ ଟ୍ରେନ କଣ ?
ଉତ୍ତର – ସଙ୍ଘାଇ ମେଟ୍ରୋ
(୨୮) ସଂଘ ଏବଂ ତାହାର ରାଜ୍ୟ କ୍ଷେତ୍ର କେଉଁ ଅନୁଛେଦ ର ଅନ୍ତର୍ଗତ ରେ ଆସେ ।
ଉତ୍ତର – ଅନୁଛେଦ ୧ ରୁ ୪
(୨୯) ଭାରତୀୟ ସଂବିଧାନ ର କେତୋଟି ଅନୁସୂଚି ଅଛି ?
ଉତ୍ତର – ୧୨
(୩୦) ବିତ୍ତୀୟ ଆପତିକାଳ ର ବର୍ଣନା କେଉଁ ଅନୁଛେଦ ରେ ହୋଇଛି ?
ଉତ୍ତର – ଅନୁଛେଦ ୩୬୦
(୩୧) ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ କିଏ ?
ଉତ୍ତର – ରବୀନ୍ଦ୍ରନାଥ
(୩୨) ଭାରତର ପ୍ରଥମ କହୁଥିବା ଚଳଚିତ୍ର କଣ ଥିଲା ?
ଉତ୍ତର – ଆଲାମ ଆରା
(୩୩) ଭାରତର ସବୁଠାରୁ ବଡ ପଶୁଙ୍କ ମେଳା କେଉଁ ଜାଗାରେ ଲାଗିଥାଏ ?
ଉତ୍ତର – ସୋନପୁର
(୩୪) ମିସ ୟୁନିଭର୍ସ ହୋଇଥିବା ପ୍ରଥମ ଭାରତୀୟ ମହିଳାଙ୍କ ନାମ କଣ ?
ଉତ୍ତର – ସୁସ୍ମିତା ସେନ