ଦୁନିଆରେ ମଣିଷ ଏକା ବଞ୍ଚିବା ସମ୍ଭବ ହୋଇ ନଥାଏ ଏହା ପାଇଁ ମଣିଷ ନିଜ ପାଖରେ ସବୁ ବେଳେ ନିଜ ପରିବାର କୁ ଖୋଜି ଥାଏ । ଆପଣ ମାନେ ଯଦି ଜାଣି ଥିବେ ତାହେଲେ ଏହା ମଧ୍ୟ ଜାଣି ଥିବେ କି ସବୁ ସମ୍ପର୍କ ର ଏକ ଅଲଗା ମହତ୍ଵ ଅଛି । ତେଣୁ ଆପଣ ମାନେ ଏକ କାମ କରି ପାରିବେ କି ଆପଣ କେଉଁ ଭି ସମ୍ପର୍କ କୁ କାହା ସହ ଯୋଡିବେ ନି ଆପଣ ଯଦି ଦେଖିବେ ତ ଜାଣି ପାରିବେ କି ଆପଣ ମାନେ ଯାହାଭି କରିବେ କିମ୍ବା ଯାହାଭି କରିବା ପାଇଁ ଯିବେ ଯେଉଁ ସମ୍ପର୍କ ପାଇଁ ହି ହେଉ ନା କାହିଁ କି କାହାକୁ କାହା ସହ ଯୋଡିବେ ନି ।
ଆମେ ଜଣାଇବା ଅନୁସାରେ ଦେଖିବା ପାଇ ଗଲେ ଆମେ ଜାଣି ପାରିବା କି ଆମେ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ କୁ ଯେତେ ସୁବିଧା ଓ ସହଜ ଭାବି ଥାଉ ଏହା ସେତେ ଅଧିକ ସହଜ ହୋଇ ନଥାଏ । କିଛି କିଛି କଥା ଏହି ଭଳି ମଧ୍ୟ ଥାଏ ଯାହା ଦୁଇ ଜଣ ଙ୍କ ପାଇଁ ଖରାପ ହୋଇ ଥାଏ ଓ କିଛି କିଛି କଥା ଦୁଇ ଜଣ ଙ୍କ ପାଇଁ ଭଲ ହୋଇ ଥାଏ । ଆଜି କାଲିର ପିଲା ମେନ ବିବାହ କରିବା ପାଇଁ ଖୁବ ଆନନ୍ଦ ରେ ଯାଉଛନ୍ତି କିନ୍ତୁ କିଛି ଦିନ ମଧ୍ୟରେ ଏହା ଭାଙ୍ଗି ଯାଉଛି । ଏହା ଖୁବ କମ ସମୟ ରେ ଭାଙ୍ଗି ଯାଉଛି । ଏହାର କାରଣ ହେଉଛି କି ଏକ ଝିଅ ନିଜ ଘର ଛାଡି ଆସିବା ପରେ ତାକୁ ଯିଏ ଯାହା କହିଲେ ସେ ନିଜ ସ୍ଵାମୀ ଆଡକୁ ହିଁ ଚାହିଁ କରି ରହି ଥାଏ ।
କିନ୍ତୁ ଯେତେବେଳେ ସ୍ଵାମୀ ଏହାର ପ୍ରତିବାଦ କରି ନ ଥାଏ ତାକୁ ଭାରି ଅସୁବିଧା ହୋଇ ଥାଏ । ଆପଣ ମାନେ ଜାଣି ଥିବେ କି ଏହା କରିବା କେତେ ପରିମାଣ ରେ ଭୁଲ ହୋଇ ଥାଏ । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଆମେ ଯାହା କରିବା ଆମ ଜୀବନ ସାଥିର ମତା ମତ ନେଇ କରିବା ନିହାତି ଦରକାର ଅଟେ ନ ହେଲେ ଏହା ଖରାପ ହୋଇ ଯାଇ ଥାଏ । ତେଣୁ ଉଭୟ ଜୀବନ ରାସ୍ତା ରେ ଦୁଇ ଗୋଦା ଭଳି କମ କରନ୍ତି ଜଣ ଙ୍କ ବିନା ଆଉ ଜଣେ ଅଧୁରା କହିଲେ ଭୁଲ ହେବନି ।
ତେଣୁ ଆପଣ ମାନେ ଯଦି ସକାଳୁ ଉଠିକି ଆମେ କହିବା ପାଇଁ ଯାଉଥିବା କାମ କୁ ସବୁ ଦିନ କରିବେ ଦେଖିବେ ଆପଣଙ୍କ ଜୀବନରେ ଖୁଶି ହିଁ ଖୁଶି ରହିବ । ଆପଣ ମାନେ ସକାଳଉ ଉଠି ଉଭୟ ଗାଧୋଇ ସାରି ଅଗଣାରେ ଥିବା ତୁଳଷୀ ଗଛ କୁ ପୂଜା ଅକରନ୍ତୁ ଓ ମା ବୃନ୍ଦା ବତୀ ଙ୍କୁ ଆରାଧନା କରନ୍ତୁ କି ଆପଣ ମତେ ସାହା ହୁଅନ୍ତୁ । ଏହା ସହ କିଛି ତୁଳଶି ପାନ୍ତୁ ସବୁ ଦିନ ଏହା ଶୁଭ ହୋଇ ଥାଏ । ଏହା ଆଡବାରା ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଭଲ ହେବା ସହ ଅଧିକ ପଇସା ମଧ୍ୟ କମେଇ ପାରିବେ ଆପଣ । ଜୀବନର ସବୁ ସମସ୍ଯା ଦୂର ହୋଇ ଜୀବ ।