ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି ଗୋଟିଏ କାମ, ଏତେ ଧନ ଆସିବ କି ସମ୍ଭାଳି ପାରିବେନି

ଆଜି ଆମେ ଆପଣଙ୍କୁ କହିବୁ ସକାଳୁ ଉଠିବା ମାତ୍ରେ କଣ କଲେ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହୋଇପାରିବ । ଆପଣଙ୍କୁ ଏପରି କଣ କରିବାକୁ ପଡିବ ଯାହା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ଯାହା ଦ୍ଵାରା ଆପଣଙ୍କୁ ଆଗକୁ ଭବିଷ୍ୟତରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

୧.  ଯେତେବେଳେ ସକାଳୁ ସକାଳୁ ଆପଣ ଉଠୁଛନ୍ତି ପ୍ରଥମେ ନିଜର ହାତର ପାପୁଲିକୁ ଦର୍ଶନ କରନ୍ତୁ ପରେ ସେହି ପାପୁଲିକୁ ମୁହଁରେ ସ୍ପର୍ଶ କରାନ୍ତୁ । ଯେହେତୁ ଆମ ହାତରେ ବ୍ରହ୍ମା ବିଷ୍ଣୁ ଓ ଲକ୍ଷ୍ମୀ ଙ୍କର ବାସ ହୋଇଥାଏ, ଯଦି ଆପଣ ସର୍ବ ପ୍ରଥମେ ହାତର ପାପୁଲିକୁ ଦେଖିଥାନ୍ତି ତେବେ ଆପଣ ବ୍ରହ୍ମା ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କର ଦର୍ଶନ କରିଥାନ୍ତି ।

ଏହା ଦ୍ଵାରା ଆପଣଙ୍କର ଧନ ପ୍ରାପ୍ତିର ସମ୍ଭାବନା ବି ବଢିଯାଇଥାଏ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ କୌଣସି କଠିନ ପରିସ୍ଥିତି ଆସି ନଥାଏ ଓ ଆପଣଙ୍କର ଦିନଟି ଭଲରେ କଟି ଥାଏ ।

୨. ପୂଜା ଆରମ୍ଭ କରିବା ପୂର୍ବରୁ ଶଙ୍ଖ ଅବଶ୍ୟ ବଜାନ୍ତୁ । ଏପରି କରିବା ଦ୍ଵାରା ଗୃହରେ ଯାହା ବି ନକାରାତ୍ମକ ଊର୍ଜା ଥାଏ ତାହା ନଷ୍ଟ ହୋଇଯାଇଥାଏ ଓ ଶଙ୍ଖ ବଜାଇବା ଦ୍ଵାରା ଆମ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଅଧିକ ଭଲ ହୋଇଥାଏ ।

୩. ସକାଳୁ ଉଠିବା ମାତ୍ରେ ଘରେ ଝାଡୁ ନିଶ୍ଚିତ ଭାବରେ ଲଗାଇବା ଉଚିତ । ଯେଉଁ ଘରେ ସକାଳେ ଝାଡୁ ଲଗାଯାଏ ନାହିଁ ଓ ସନ୍ଧ୍ୟାରେ ଲଗାଯାଏ ସେହି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ ।

୪. ସକାଳୁ ଉଠି ସୂର୍ଯ୍ୟଙ୍କୁ ଅର୍ଘ୍ୟ ନିଶ୍ଚିତ ଭାବରେ ଦିଅନ୍ତୁ । କାରଣ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ବଳବାନ ହୋଇଥାନ୍ତି ତା ସହିତ ଯେଉଁ ଲୋକମାନେ ସରକାରୀ ଚାକିରି ପାଇବାରେ ଇଚ୍ଛା ରଖିଥାନ୍ତି, ସେମାନେ ସକାଳୁ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ନିଶ୍ଚିତ ଭାବରେ ଦିଅନ୍ତୁ ଓ ଅର୍ଘ୍ୟ ଦେବା ବେଳେ ଏହି କଥାର ଧ୍ୟାନ ରଖିବେ କି ଯେଉଁ ଜଳ ଆପଣ ସୂର୍ଯ୍ୟଙ୍କୁ ଅର୍ପଣ କରୁଛନ୍ତି ତାହାକୁ ତମ୍ବାର ପାତ୍ରରେ ଅର୍ପଣ କରନ୍ତୁ ଓ ସେଥିରେ କିଛି ଚାଉଳ ମଧ୍ୟ ଅର୍ପଣ କରନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *