ସକାଳୁ ବାସୀ ମୁହଁରେ ପଣି ପିଇଲେ ମୁଆଳରୁ ଶେଷ ହୁଏ 10ଟି ରୋଗ, ଏହାର ଫାଇଦା ଜାଣି ଡାକ୍ତର ବି ଆଶ୍ଚର୍ଯ୍ୟ- ହେୟାକ୍ଥ Tips

ବନ୍ଧୁଗଣ ଆମେ ମାନେ ସକାଳୁ ଉଠିବା ପରେ ଏମିତି କିଛି ଭୁଲ କରିଥାଉ ଯାହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ । ତାହା ହେଉଛି ପ୍ରଥମେ ଶୋଇ କରି ଉଠିବା ପରେ ମୁହଁ କୁଳି କରି କିଛି ଖାଦ୍ଯ ଖାଇବା । ଯାହା ସଂପୂର୍ଣ୍ଣ ରୂପେ ଭୁଲ ଅଟେ । ପାଣି ଆମ ଶରୀର ପାଇଁ କେତେ ଜରୁରୀ ଅଟେ ତାହା ଆପଣ ମାନେ ଜାଣିଥିବେ । ଆମେ ଖାଦ୍ୟ ବିନା ରହିପାରିବ କିନ୍ତୁ ପାଣି ବିନା ନୁହେଁ । ଆଜି ଆମେ ଆପଣ ମାନଙ୍କୁ ଶୋଇ କରି ଉଠିବା ପରେ ବାସୀ ମୁହଁ ରେ ପାଣିର ସେବନ କରିଲେ ଆମ ଶରୀରକୁ କେଉଁ କେଉଁ ଫାଇଦା ମିଳିଥାଏ ସେଇ ବିଷୟରେ କହିବାକୁ ଯାଉଛୁ ।

ଯଦି ପାଣିକୁ ସକାଳୁ ଉଠି ବାସୀ ମୁହଁ ରେ ସେବନ କରାଯାଏ ତେବେ ପାଣିର ଯେଉଁ ଫାଇଦା ରହିଥାଏ ତାହା ଦୁଇ ଗୁଣା ବଢି ଯାଇଥାଏ । ଆମ ଶରୀରକୁ ପାଣି ଏହି ପ୍ରକାରରେ ଫାଇଦା ଦେଇଥାଏ – ୧- ସକାଳୁ ଉଠିବା ପରେ ଆମ ମୁହଁର ଯେଉଁ ଲାଳ ବାହାରିଥାଏ ତାହା ଶରୀର ପାଇଁ ଫାଇଦା ହୋଇଥାଏ ।

ଯେବେ ବିନା କୁଳି କରି ପାଣିର ସେବନ ସକାଳ ସମୟରେ କରାଯାଏ ତେବେ ସେହି ଲାଲ ଶରୀରର ଭିତରକୁ ଯାଇଥାଏ । ପେଟ ଭିତରକୁ ଏହି ଲାଲ ଯାଇ ତୀବ୍ର ଗତିରେ ଅଙ୍ଗ କାମ କରିବା ଆରମ୍ଭ ହୋଇଥାଏ । ଯାହା ଦ୍ଵାରା ହଜମ କ୍ରିୟା ଠିକ ଭ୍ବେ ହୋଇଥାଏ । ଯାହା ଫଳରେ କବଚ, ଗ୍ଯାସ ଭଳି ସମସ୍ଯା ମୂଳ ରୁ ଶେଷ ହୋଇଯାଏ । ଯଦି କବଚ ସମସ୍ଯା ରହିଛି ତେବେ ବାସୀ ମୁହଁ ରେ ସକାଳୁ ପାଣି ସେବନ କରିବା ଦରକାର । ଏମିତି କରିବା ଦ୍ଵାରା କବଚ ସମସ୍ଯା ମୂଳ ରୁ ଶେଷ ହେବ ।

୨- ଆଜିକାଲି ଖାଦ୍ୟପେୟ ର ଅନିୟମିତତା କାରଣରୁ ଆମ ଚେହେରା ରେ ବ୍ରଣ, ପିମ୍ପଲ ଆସିଥାଏ ଯାହା କାହାକୁ ବି ପସନ୍ଦ ନୁହେଁ । ଯଦି ଆପଣ ସକାଳୁ ଉଠି ବାସୀ ମୁହଁ ରେ ପାଣି ସେବନ କରିବେ ତେବେ ବ୍ରଣ ବା ପିମ୍ପଲ ଭଳି ସମସ୍ଯା ଦୂର ହେବ । ବାସୀ ମୁହଁ ରେ ପାଣି ସେବନ କରିଲେ ପେଟ ସଫା ହେବା ସହ ଶରୀର ରେ ରକ୍ତ ମଧ୍ୟ ସଫା ହୋଇଥାଏ । ଯାହା ଦ୍ଵାରା ପିମ୍ପଲ ଦୂର ହେବା କାରଣରୁ ଚେହେରା ରେ ଗ୍ଲୋ ଆସିଥାଏ ।

୩- ଯଦି ପେଟରେ ଗ୍ଯାସ ରହିଛି ବା ଗୋଡ ବା ହାତ ଯନ୍ତ୍ରଣା ହେଉଥାଏ ତେବେ ସକାଳୁ ଖାଲି ପେଟରେ ପଣି ସେବନ କରିବା ଉଚିତ । ବାସୀ ମୁହଁ ରେ ପାଣି ସେବନ କରିବା ଦ୍ଵାରା ପେଟ ସଫା ହେବା କାରଣରୁ ଗ୍ଯାସ ହେବ ନାହି । ଏମିତି କରିଲେ ଶରୀର ଆକ୍ଟିଭ ରହିଥାଏ ।

୪- ରାତିରେ ଶୋଇବା ପୂର୍ବ ରୁ ପାଣି ସେବନ କରିଲେ ହାର୍ଟ ଆଟାକ ଭଳି ରୋଗ କେବେ ହେବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *