ଶରୀରରେ ଥିବା Birth Markରୁ ଜାଣନ୍ତୁ ମଣିଷର ସ୍ଵାଭାବ ଓ ବ୍ୟକ୍ତିତ୍ଵ 

ନମସ୍କାର ବନ୍ଧୁଗଣ, ଆମ ଶରୀରରେ ରହିଥିବା କିଛି ଚିହ୍ନ ଆମ ବ୍ୟକ୍ତିତ୍ବ ଆଉ ସ୍ଵଭାବର ପରିଚୟ ଦେଇଥାନ୍ତି । ଭଗବାନ କୌଣସି ଜିନିଷକୁ ବ୍ୟର୍ଥ ଯିବା ପାଇଁ ଦେଇନାହାନ୍ତି ସଂସାରରେ । ସବୁ କଥାର କିଛି ନା କିଛି ଗୁରୁତ୍ଵ ରହିଥାଏ ଆମ ଜୀବନରେ । ତେଣୁ କୌଣସି କଥାକୁ ହେଜ୍ଞାନ କରିବା ଉଚିତ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ଶରୀରରେ କେଉଁ ସ୍ଥାନରେ ଜନ୍ମ ଚିହ୍ନ ରହିଲେ କଣ ହୋଇଥାଏ ।

ମୁହଁ: ଏହାର ଅର୍ଥ ଆପଣ ବହୁତ ଖୁସି ମିଞ୍ଜାସରେ ରହିବା ବ୍ୟକ୍ତି ହୋଇଥାନ୍ତି । ଜୀବନରେ ଖୁବ ଧନ ମଧ୍ୟ କମାଇଥାନ୍ତି । ଯଦି କୌଣସି ମହିଳାଙ୍କର ମୁହଁରେ ଜନ୍ମ ଚିହ୍ନ ହୋଇଥାଏ ତେବେ ସେ ବହୁତ ସଂବେଦନଶୀଳ ଅଟନ୍ତି । ପେଟ: ଯଦି କୌଣସି ପୁରୁଷ କିମ୍ବା ମହିଳାଙ୍କ ପେଟରେ ଜନ୍ମ ଚିହ୍ନ ହୋଇଥାଏ ତେବେ ଆପଣ ବହୁତ ମତଲବି ମଣିଷ ହୋଇଥାନ୍ତି ।

ଏବଂ ନିଜର ସ୍ଵାର୍ଥ ପୂରଣ ପାଇଁ ଆପଣ କିଛି ବି କରିପାରନ୍ତି । ଡାହାଣ ଗାଲ: ଯେଉଁ ବ୍ୟକ୍ତିଙ୍କ ଡାହାଣ ଗାଲରେ ଜନ୍ମ ଚିହ୍ନ ହୋଇଥାଏ ସମାନେ ବହୁତ ହି ଜୋସ ଭରା ମଣିଷ ହୋଇଥାନ୍ତି । ଯଦି ,ମହିଳା ମାନଙ୍କ ଗାଳରେ ଜନ୍ମ ଚିହ୍ନ ଥାଏ ତେବେ ସେ ନିଜ ଜୀବନ ସାଥିଙ୍କ ସହ ବହୁତ ଖୁସିରେ ରହିଥାନ୍ତି ।

ବାମ ଗାଲ: ବାମ ଗାଲରେ ଜନ୍ମ ଚିହ୍ନର ଅର୍ଥ ଆପଣଙ୍କୁ ଆର୍ଥିକ ଅସୁବିଧା ଭୋଗ କରିବାକୁ ପଡିପାରେ । ଯେଉଁ ମହିଳା ମାନଙ୍କର ବାମ ଗାଲରେ ଜନ୍ମ ଥାଏ ସେମାନେ ସବୁବେଳେ ବହୁତ ଚିନ୍ତାରେ ରହିଥାନ୍ତି । ଥୋଡି: ଯେଉଁ ପୁରୁଷଙ୍କର ଥୋଡି ଉପରେ ଜନ୍ମ ଚିହ୍ନ ରହିଥାଏ ତାହାର ଅର୍ଥ ସେମାନଙ୍କ ସ୍ଵାଭାବ ବହୁତ ଭଲ ହୋଇଥାଏ । ଯେଉଁ ମହିଳାଙ୍କ ମୁହଁରେ ଜନ୍ମ ରହିଥାଏ ସେ ନିଜ ଘର ପରିବାର ଲୋକଙ୍କୁ ବହୁତ ଖୁସିରେ ରଖିଥାନ୍ତି ।

ଡାହାଣ ମଥା: ଏହିପରି ଚିହ୍ନ ରହିଥିବା ମହିଳା ଓ ପୁରୁଷ ବହୁତ ପ୍ରଖର ବୁଦ୍ଧିର ଅଧିକାରୀ ହୋଇଥାନ୍ତି । ବାମ ମଥା: ଏହାର ଅର୍ଥ ହୋଇଥାଏ କି ଆପଣ ବହୁତ ଖର୍ଚି ମଣିଷ ଅଟନ୍ତି । ଖୋଲା ହସ୍ତରେ ପଇସା ଖର୍ଚ କରିବା ଏମାନଙ୍କ ଅଭ୍ୟାସ । ମଥା ମଝି: ଯେଉଁ ମହିଳା ଓ ପୁରୁଷଙ୍କ ମଥା ମଝିରେ ଜନ୍ମ ଚିହ୍ନ ଥାଏ ଏହାର ଅର୍ଥ ହୋଇଥାଏ କି ସେହି ମହିଳା ଓ ପୁରୁଷ ବହୁତ ଆକର୍ଷଣୀୟ ହୋଇଥାନ୍ତି । ପିଠି: ଯେଉଁ ବ୍ୟକ୍ତିଙ୍କ ପିଠି ଉପରେ ଜନ୍ମ ଚିହ୍ନ ହୋଇଥାଏ ସେମାନେ ବହୁତ ସଚୋଟ ବ୍ୟକ୍ତି ହୋଇଥାନ୍ତି ।

ହାତର ଆଙ୍ଗୁଠି: ହାତ ଆଙ୍ଗୁଠିରେ ଜନ୍ମ ଚିହ୍ନ ହେବାର ଅର୍ଥ ଆପଣ ବହୁତ ଆତ୍ମ ନିର୍ଭରଶୀଳ ବ୍ୟକ୍ତି ଅଟନ୍ତି । ଅନ୍ୟ ମାନଙ୍କ ଉପରେ ନିର୍ଭର କରିବା ଏମାନଙ୍କୁ ବିଲକୁଲ ପସନ୍ଦ ହୋଇନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *