ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ June 21 ରୁ 28 ପର୍ଯ୍ୟନ୍ତ ଏହି ରାଶିକୁ ମିଳିବ ବଡ ଖୁସି ଖବର

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାଶି ଗୁଡିକର ଆମ ଜୀବନ ଉପରେ ପ୍ରଭାବ ରହିଥାଏ । କେବେ ସାକାରାତ୍ମକ ତ କେବେ ନାରାକାରତ୍ମକ ପ୍ରଭାବ ପକାଇଥାଏ । ମହା ବଳି ହନୁମାନ ଙ୍କୁ ସର୍ବ ଶକ୍ତିମାନ ଦେବତା ଭାବେ ପୂଜା କରାଯାଏ । ତାଙ୍କର ଜନ୍ମ ମା ଅଞ୍ଜନାଙ୍କ ଗର୍ଭରୁ ହୋଇଥିଲା । ତାଙ୍କୁ ଭଗବାନ ରାମଙ୍କର ୧୧ତମ ଅବତାର ଭାବେ ମାନାଯାଏ । ଯାହା ବାନର ରୂପରେ ଧରିତ୍ରି ରୂପରେ ରାମଙ୍କ ଭକ୍ତିରେ ଲୀନ ହୋଇଥିଲେ । ହନୁମାନ ଜି ବାଲା ବ୍ରମ୍ହଚାରୀ ଅଟନ୍ତି । ତାଙ୍କ ମୂର୍ତ୍ତିରେ ସିନ୍ଦୁର ଅର୍ପଣ କରଜାଏ । ତେବେ ଜୁନ ୨୧ରୁ ୨୮ ଯାଏଁ କିଛି ରାଶି ମାନଙ୍କ ଉପରେ ହନୁମାନ ଜି ପ୍ରସନ୍ନ ହେବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ସେହି ବିଷୟରେ ।

ମେଷ ରାଶି : ଏହି ରାଶିର ଜାତକଙ୍କୁ ମହତ୍ଵ ପୂର୍ଣ୍ଣ କାମରେ ସଫଳତା ମିଳିବ । ଅଟକି ରହିଥିବା କାମରେ ସଫଳ ହେବେ । ଅଚାନକ ଧନ ଲାଭ ହେବ । କ୍ଯାରିୟରରେ ବହୁତ ଲାଭ ମିଳିବ । ଚାକିରି କ୍ଷେତ୍ରରେ ବଡ ସଫଳତା ମିଳିବ ।

ତୁଳା ରାଶି ; ଏହି ସମୟରେ ଆପଣଙ୍କ ଉପରେ ହନୁମାନଙ୍କ କୃପାରୁ ସମାଜିକ ପ୍ରତିଷ୍ଠା ବୃଦ୍ଧି ହେବ । ଛାତ୍ର ଙ୍କୁ ବିଶେଷ ଲାଭ ମିଳିବ । ଏହି ସପଥରେ ହନୁମାନ ଜି ଙ୍କ ଆରାଧନା କରନ୍ତୁ । ଜୀବନ ସାଥିଙ୍କ ଠାରୁ ପ୍ରେମ ମିଳିବ । ଅଚାନକ ଧନ ଲାଭ ହେବ । ଦାଂପତ୍ଯ ଜୀବନରେ ବହୁତ ଭଲ ରହିବ । ଆପଣଙ୍କୁ ଶୁଭ ଖବର ପ୍ରାପ୍ତ ହେବ । ଅଟକି ରହିଥିବା କାମ ପୂରଣ ହେବ ।

କୁମ୍ଭ ରାଶି : କୌଣସି ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ । ଧନ ପ୍ରାପ୍ତିର ଯୋଗ ରହିଛି । ହନୁମାନ ଜି ଙ୍କ ବିଶେଷ କୃପା ଲାଭ ହେବ । ପିତାଙ୍କ ଆଶୀର୍ବାଦ ପାଇବେ । ଘରେ ଖୁଶିର ଆଗମନ ହେବ । ପରିବାରର ଲୋକଙ୍କ ସହଯୋଗ ପାଇବେ ।

ମକର ରାଶି : ଏହି ସପ୍ତାହରେ ହନୁମାନଙ୍କ କୃପା ଲାଭ ହେବ । ଆୟର ସାଧନ ବଢିବ । ନୂଆ ଘର ମିଳିପାରେ । ଚାକିରି ଓ ବେପାର କ୍ଷେତ୍ରରେ ଆପଣଙ୍କର ଭଲ ସମୟର ଆରମ୍ଭ ହେବ । ଆପଣ ବିଜେନ୍ସ୍କୁ ବଢାଇ ପାରିବେ । ଘରେ ସୁଖ ଶାନ୍ତିର ମାହୋଲ ରହିବ ।

ସିଂହ ରାଶି : ଆପଣ ବହୁତ ଭାଗ୍ୟଶାଳୀ ହେବେ । ଅଚାନକ ଧନ ଲାଭ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଅଟକି ରହିଥିବା କାମ ଆରମ୍ଭ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଚାନକ ଧନ ଲାଭ ହେବ । ଅନେକ କ୍ଷେତ୍ରରୁ ଲାଭ ମିଳିବ । ପ୍ରେମ ଜୀବନ ବହୁତ ଭଲ ରହିବ । ଘରେ ଖୁଶିର ବାତାବରଣ ରହିବ ।

କନ୍ୟା ରାଶି : ଆପଣଙ୍କର କିସ୍ମତ ଚମକିବାକୁ ଯାଉଛି । ଆଗାମୀ ସମୟ ଭଲ ହେବା ସହ ଧନ ପ୍ରାପ୍ତି ହେବ । ଅନୁ ଭାବି ବ୍ୟକ୍ତିଙ୍କ ସହ ଭେଟ ହେବ । ଅଟକି ରହିଥିବା କାମ ପୂରଣ ହେବ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *