‘ K ‘ Letter ଥିବା ବ୍ୟକ୍ତି ଜଲଦି ଦେଖନ୍ତୁ, ଖୁସିରେ ନାଚିବେ

ନାମ ଆମ ଭାଗ୍ୟ ସହ ଯୋଡି ହୋଇକି ରହି ଥାଏ । ଆପଣ ଯଦି ନାମ ଅନୁସାରେ ନିଜ ରାଶି କୁ ମାନି ପାରିବେ ତ ଆମେ ଜାଣି ପାରିବା କି ଆମ କାମ କିମ୍ବା ଆମ ଭାଗ୍ୟ ଆମ ଉପରେ ନିର୍ଭର କରେ । ଏହା ଆମକୁ ଭଲ ସମୟ ଓ ଖରାପ ସମୟ ଉଭୟ ଦେଇ ଥାଏ । ଆଜି ଆମେ ଆପଣ ଙ୍କୁ କହିବା କି ଆମେ କେଉଁ ଭଳି ଭାବେ ଆମ ଜୀବନ ବିତାଇବା ଯଦି ଆମ ନାମ “K” ରେ ଆରମ୍ଭ ହୋଇ ଥାଏ ତେବେ ଏହା ଆପଣଙ୍କୁ କେଉଁ ଭଳି ପରିଣାମ ଦେବ ।

ଦୁନିଆରେ ଅନେକ ଲୋକମାନେ ଅଛନ୍ତି ଯାହାର ନାମ ପ୍ରଥମ ଅକ୍ଷର K ରେ ଆରମ୍ଭ । ଏହି ଭଳି ଅନେକ ଲୋକମାନେ ଅଛନ୍ତି ଏହାଙ୍କ ସ୍ଵଭାବ କିଭଳି ହୋଇ ଥାଏ । ଏମାନେ ଭିଡ ଭିତରେ ରହିବା ପାଇଁ ପସନ୍ଦ କରି ନଥାନ୍ତି ଏହାଙ୍କ ନିଜ ପରିଚୟ ନିଜ ପାଇଁ କାଫି ଥାଏ ।

ଏହି ମାନେ ଅନେକ ସମୟରେ ରାଗି ଥାନ୍ତି ଏହା ଶହ ଏମାନେ ବହୁତ କିଛି ଜାଣିବା ପାଇଁ ସବୁ ବେଳେ ଆଗ୍ରହୀ ହୋଇକି ରହିଥାନ୍ତି । ଏମାନେ ରାଗି ସ୍ଵଭାବର ହୋଇ ଥାନ୍ତି ଏମାନେ ସବୁ ବେଳେ ରାଗରେ କାମ କରି ଥାନ୍ତି । ଏମାନେ ସବୁ ବେଳେ କାମ କରିବା ବେଳେ ଅନେକ ସମୟରେ ରାଗିକି ଥାନ୍ତି ।

ଯାହା ଦ୍ଵାରା ଏମାନେ ବହୁତ କିଛି ନିଜ ଅଜାଣତରେ ହରାଇ ଦେଇ ଥାନ୍ତି । ଏହାଙ୍କ ପଛରେ ବହୁତ ଖରାପ ଲାଗିଥାଏ । ଏମାନେ କାହା ପାଇଁ ମନରେ କିଛି ରଖି ନଥାନ୍ତି । ଏମାନେ ସବୁ ବେଳେ ନିଜ କଥାକୁ ଗୁପ୍ତ ରଖିବା ପାଇଁ ମାହିର ଥାନ୍ତି ।

ଏମାନେ କାହା କଥା ଚିନ୍ତା କରିବା ଆଗରୁ ସବୁ ବେଳେ ନିଜ କଥାକୁ ଚିନ୍ତା କରି ଥାନ୍ତି । କାହା ପାଇଁ କିଛି ଭି କରିବା ଆଗରୁ ଏମାନେ ନିଜ କାମ କରି ଦେଇ ଥାନ୍ତି ଏହା ସହ ଏମାନେ ସବୁ ବେଳେ ରହସ୍ୟମୟ ଦେଖା ଯାଇଥାନ୍ତି । ଏମାନେ ପ୍ରାୟତ ଦେଖିବା ପାଇଁ ଗଲେ ସବୁ କଥାକୁ ନିଜ ମନରେ ରଖିବା ପାଇଁ ଭଲ ପାଇ ଥାନ୍ତି ।

ଯାହା ପାଇଁ ଏମାନେ ନିଜ ଭିତରେ କଥାକୁ ରଖି ଥାନ୍ତି । ଏମାନେ ସବୁ କଥାରେ ମୁଣ୍ଡ ପୁରାଇ ନଥାନ୍ତି । ମାତ୍ର ଏମାନେ ଯାହା ଭି ଭାବି ଥାନ୍ତି ତାହା ପଛରେ ଏମାନେ ଲାଗି ଥାନ୍ତି । ଏମାନେ ସବୁ କାମକୁ ନିଖୁଣ ଭାବେ କରିବା ପାଇଁ ଭଲ ପାଇ ଥାନ୍ତି । ଏମାନେ ଭଲ ବାଟ ବାଛି ଥାନ୍ତି ଯାହା ଦ୍ଵାରା ଏମାନେ ବହୁତ ଭଲ ସଫଳତା ପାଇ ଥାନ୍ତି ଆଗକୁ ଯାଇକି । କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ଏମାନଙ୍କୁ ବହୁତ ଖରାପ ଭାବି ଥାନ୍ତି ମାତ୍ର ଏହା ତାଙ୍କୁ କିଛି ମାନେ ରଖି ନଥାଏ ।

କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ଏହାଙ୍କୁ ବହୁତ ଭଲ ପାଇ ଥାନ୍ତି ଏମାନେ ସାଧାରଣ ଭାବେ ଏକ ସ୍ମାର୍ଟ ସାଥି ଚାହିଁ ଥାନ୍ତି ନିଜ ଜୀବନରେ । ତାଙ୍କୁ ଏହା ମିଲିଭି ଯାଇ ଥାଏ । ଏହାଙ୍କୁ ପ୍ରାୟ ରୋମାଣ୍ଟିକ ଟାଇପ ର ହୋଇଥାନ୍ତି ମାତ୍ର ଏମାନେ କାହାକୁ ବିଶ୍ବାଶଘାତ କରି ନଥାନ୍ତି

Leave a Reply

Your email address will not be published. Required fields are marked *