ଶାଶୁଘରେ ରାଜ୍ କରିଥାନ୍ତି ଏହି ୪ଟି ନାମର ଝିଅ, ଦେଖନ୍ତୁ କଣ ଆପଣଙ୍କ ନାମ ଅଛି ଏଥିରେ ?- Jyotish Shastra

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ପ୍ରତ୍ୟେକ ଝିଅ ମାନେ ନିଜ ବିବାହ କୁ ନେଇ ଅନେକ କିଛି ସ୍ବପ୍ନ ଦେଖିଥାନ୍ତି । ପ୍ରତ୍ୟେକ ଝିଅ ଜଣେ ଭଲ ଜୀବନସାଥୀ ର କାମନା କରିଥାନ୍ତି । ଏବଂ ଚାହିଁଥାନ୍ତି ତାଙ୍କ ଜୀବନସାଥୀ ତାଙ୍କୁ ଜୀବନର ସମସ୍ତ ପରିସ୍ଥିତି ରେ ସହଯୋଗ କରୁ ।

ଏହା ସହିତ ଝିଅ ମାନେ ଚାହିଁଥାନ୍ତି ଯେ ତାଙ୍କୁ ଏକ ଏଭଳି ଶାଶୂଘର ମିଳୁ ଯେଉଁଠାରେ ତାଙ୍କୁ ବୋହୁ ନୁହେଁ ବରଂ ଝିଅ ଭଳି ଭଲ ପାଇବା ଏବଂ ସ୍ନେହ ମିଳୁଥିବ । ଏଥିପାଇଁ ପ୍ରତ୍ୟେକ ଝିଅ ନିଜ ଜୀବନସାଥୀ ଉପରେ ଭରସା କରି ଏକ ନୂତନ ଜୀବନ ର ଆରମ୍ଭ କରିଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ୪ ଟି ନାମର ଝିଅ ମାନଙ୍କ ସମ୍ବନ୍ଧରେ କୁହା ଯାଇଛି । ଯେଉଁ ମାନଙ୍କୁ ନିଜ ଶାଶୁ ଘରେ ବହୁତ ଭଲ ପାଇବା ମିଳିଥାଏ ଏବଂ ସେମାନେ ନିଜ ଶାଶୁ ଘରେ ରାଜ୍ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ସ-ମ୍ବ-ନ୍ଧ-ରେ ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, “A” । ଏହି ନାମର ଝିଅ ମାନେ ବହୁତ ଚାଲାକ ସ୍ୱଭାବ ର ହୋଇଥାନ୍ତି । ଏମାନେ ସମସ୍ତ ଙ୍କୁ ନିଜ ପ୍ରତି ବହୁତ ଶୀଘ୍ର ଆକର୍ଷିତ କରିଥାନ୍ତି । ଏହି କାରଣରୁ ଏହି ନାମର ଝିଅ ମାନଙ୍କୁ ଏକ ସୁନ୍ଦର ପରିବାର ସହିତ ଏକ ସୁନ୍ଦର ଜୀବନ ସାଥି ମିଳିଥାନ୍ତି । ଏମାନଙ୍କୁ ନିଜ ଶାଶୁ ଘରେ ବହୁତ ଭଲ ପାଇବା ମିଳିଥାଏ । ଏହି ଝିଅ ମାନେ ନିଜ ଶାଶୂଘରେ ସମସ୍ତ ସଦସ୍ୟ ଙ୍କ ଯତ୍ନ ନିଅନ୍ତି ଏବଂ ଏମାନେ ବୋହୁ ପରି ନୁହେଁ ବରଂ ଝିଅ ପରି ନଇଁ ଶାଶୂଘରେ ରୁହନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, “H” । ଏହି ନାମର ଝିଅ ଙ୍କ ହୃଦୟ ବହୁତ ସଫା ହୋଇଥାଏ ଏବଂ ଏମାନେ ବହୁତ ଖୁସି ମିଜାଜ୍ ର ହୋଇଥାନ୍ତି । ଏମାନେ ସର୍ବଦା ନିଜ ଶାଶୁ ଘରେ ସମସ୍ତଙ୍କୁ ଖୁସି ରେ ରଖିବା ପାଇଁ ଚେଷ୍ଟା କରନ୍ତି । ଏମାନେ ସମସ୍ତ ସ-ମ୍ପ-ର୍କ-କୁ ଭଲ ଭାବରେ ତୁଲାଇ ଥାଆନ୍ତି । ଏମାନଙ୍କ ଶାଶୁ ଏମାନଙ୍କୁ ମାଆ ପରି ଭଲ ପାଇବା ଦେଇଥାନ୍ତି ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, “M” । ଏହି ନାମର ଝିଅ ମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇଥାନ୍ତି । ଏମାନେ ସର୍ବଦା ନିଜ ଶାଶୁ ଘର ଲୋକଙ୍କୁ ଖୁସି ରେ ରଖନ୍ତି । ଅନ୍ୟ ମାନଙ୍କୁ ଖୁସି କରିବାର ଉପାୟ ଏମାନଙ୍କୁ ବେଶ ଭଲ ଭାବରେ ଜଣା । ଏମାନଙ୍କୁ ନିଜ ଶାଶୁ ଘରେ ବହୁତ ଭଲ ପାଇବା ମିଳିଥାଏ ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, “S” । ଏହି ନାମର ଝିଅ ବହୁତ ରାଗୀ ସ୍ୱଭାବ ର ହୋଇଥାନ୍ତି । ଏମାନେ କେବେବି ମିଛ କୁହନ୍ତି ନାହିଁ ଏବଂ ନିଜର ଭୁଲ ମଧ୍ୟ ସତ କହି ସ୍ୱୀକାର କରିଥାନ୍ତି । ଏମାନେ ନିଜ ଶାଶୁ ଘର ଲୋକଙ୍କ ସହିତ ସର୍ବଦା ଖୁସି ରେ ରୁହନ୍ତି ଏବଂ ଏହି ନାମର ଝିଅ ନିଜ ଶାଶୁ ଘରର ସମସ୍ତ ସଦସ୍ୟ ଙ୍କ ଆଦର ର ପାତ୍ର ସାଜିଥାନ୍ତି । ଏମାନେ ନିଜ ଶାଶୁ ଘର ସଦସ୍ୟ ଙ୍କୁ ନିଜର ଆୟତ୍ତ ରେ ରଖିଥାନ୍ତି ଏବଂ ଏହି ନାମର ଝିଅ ସର୍ବଦା ନିଜ ଶାଶୂଘରେ ରାଜ୍ କରିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ । ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *