ପତ୍ନୀଙ୍କ ପାଇଁ ପାଗଳ ହୋଇଥାନ୍ତି ଏହି 4 ନାମର ପୁରୁଷ- Jyotisha Shastra

ପ୍ରତେକ ଲୋକଙ୍କ ଜୀବନରେ ଏକ ଏମିତି ସମୟ ଆସିଥାଏ ଯେଉଁ ଜାଗାରେ ତାଙ୍କୁ ନିଜ ଜୀବନ ସାଥି ବାଛିବା ପାଇଁ ପଡିଥାଏ । ବିବାହ କରିବା ପାଇଁ ପଡିଥାଏ । ଏହା ଏହି ଦୁନିଆର ଏକ ନିୟମ କହିଲେ ଭୁଲ ହେବନି । ବିବାହ ପରେ ଆମେ ଜାଣିଛେ କି ସବୁ କହିଥାନ୍ତି କି ପୁଅ ମାନେ ତାଙ୍କ ସ୍ତ୍ରୀ ର କଥା ଶୁଣିଥାନ୍ତି । ମାତ୍ର ଏହା ସତ ନଥାଏ, ସବୁ ପୁଅ ମାନେ ଏହି ଭଳି ନଥାନ୍ତି । କିନ୍ତୁ ଝିଅ ମାନେ ଏହି ଭଳି ଥାନ୍ତି ଯେଉଁ ମାନେ ବିବାହ ପରେ ନିଜ ସ୍ଵାମୀଙ୍କ ପ୍ରେମରେ ପାଗଳ କରିଥାନ୍ତି ।

ସେହି ଭଳି କିଛି ପୁଅ ମାନେ ଥାନ୍ତି ଯେଉଁ ମାନେ ବିବାହ ପରେ ନିଜ ସ୍ତ୍ରୀ ପାଇଁ ଅଧିକ ଚିନ୍ତା କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ଭଳି କିଛି ପୁଅଙ୍କ ନାମର ପ୍ରଥମ ଅକ୍ଷର କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଜାଣି ପାରିବେ କି କେଉଁ ନାମର ପୁରୁଷମାନେ ନିଜ ସ୍ତ୍ରୀ କୁ ଅଧିକ ଭଲ ପାଇଥାନ୍ତି ଓ ସେମାନଙ୍କ ଏହି ଗୁଣ ଦେଖ୍ହିକି କିଛି ଲୋକମାନେ ତାଙ୍କୁ ଜୋରୁ କା ଗୁଲାମ କହିଥାନ୍ତି ।

ବିବାହ ପରେ ଉଭୟ ସ୍ଵାମୀ ସ୍ତ୍ରୀ ର କର୍ତ୍ତବ୍ୟ ଏହା ଥାଏ କି ଉଭୟ ଉଭୟଙ୍କ କଥା ବୁଝିବେ । ମାତ୍ର ଏହାକୁ କିଛି ଲୋକମାନେ ବୁଝି ଥାନ୍ତି ଓ କିଛି ଲୋକମାନେ ଏହାକୁ ବୁଝି ନଥାନ୍ତି । କିନ୍ତୁ ଆଜି ଆମେ ଯେଉଁ ମାନଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ହେଉଛନ୍ତି ଦୁନିଆର ଏଭଳି ସ୍ଵାମୀ ଯିଏ ନିଜ ସ୍ତ୍ରୀ ପାଇଁ କିଛି ବି କରିପାରନ୍ତି ।

“K” ନାମର ପୁରୁଷଙ୍କୁ ବିବାହ କରିଥିବା ମହିଳାମାନେ ସବୁଠୁ ଭାଗ୍ୟଶାଳୀ, କାହିଁକି ନା ଏହି ନାମର ପୁରୁଷ ନିଜ ସ୍ତ୍ରୀଙ୍କୁ ରାଣୀ ଭଳି ରଖନ୍ତି । ତାଙ୍କର ସବୁ ଇଚ୍ଛା ପୂରଣ କରନ୍ତି ଓ ତାଙ୍କୁ ପାଗଳ ପରି ଭଲପାଆନ୍ତି । ଏମାନେ ନିଜ ଠାରୁ ବି ଅଧିକା ନିଜ ଜୀବନସାଥୀଙ୍କୁ ଭଲ ପାଇବା ଦେଇଥାନ୍ତି । ଏମାନେ ନିଜ ଜୀବନ ସାଥି କୁ ଖୁସି କରାଇବାରେ ଏତେ ହଜି ଯାଇଥାନ୍ତି କି ଜାଣି ପାରି ନଥାନ୍ତି କି ତାଙ୍କ ପାଖା ପାଖିରେ କଣ ହେଉଛି ।

“A” ନାମର ଲୋକମାନେ ବିବାହ ପରେ ବହୁତ ବଦଳି ଯାଇଥାନ୍ତି । ଏମାନେ ନିଜ ସ୍ତ୍ରୀ ପାଇଁ ଅଧିକ ଚିନ୍ତା କରିଥାନ୍ତି । ଏମାନେ ସବୁ ବେଳେ ଏହା ଭାବି ଥାନ୍ତି କି ନିଜ ସ୍ତ୍ରୀ କୁ କିଭଳି ଭାବେ ଖୁସି ଦେବେ । ସ୍ତ୍ରୀ ମୁହଁରୁ ବାହାରିବା ଆଗରୁ ତାଙ୍କର ସବୁ କାମ କରି ଦିଅନ୍ତି ଏହି ନାମର ପୁରୁଷମାନେ ।

“R” ଏମାନେ ଏତେ ଦିବାନା ଥାନ୍ତି କି ତାଙ୍କୁ ନିଜ ସ୍ତ୍ରୀ ଛଡା ଆଉ କେହି ଦେଖା ଯାଇନଥାନ୍ତି । ଏମାନେ ନିଜ ପାର୍ଟନର ପାଇଁ ସବୁ ବେଳେ ଇମାନ୍ଦାର ରହିଥାନ୍ତି । ଏମାନେ ଯାହାକୁ ବି ଇଚ୍ଛା କରିଥାନ୍ତି ସେହିଁ ତାଙ୍କ ଜୀବନ ସାଥି ହୋଇଥାଏ । ଏମାନଙ୍କ ଚିନ୍ତା ଧାରା ଖୁବ ଭଲ ଥିବାରୁ ଏମାନେ ଜାଣି ଯାଇଥାନ୍ତି କି ଏମାନଙ୍କ ଠାରୁ ତାଙ୍କ ସ୍ତ୍ରୀ କଣ ଚାହୁଁ ଛନ୍ତି ।

“P” ନାମର ପୁରୁଷ ନିଜ ସ୍ତ୍ରୀ ର ଛୋଟ ଛୋଟ କଥାର ଧ୍ୟାନ ଦେଇଥାନ୍ତି । ଏମାନେ ନିଜ ସ୍ତ୍ରୀ ପାଇଁ କିଛି ବି କରିବା ପାଇଁ ଭଲ ପାଇଥାନ୍ତି । ଯଦି ଆପଣଙ୍କ ଜୀବନ ସାଥିର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ତେବେ ଆପଣ ଜାଣି ରଖନ୍ତୁ କି ଆପଣ ଖୁବ ଭାଗ୍ଯବାନ ଅଟନ୍ତି ।

Leave a Reply

Your email address will not be published. Required fields are marked *