Jyotish Shastra- ଟଙ୍କା ରଖିବା ପାଇଁ ଏବେ କିଣି ନିଅନ୍ତୁ 2-3 ଟି ତିଜୋରି, କାରଣ 10 ତାରିଖ ରୁ ଏହି 5 ଟି ରାଶି ହେବେ କୋଟିପତି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ରାଶିଚକ୍ର ର ବହୁତ ମହତ୍ୱ ରହିଛି । ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ ।

ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ରେ ମନୁଷ୍ୟ ରାଶିରୁ ତାର ସମସ୍ତ ସ୍ଵଭାଵ ସମ୍ପର୍କରେ ଜାଣିବାକୁ ମିଳିଥାଏ । ବନ୍ଧୁଗଣ ଏପରି କିଛି ସମୟ ଆସିଥାଏ ଯେତେବେଳେ କିଛି ରାଶିର ବ୍ୟକ୍ତି ବିଶେଷ ଙ୍କ ର ଭାଗ୍ୟ ବଦଳି ଯାଇଥାଏ । ତାଙ୍କର ସମସ୍ତ ଦୁଖଃ କଷ୍ଟ ଦୁର ହୋଇଥାଏ ।

ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ ବହୁତ କମ ଆସିଥାଏ । ଶାସ୍ତ୍ର ରେ ମଧ୍ୟ ଏହା ଲେଖା ଅଛି । ତେବେ ବନ୍ଧୁ ଗଣ ଠିକ ଏହି ପରି ସମୟ ବର୍ତ୍ତମାନ ସମୟରେ ଆସିବାକୁ ଯାଉଛି ଏହି କେତୋଟି ରାଶିର । ଆସନ୍ତା କାଲି ଠାରୁ ଏହି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି-ଆସନ୍ତା କାଲି ଠାରୁ ଯେଉଁ ବିରାଟ ପରିବର୍ତ୍ତନ ଘଟିବାକୁ ଯାଉଛି ସେଥିରେ ମେଷ ରାଶି ର ବ୍ୟକ୍ତି ବିଶେଷ ଙ୍କ ର ବହୁତ ଲାଭ ହେବାକୁ ଯାଉଛି । ମେଷ ରାଶି ର ବ୍ୟକ୍ତି ମାନେ କୌଣସି ସ୍ଥାନ କୁ ଭ୍ରମଣ କରିବା ପାଇଁ ଯାଇ ପାରନ୍ତି । ଆପଣ ଏହି ସମୟ ରେ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ର ସ୍ଵାସ୍ଥ୍ୟ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ । ଏହି ସମୟ ରେ ଆପଣ ସ୍ୱାର୍ଥପର ଲୋକଙ୍କ ଠାରୁ ଟିକେ ଦୁରେଇ ରୁହନ୍ତୁ । ଆପଣ ଏହି ସମୟ ରେ ନିଜ ଶରୀର ର ଯତ୍ନ ନିଅନ୍ତୁ ।

କୁମ୍ଭ ରାଶି-ଏହି ସମୟ ରେ କୁମ୍ଭ ରାଶି ର ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟ ରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ଏହି ସମୟ ରେ ଆପଣ ନିଜ ମନ ପସନ୍ଦ ର କାମ ଆରମ୍ଭ କରନ୍ତୁ ଆପଣଂକୁ ଏଥିରେ ସଫଳତା ମିଳିବ । ଯଦି ଆପଣଂକୁ ଚାକିରୀ ମିଳୁ ନାହିଁ ତେବେ ଏହି ସମୟ ରେ ଆପଣଂକୁ ଚାକିରୀ ମିଳିଯିବ । ଏହି ସମୟ ରେ ମହିଳାମାନେ ନିଜ ଶରୀର ପ୍ରତି ଟିକେ ଯତ୍ନବାନ ରୁହନ୍ତୁ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସମୟ ଟି ବହୁତ ଭଲ ରହିବ ।

ମିଥୁନ ରାଶି-ମିଥୁନ ରାଶି ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟରେ ବର୍ତ୍ତମାନ ସମୟ ରେ ଅନେକ ପରିବର୍ତ୍ତନ ଦେଖାଯିବ । ଏହି ସମୟ ରେ ଆପଣଂକୁ ଅନେକ ଖୁସି ଖବର ଶୁଣିବାକୁ ମିଳିବ । ଏହି ସମୟ ରେ ଆପଣ ସନ୍ତାନ ସୁଖ ଲାଭ କରିବେ । ଯେଉଁ ମାନଙ୍କ ର ବିବାହ ହୋଇପାରୁନାହିଁ ସେମାନଙ୍କ ର ଏହି ସମୟ ରେ ବିବାହ ହୋଇଯିବ । ଏହି ସମୟ ରେ ଆପଣଂକୁ ପଦୋନ୍ନତି ମିଳିବ । ଏହି ସମୟ ରେ ଆପଣ ନୂତନ ଯାନବାହନ ଓ ଘର କିଣିପାରନ୍ତି ।

କନ୍ୟା ରାଶି-ଏହି ସମୟ ରେ କନ୍ୟା ରାଶି ର ବ୍ୟକ୍ତି ବିଶେଷ ଙ୍କୁ ଅନେକ ଖୁସି ଖବର ମିଳିବ । ଆପଣଂକୁ ଏହି ସମୟ ରେ ଅଚାନକ ଧନ ପ୍ରାପ୍ତି ହେବ । ଆପଣଙ୍କ ର ଧନ ଜନିତ କୌଣସି ସମସ୍ୟା ଦେଖାଦେବ ନାହିଁ । ଆପଣ ନିଜ ଘରେ କୌଣସି ଧାର୍ମିକ କାର୍ଯ୍ୟ କରନ୍ତୁ ଏହା ଫଳ ରେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଏହି ସମୟ ରେ ଆପଣ ବିଦେଶ ଯାତ୍ରା କରିପାରନ୍ତି । ଆପଣଙ୍କ ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବାକୁ ମିଳିବ । ଏହି ସମୟ ଟି ଆପଣଙ୍କ ପାଇଁ ବହୁତ ଭଲ ସାବ୍ୟସ୍ତ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *