ସବୁ ଖାଲି ସ୍ଥାନରେ ଗୋଟେ ହିଁ ଯବାବ ଆସିବ, କଣ ଆପଣ ଜାଣିଛନ୍ତି କଣ ?

(୧) ବନ୍ଦେ ମାତରମ ର ସ୍ଲୋଗାନ କିଏ ଦେଇ ଥିଲେ ? ଉତ୍ତର – ବଙ୍କିମ ଚନ୍ଦ୍ର ଚାଟାରଜି । (୨) ଚାନ୍ଦରେ ପାଦ ରଖିଥିବା ପ୍ରଥମ ବ୍ୟକ୍ତି କିଏ ଥିଲେ ? ଉତ୍ତର – ନୀଳ ଆର୍ମଷ୍ଟ୍ରୋଗ (୩) ଭାରତର ସବୁଠାରୁ ସୁନ୍ଦର ବଡ ପ୍ରାକୃତିକ ବନ୍ଦର କେଉଁ ଠାରେ ଅଛି ? ଉତ୍ତର – ମୁମ୍ବାଇ (୪) ବିଶ୍ଵର ସବୁଠାରୁ ଛୋଟ ଦ୍ଵିପ ? ଉତ୍ତର – ଅଷ୍ଟ୍ରେଲିଆ ।

(୫) ଭାରତର ପ୍ରଥମ ମହିଳା ସର୍ଜନ କିଏ ଥିଲେ ?

ଉତ୍ତର – ଡାକ୍ତର ପ୍ରେମା ମୁଖାର୍ଜୀ

(୬)  ଚାରିଟି ବଗିଚା ବନେଇବା ପରମ୍ପରା କିଏ ଆରମ୍ଭ କରିଥିଲେ ?

ଉତ୍ତର – ଆକବର

(୭) ଚନ୍ଦ୍ରଗୁପ୍ତା ମୌର୍ଯ୍ୟ ଙ୍କ ଉତରଅଧିକାରୀ କିଏ ଥିଲେ ?

ଉତ୍ତର – ବିନ୍ଦୁଶାର

(୮) ହାଡପା କେଉଁ ନଦୀ  କୂଳରେ ଅବସ୍ଥିତ ?

ଉତ୍ତର – ରାବୀ ନଦୀ

(୯) ଆଲବରୁଣୀ କାହା ସହ ଭାରତ ଆସିଥିଲେ ?

ଉତ୍ତର – ମହାମ୍ମୁଦ ଗଜନବି

(୧୦) ବୈଦିକ କାଳରେ ବିଭାଜନ କେତେ ଭାଗରେ କରା ଯାଇଥିଲା ?

ଉତ୍ତର –  ୨

(୧୧) ଫ୍ରାନସୀସ ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ସ୍ଥାପନା ହୋଇଥିଲା  ?

ଉତ୍ତର – ୧୬୬୪

(୧୨) ବଙ୍ଗଳାରେ ଦ୍ବେଧ ସାଶନ ବ୍ୟବସ୍ଥା କିଏ କରିଥିଲେ

ଉତ୍ତର – ରବର୍ଟ କ୍ଲାଇବ

(୧୩) ବିଶ୍ଵର ପଞ୍ଚମ ବୃହତ ମହା ଦ୍ଵିପ କିଏ ଅଟେ ?

ଉତ୍ତର – ଆଣ୍ଟାର୍କଟୀକା

(୧୪) କଦଳୀ ଉତ୍ପାଦନ ବିଶ୍ଵ ପ୍ରଷିଦ୍ଧ ଦେଶ କିଏ ?

ଉତ୍ତର – ଜମୋକା

(୧୫) ବିଶ୍ଵର ସବୁ ଠାରୁ ଅଧିକ ସୋୟାବିନ ଉତ୍ପାଦନ କେଉଁ ଦେଶରେ ହୁଏ ?

ଉତ୍ତର – ଆମେରିକା

(୧୬) ମଂଗଲୁର ବଂଦରଗାହ କେଉଁ ଠାରେ ଅଛି ?

ଉତ୍ତର – କର୍ନାଟକ

(୧୭) ମୋକାଳ ପଠାର କେଉଁ ଠାରେ ଅଛି ?

ଉତ୍ତର – ଛତିଶଗଡ

(୧୮) ସର୍ବାଧିକ ରାଜ୍ୟର ସୀମାଉ ଲାଗିଥିବା ରାଜ୍ୟ କେଉଁ ଟି ଅଟେ ?

ଉତ୍ତର – ଉତ୍ତର ପ୍ରଦେଶ

(୧୯) ଭାରତ ଓ ଆଫଗାନିସ୍ଥାନ ଭିତରେ କେଉଁ ରେଖା ଅଛି ?

ଉତ୍ତର – ଡୁରଂଡ ରେଖା

(୨୦) ଗଙ୍ଗା ନଦୀକୁ  ବଙ୍ଗଳା ଦେଶରେ କଣ କୁହା ଯାଏ ?

ଉତ୍ତର – ପଦ୍ମା ନଦୀ

(୨୧) ଶେଷ ନାଗ ହ୍ରଦ କେଉଁ ଠାରେ ଅବସ୍ଥିତ ?

ଉତ୍ତର – ଜାମୁ କାଶ୍ମୀର

(୨୨) ଭାରତର ସବୁଠାରୁ ବଡ ହ୍ରଦ କଣ ଅଟେ ?

ଉତ୍ତର – ଚିଲିକା

(୨୩) ଏପିକଲଚର କାହା ସହ ସମ୍ପର୍କ ଅଛି ?

ଉତ୍ତର – ମଧୁ ମାଛି ପାଳନ

(୨୪) ଦକ୍ଷିଣ ପଶ୍ଚିମ ମନସୁନ ର ସମୟ ଅବଧି କେତେ ?

ଉତ୍ତର – ଜୁନ ରୁ ନଭେମ୍ବର

(୨୫) ଜିଓଲୋଜିକାଲ ସର୍ବ ଅଫ ଇଣ୍ଡିଆ କା ମୁଖ୍ୟ କାର୍ଜ୍ଯାଲାୟ କେଉଁ ଠାରେ ଅଛି ?

ଉତ୍ତର – କଲିକତା

(୨୬) ରେଳଗାଡି ଯୋଜନା କେବେ ଲାଗୁ ହୋଇଥିଲା ?

ଉତ୍ତର – ୧ ଅଗଷ୍ଟ ୧୯୯୪

(୨୭) ବିଶ୍ଵର ସବୁ ଠାରୁ ବଡ ମେଟ୍ରୋ ଟ୍ରେନ କଣ ?

ଉତ୍ତର – ସଙ୍ଘାଇ ମେଟ୍ରୋ

(୨୮) ସଂଘ ଏବଂ ତାହାର ରାଜ୍ୟ କ୍ଷେତ୍ର କେଉଁ ଅନୁଛେଦ ର ଅନ୍ତର୍ଗତ ରେ ଆସେ ।

ଉତ୍ତର – ଅନୁଛେଦ ୧ ରୁ ୪

(୨୯) ଭାରତୀୟ ସଂବିଧାନ ର କେତୋଟି  ଅନୁସୂଚି  ଅଛି ?

ଉତ୍ତର – ୧୨

(୩୦) ବିତ୍ତୀୟ ଆପତିକାଳ ର ବର୍ଣନା କେଉଁ ଅନୁଛେଦ ରେ ହୋଇଛି ?

ଉତ୍ତର – ଅନୁଛେଦ ୩୬୦

(୩୧) ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ କିଏ ?

ଉତ୍ତର – ରବୀନ୍ଦ୍ରନାଥ

(୩୨) ଭାରତର ପ୍ରଥମ କହୁଥିବା ଚଳଚିତ୍ର କଣ ଥିଲା ?

ଉତ୍ତର – ଆଲାମ ଆରା

(୩୩) ଭାରତର ସବୁଠାରୁ ବଡ ପଶୁଙ୍କ ମେଳା କେଉଁ ଜାଗାରେ ଲାଗିଥାଏ ?

ଉତ୍ତର – ସୋନପୁର

(୩୪) ମିସ ୟୁନିଭର୍ସ ହୋଇଥିବା ପ୍ରଥମ ଭାରତୀୟ ମହିଳାଙ୍କ ନାମ କଣ ?

ଉତ୍ତର – ସୁସ୍ମିତା ସେନ

Leave a Reply

Your email address will not be published. Required fields are marked *