ସକାଳୁ ଉଠିବା ପରେ ନାଭିରେ ଲଗାନ୍ତୁ ଏହି ବସ୍ତୁ , ଧନ ଦୌଲତ ବର୍ଷିବାକୁ ଲାଗିବ ଓ କରଜ ମୁକ୍ତ ହେବେ 

ଯଦି ଆପଣ ନିଜ ନାଭିରେ ବହୁତ ଖାସ ଜିନିଷ ଲଗାଇ ଥାନ୍ତି ତେବେ ଆପଣଙ୍କର ଜୀବନରେ ବହୁତ ଜିନିଷ ବଦଳି ଯାଇଥାଏ । ଖାଲି ସେତିକି ନୁହେଁ ଧନ ପ୍ରାପ୍ତିର ନୂଆ ମାର୍ଗ ମଧ୍ୟ ଖୋଲିଥାଏ । ଯେତେବେଳେ ଆପଣଙ୍କ ଏନର୍ଜି ବଦଳି ଥାଏ ନେଗେଟିଭରୁ ପଜେଟିଭ ହୋଇଥାଏ ସେତେବେଳେ ଧନ ପ୍ରାପ୍ତର ନୂଆ ନୂଆ ମାର୍ଗ ମଧ୍ୟ ଖୋଲିଥାଏ । ନାଭିର ବହୁତ ଖାସ ମହତ୍ଵ ରହିଛି । କିନ୍ତୁ ବହୁତ ଲୋକଙ୍କୁ ଏହା ବିଷୟରେ ବହୁତ କଥା ଜଣା ନଥାଏ । ଯଦି ଆପଣ ଏହାକୁ ଜାଣି ନିଜ ଜୀବନରେ ବ୍ୟବହାର କରୁଛନ୍ତି ତେବେ ନିଶ୍ଚିତ ରୂପରେ ବଦଳି ଥାଏ । ଆଉ ଯାହା ପାଇବାକୁ ଚାହୁଁ ଥାନ୍ତି ସେସବୁ ନିଶ୍ଚିତ ରୂପରେ ମିଳିଥାଏ ।


ଯେତେବେଳେ ଆପଣଙ୍କ ଓଠ ଫାଟି ଥାଏ ସେତେବେଳେ ଆମେ ବହୁତ ପ୍ରକାର ଜିନିଷ ଓଠରେ ବ୍ୟବାହାର କରିଥାଉ । କିନ୍ତୁ ଯଦି ଆପଣ ଓଠ ଫାଟିଲେ ନାଭିରେ ସୋରିଷ ତେଲ ଲଗାଇଥାନ୍ତି ତେବେ ଖାଲି ସେତିକି କରିବା ଦ୍ଵାରା ଓଠ ଫାଟିବା ବନ୍ଦ ହୋଇଯାଇ ଥାଏ । ଆଉ ଓଠରେ ଆଉ କିଛି ଲଗାଇବାର ଆବଶ୍ୟକ ହୋଇନଥାଏ । ଯଦି ଆପଣଙ୍କ ଗୁରୁ ଗ୍ରହ ଖରାପ ରହିଛି ଆଉ ଗୁରୁ ଗ୍ରହକୁ ଭାଗ୍ଯର ଗ୍ରହ ମଧ୍ୟ କୁହାଯାଇଛି । ଆଉ ଯେଉଁ ବ୍ଯକ୍ତିର ଏହି ଗ୍ରହ ବଳବାନ ହୋଇଥାଏତାର ଆପେ ଆପେ ଧନ ଆସିବାର ମାର୍ଗ ଖୋଲିଯାଇଥାଏ ।

ଆଉ ତାକୁ ଧନ ଆସିବାର ମଧ୍ୟ ନୂଆ ନୂଆ ମାର୍ଗ ଖୋଲିଥାଏ । ଯଦି ଏହି ଗ୍ରହ କୌଣସି ବ୍ଯକ୍ତିର ଖରାପ ହୋଇଥାଏ ତାକୁ ବହୁତ ଷ୍ଟ୍ରଗଲ କରିବାକୁ ପଡିଥାଏ । ଆଉ ଯାହା ଧନ କମାଇ ଥାଏ ତାହା ସବୁ ମଧ୍ୟ ଅପବ୍ୟୟ ହୋଇଯାଇଥାଏ । ଯେଉଁମାନେ କରଜରେ ବହୁତ ଫସିକି ରହିଥାନ୍ତି ଓ ବେକାର ଖର୍ଚ ବହୁତ ହେବାକୁ ଲାଗିଥାଏ ଏମିତି ଲୋକଙ୍କ ଗୁରୁ ଗ୍ରହ ବିଲକୁଲ ବଳବାନ ନଥାଏ । ଗୁରୁଗ୍ରାହ କାରଣରୁ ହିଁ ତାଙ୍କୁ ସଫଳତା ମିଳିନଥାଏ । ଯେତେ ଗୁରୁ ଗ୍ରହ ଖରାପ ହୋଇଥାଏ ଆପଣ ନିଜ ନାଭିରେ ଅଳ୍ପ ଶୁଖା ହଲଦିର ତିଳକ ଲଗାଇ ଦିଅନ୍ତୁ ।

ଏହାକୁ ପ୍ରତିଦିନ ଲଗାଇବା ଉଚିତ ହୋଇଥାଏ । ଆପଣ ଏମିତି କଲେ ଆପଣଙ୍କ ଗ୍ରହ ଉପରେ ପ୍ରଭାବ ପଡିଥାଏ । ଆପଣଙ୍କ ଗୁରୁ ଗ୍ରହ ବଳବାନ ହେବା ଆରମ୍ଭ ହୋଇଯାଇଥାଏ । ଏହା ଦ୍ଵାରା ଆପଣଙ୍କ ଏନର୍ଜି ତୁରନ୍ତ ବଦଳି ଯାଇଥାଏ । ଆଉ ଆପଣଙ୍କ ନେଗେଟିଭ ଏନର୍ଜି ପଜେଟିଭ ହେବା ଆରମ୍ଭ ହୋଇଯାଇଥାଏ । ଯେତେ ଏମିତି ହୋଇଥାଏ ଧନ ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାଏ । ଏହି ପ୍ରୟୋଗ କରିବା ଦ୍ଵାରା ଆପଣଙ୍କୁ ବହୁତ ଫାଇଦା ମିଳିବ ।

Leave a Reply

Your email address will not be published. Required fields are marked *