ସକାଳୁ ଉଠି ଏମାନଙ୍କ ମୁହଁ ଦେଖିବା ଅନୁଚିତ, ନଚେତ ପୁରା ଦିନ ଖରାପ କଟିବ- Ajira Anuchinta

ଆପଣ ମାନେ ଜାଣିଥିବେ ସକାଳୁ ଉଠି କିଛି ଜିନିଷ ଦେଖିବା ଉଚିତ ନୁହେଁ । ପ୍ରତେକ ଦିନ ସୂର୍ଯ୍ୟ ଙ୍କ ଉଦୟ ସହ ଏକ ନୂଆ ଦିନର ଆରମ୍ଭ ହୋଇଥାଏ । ଲୋକ ମାନଙ୍କର ଦିନ ତମାମ ଭଲରେ କାଟୁ ଏଥିପାଇଁ ମନରେ ଶୁଭ ବିଚାର ଆଣିବାକୁ ଚେଷ୍ଟା କରିଥାନ୍ତି । ଯଦି ସକାଳୁ କୌଣସି ଖରାପ କାମ କରାଯାଏ ତେବେ ସାରା ଦିନ ନାକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଏପରି କରିବା ଦ୍ଵାରା ବ୍ୟକ୍ତି ଜୀବନରେ ଖରାପ ସମୟ ଆସିଥାଏ । ତେଣୁ ଗୁରଜନ ମାନେ କହିଛନ୍ତି ଯେ ସକାଳୁ ଉଠିବା ପରେ କୌଣସି ଶୁଭ ବସ୍ତୁ ଦେଖିବା ଉଚିତ ।

ଏହା ଦ୍ଵାରା ସାକାରାତ୍ମକ ଊର୍ଜାର ବାତାବରଣ ସାରା ଦିନ ରହିଥାଏ । ଏଥିପାଇଁ ସକାଳୁ ଅଶୁଭ ବସ୍ତୁ ଦେଖିବାକୁ ବଞ୍ଚିତ ହେବା ଉଚିତ । ଆଜି ଆମେ ଆପଣ ମାନଙ୍କୁ ସକାଳୁ ଉଠିବା ପରେ କଣ ଦେଖିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

ସକାଳୁ ଉଠିବା ପରେ ଆଇନା ଦେଖିବା ଉଚିତ ନୁହେଁ । କାରଣ ଏହା ଶୁଭ ହୋଇଥାଏ । ନିଜର ସୟନ କକ୍ଷରେ ଆଇନା ରଖିବା ଉଚିତ ନୁହେଁ । ଯଦି ଦରକାର ପଡୁଛି ତେବେ ଆଇନା ରଖିଥିଲେ ତାହାକୁ ସକାଳୁ ଉଠି ଦେଖନ୍ତୁ ନାହି ।

ଏହା ସହ ନିଜର ବେଡ ମଧ୍ୟ ସକାଳୁ ଉଠିବା ପରେ ଦେଖିବା ଅଶୁଭ ବୋଲି ମାନା ଯାଇଥାଏ । ଏଥିପାଇଁ ଆଇନାରେ କୌଣସି କପଡାରେ ଢାଙ୍କି ରଖନ୍ତୁ । ଆବଶ୍ୟକ ପଡିଲେ ଆଇନାର ବ୍ୟବହାର କରିବା ଉଚିତ । ଏହା ସହ ସକାଳୁ ଉଠିବା ପରେ ଆପଣ ନିଜର ଛାଇ ଦେଖନ୍ତୁ ନାହି ।

ଏହା ସହ ଅନ୍ୟ କୌଣସି ବ୍ୟକ୍ତିଙ୍କର ମଧ୍ୟ ଛାଇ ସକାଳୁ ବିଛଣା ଛାଡିବା ପରେ ଦେଖିବା ଉଚିତ ନୁହେଁ । ଏହା ଦ୍ଵାରା ଦିନ ତମାମ ଖରାପ ଭାବନାରେ କଟିଥାଏ । ଘରେ ଜଙ୍ଗଲି ପଶୁ ମାନଙ୍କର ଫୋଟୋ ଲଗାଇବା ଠିକ ନୁହେଁ ।

କାରଣ ଜଙ୍ଗଲି ପଶୁ ମାନେ ହିଂସାତ୍ମକ ହୋଇଥାନ୍ତି । ଏହା ଦ୍ଵାରା ଘରେ ନାକାରାତ୍ମକ ଊର୍ଜା ର ଭାବନା ସୃଷ୍ଟି ହୋଇଥାଏ । ଏହା ଦ୍ଵାରା ଘରେ ପରିବାରେ ଅନ୍ୟ ଜଣଙ୍କ ପ୍ରତି ହିଂସା ଭାବ ଆସିଥାଏ । ତେଣୁ କୌଣସି ସ୍ଥିତି ରେ ଘରେ କୌଣସି ହିଂସ୍ର ପଶୁ ମାନଙ୍କର ଫୋଟୋ ଲଗାଇବା ଉଚିତ ନୁହେଁ ।

ଏହାକୁ ସକାଳୁ ଉଠିବା ପରେ ଦେଖିବା ଉଚିତ ନୁହେଁ । ତେବେ ଏହି ସବୁ ବସ୍ତୁ ସକାଳୁ ବିଛଣା ଛାଡିବା ପରେ ଦେଖିବା ଉଚିତ ନୁହେଁ । ଏହା ଦ୍ଵାରା ବ୍ୟକ୍ତି କୌଣସି ଶୁଭ କାମର ଆରମ୍ଭ କରିଥିଲେ ତାହା କେବେ ବି ସଫଳ ହୁଏ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *