ଶୀଘ୍ର ବଡ ହେବା ପାଇଁ ହାର୍ମୋନଲ ଇଂଜେକ୍ଶନ ନେଇଥିଲେ ଏହି Bollywood ଅଭିନେତ୍ରୀ

ହଂସିକା ମୋଟୱାନୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଫେମସ ଅଭିନେତ୍ରୀ ଅଟନ୍ତି । ସେ ସାଉଥର ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ଆପଣଙ୍କୁ କହିଦେଛୁ ଯେ ହଂସିକା ନିଜର କ୍ୟାରିୟର ଏକ ବାଲ କଳକାର ରୂପରେ ଆରମ୍ଭ କରିଥିଲେ । ସେ ବହୁତ ସୁପରହିଟ ସିରିୟଲରେ ବି ବାଲ କଳକାର ରୂପରେ କାମ କରିସାରିଛନ୍ତି । କହିବାକୁ ଗଲେ ହଂସିକା ଆଜି ସାଉଥର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି କି ବଲୀଉଡରେ ତାଙ୍କୁ କିଛି ଖାସ ସଫଳତା ମିଳି ନାହିଁ ।

ବଡ ହେବା ପାଇଁ ଲଗାଇଲେ ହାର୍ମୋନଲ ଇଂଜେକ୍ଶନ

୨୦୦୩ ରେ ଆସିଥିବା ଫିଲ୍ମ ‘କୋଈ ମିଲ ଗୟା’ରେ ଚାଇଲ୍ଡ ଆର୍ଟିସ୍ଟ ଭାବେ ନଜର ଆସିଥିବା ହଂସିକା ୨୦୦୭ ରେ ହିମେଶ ରେଶମିୟାଙ୍କ ସହିତ ଆସିଥିବା ଫିଲ୍ମ ‘ଆପ କା ସୁରୂର’ ନଜର ଆସିଥିଲେ  କିନ୍ତୁ ଲୋକମାନେ ତାଙ୍କୁ ଏହି ଫିଲ୍ମରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କାହିଁକି ନା କିଛି ବର୍ଷ ତଳେ ସେ  ଏତେ ଛୋଟ ଥିଲେ ଓ ଅଚାନକ ଏତେ ବଡ କେମତି ହୋଇଗଲେ । ତେବେ ସେହି ସମୟରେ ଖବର ଆସିଥିଲା କି ହଂସିକା ଜଲ୍ଦି ବଡ ହେବା ପାଇଁ  ଇଂଜେକ୍ଶନ ନେଇଥିଲେ ।

ଖବର ଅନୁସାରେ ହଂସିକାଙ୍କର ମା ଜଣେ ଚର୍ମ ବିଶେଷଜ୍ଞ ମାନେ ସ୍କିନ କେୟର ସ୍ପେଶଲିସ୍ଟ ଅଟନ୍ତି । ଆପଣଙ୍କୁ କହିଦେଛୁ ଯେ ଫିଲ୍ମ ‘ଆପ କା ସୁରୂର’ରେ ହଂସିକା ମାତ୍ର ୧୫ ବର୍ଷର ଥିଲେ ଓ ସେ ନିଜ ଠାରୁ ୧୮ ବର୍ଷ ବଡ ହିମେଶ ରେଶମିୟାଙ୍କ ସହ ରୋମାନ୍ସ କରିଥିଲେ ।

ବାଥରୁମ ବାଲା ଭିଡିଓ ହେଲା ଲିକ

ତେବେ ୨୦୧୫ରେ ହଂସିକାଙ୍କର ଏକ ବାଥରୁମ ବାଲା ଭିଡିଓ ଲିକ ହୋଇଥିଲା ଓ ଏହା ବହୁତ ଜଲ୍ଦି ସୋସିୟାଲ ମିଡିୟାରେ ଭାଇରାଲ ହୋଇଯାଇଥିଲା । କିନ୍ତୁ ଏହି ଭିଡିଓରେ ହଂସିକା ଭଳି ଦେଖାଯାଉଥିବା ଅନ୍ୟ ଏକ ଯୁବତୀ ସ୍ନାନ କରୁଥିଲେ ଓ ନିଜର ଡ୍ରେସ ଚେଞ୍ଜ କରୁଥିଲେ ।

କିନ୍ତୁ ଏହା କିଛି ସମୟ ପରେ ଯାଇ ଜଣ ପଡିଲା କି ଭିଡିଓରେ ଦେଖାଯାଉଥିବା ଯୁବତୀ ହଂସିକା ନୁହନ୍ତି ତାଙ୍କ ଭଳି ଦେଖାଯାଉଥିବା ଅନ୍ୟ ଏକ ଯୁବତୀ ଅଟନ୍ତି । ଏହି ଭିଡିଓ ବଦଳରେ ହଂସିକା ରାତାରାତି କଂଟ୍ରୋବର୍ସୀରେ ଆସିଗଲେ ଓ ସେ ଏକ ଷ୍ଟାର ହୋଇଗଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ଭଲ ଲାଗିଥାଏ ତ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *