ସାରା ଜୀବନ ଦୁଃଖୀ ରହିଥାନ୍ତି ଏହି 2ଟି ନାମର ଝିଅ- Jyotisha Shastra

ଆମ ସମାଜରେ ବିବାହ ଦୁଇ ଲୋକଙ୍କର ନୁହେଁ ବରଂ ଦୁଇ ପରିବାରର ମିଳନ ହୋଇଥାଏ । ସମାଜରେ ବିବାହ ଏକ ପବିତ୍ର ଅନ୍ଧନ ଯାହା ଦୁନିଆର ସବୁ ସମ୍ପର୍କ ଠାରୁ ଅଲଗା ହୋଇଥାଏ । ସ୍ଵାମୀ ସ୍ତ୍ରୀଙ୍କ ଏହି ବନ୍ଧନକୁ ଖାସ ଓ ପବିତ୍ର ସମ୍ପର୍କ ମାନାଯାଏ । ପ୍ରତେକ ପୁଅ ଝିଅ ବିବାହ ପୂର୍ବରୁ ଅଜଣା ରହିଥାନ୍ତି । ବିବାହ ପରେ ଦୁହେଁ ପରସ୍ପର ସହ ସାରା ଜୀବନ ବ୍ଯତୀତ କରିଥାନ୍ତି । କିନ୍ତୁ ବିବାହ ପରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସୁଖର ସମୟ ଆସିଥାଏ ତ କେତେବେଳେ ଦୁଖର ସମୟ ଆସିଥାଏ । ଆଜି ଆମେ ଆପଣଙ୍କୁ ଦୁଇଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବିବାହ ପରେ ସାରା ଜୀବନ ଦୁଖରେ ରହିଥାନ୍ତି ।

ବିବାହ ପରେ ପୁଅ ଓ ଝିଅ ବନ୍ଧନରେ ବାନ୍ଧି ହେବା ସହ ଦୁହେଁ ପରସ୍ପର ସାଥ ନିଭାଇଥାନ୍ତି । ହିନ୍ଦୁ ବିବାହରେ ସାତ ଫେରାର ଖାସ ମହତ୍ଵ ରହିଛି । ଏହି ସାତ ଫେରା ନେବା ପରେ ପୁଅ ଝିଅ ଦୁଖ ସୁଖ ସମୟରେ ପରସ୍ପର ସାଥ ଦେବା ପାଇଁ ବଚନ ନେଇଥାନ୍ତି । ଯଦି ସମ୍ପର୍କରେ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ସାଥ ମିଳେ ନାହି ତେବେ ସମ୍ପର୍କ ଆଗକୁ ବଢିପାରେ ନାହି ।

ଅନେକ ସମୟରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ହୋଇଥାଏ ଯାହା ପାଇଁ ଦୁହିଙ୍କ ମଧ୍ୟରେ ପ୍ରେମ କମ ହେବାରେ ଲାଗିଥାଏ । ଯାହା ପାଇଁ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା କାରଣରୁ ସେମାନେ ଦୁଖୀ ରହିଥାନ୍ତି । ସ୍ଵାମୀଙ୍କ ମନରେ ନିଜ ପାଇଁ ସ୍ଥାନ ନ ପାଇବାରୁ ସ୍ତ୍ରୀ ଦୁଖୀ ରହିଥାଏ । ତେବେ ସେହି ଦୁଇଟି ନାମର ଝିଅ ହେଉଛନ୍ତି –

୧- P ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ଵାମୀ ଙ୍କ ଠାରୁ କେବେ ସୁଖ ପାଆନ୍ତି ନାହି । ଏମାନେ ନିଜ ସ୍ଵାମୀ ଙ୍କୁ ଅଧିକ ଭଲ ପାଇଥାନ୍ତି । ଏମାନଙ୍କ ସ୍ଵାମୀ କେବଳ ଏମାନଙ୍କ ଉପରେ ଧ୍ୟାନ ଦିଅନ୍ତୁ, ସବୁ କଥା ସେୟାର କରନ୍ତୁ ଯାହା ପାଇଁ ସମ୍ପର୍କ ମଜବୁତ ରହିବ ବୋଲି ଏମାନେ ଆଶା କରିଥାନ୍ତି । ଏମାନେ ନିଜର ପ୍ରେମ କୁ ହରାଇବାର ଭୟ ମନରେ ରଖିଥାନ୍ତି ଯାହା ପାଇଁ ଏମାନେ ସାରା ଜୀବନ ଦୁଖରେ ରହିଥାନ୍ତି ।

୨- K ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ଵାମୀ ଙ୍କ ସହ ଖୁସିରେ ରୁହନ୍ତି ନାହି । ଏହି ନାମର ଝିଅ ମାନେ ନିଜ ପ୍ରେମ ଉପରେ ଅଧିକାଂଶ ସନ୍ଦେହ କରିଥାନ୍ତି । ଏମାନେ ସ୍ବଭାବରେ ଖରାପ ହୋଇ ନ ଥାନ୍ତି । କିନ୍ତୁ ଏମାନେ ନିଜର ସ୍ଵାମୀଙ୍କୁ କେବେ ବି କାହା ସହ ଶେୟାର କରିବାକୁ ପସନ୍ଦ କରନ୍ତି ନାହି । ଯାହା ପାଇଁ ଏମେନ ସାରା ଜୀବନ ଦୁଖରେ ରହିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *