ଶୋଭାଗ୍ୟଶାଳୀ ଝିଅ ମାନଙ୍କୁ ଚିହ୍ନିବେ କିପରି ? ପଢନ୍ତୁ ଆଜିର 10 + Anuchinta

ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେ, ‘ନାରୀଙ୍କୁ ତ ଦେବତା ମାନେ ବୁଝି ପାରିଲେ ନାହିଁ ମଣିଷ କଣ ବୁଝିବେ’ । ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମହିଳା ମାନଙ୍କର ଗୁଣ, ଚରିତ୍ର, ଚିନ୍ତାଧାରା ଓ ସ୍ଵଭାବ ଆଦି ଭିନ୍ନ ଭିନ୍ନ ହୋଇଥାଏ । ସାଧାରଣତଃ କୌଣସି ମହିଳା ଗୋଟେ ନାରୀକୁ ଦେଖି ତା ବିଷୟରେ ସବୁ କିଛି ଜାଣିପାରି ନଥାଏ ।

ହେଲେ ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ନାରୀ ମାନଙ୍କୁ ଚିହ୍ନିବା ପାଇଁ ସେମାନଙ୍କର ଅଙ୍ଗକୁ ଆହାର କରାଯାଇଛି । ଯଦି ଆପଣ ମାନେ ସମୁଦ୍ର ଶାସ୍ତ୍ର ଅଧୟନ କରିବେ ତା ହେଲେ ଆପଣ ନାରୀ ମାନଙ୍କ ବିଷୟରେ ବହୁତ କିଛି ଜାଣି ପାରିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ନାରୀ ମାନଙ୍କର ସ୍ଵଭାବକୁ ଆଧାର କରି ସେମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଯେଉଁ ମହିଳା ମାନଙ୍କର କଣ୍ଠ କୋମଲ ଏବଂ କଥାବାର୍ତ୍ତା ଧୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି ।

୨. ଯେଉଁ ମହିଳା ମାନେ ଆସ୍ତିକ, ଖ୍ଯାମାଶୀଳ, ଦାନଶୀଳ, ବୁଦ୍ଧିମାନ ଓ କର୍ତ୍ତବ୍ୟପରାୟଣ ହୋଇଥାନ୍ତି ସେମାନେ ସାକ୍ଷାତ ଲକ୍ଷ୍ମୀଙ୍କର ସ୍ୱରୂପ ଅଟନ୍ତି ।

୩. ଯେଉଁ ମହିଳା ମାନେ ଘରକୁ ଆସୁଥିବା ଅତିଥି ମାନଙ୍କୁ ଆଦର ପୂର୍ବକୁ ସତ୍କାର କରିଥାନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୪. ଯେଉଁ ମହିଳା ମାନେ ସକାଳେ ଓ ସନ୍ଧ୍ୟା ସମୟରେ ଘରେ ଦେବୀ ଦେବତା ମାନଙ୍କୁ ଧୂପ ଦୀପ ଦେଇ ପୂଜା କରିଥାନ୍ତି ସେମାନେ ଭାଗ୍ୟବତି ହୋଇଥାନ୍ତି ।

୫. ଯେଉଁ ମହିଳା ମାନଙ୍କର ଗାଲ ଗୋଲ, ସୁନ୍ଦର ଓ ଶିର ଦେଖାଯାଇନଥାଏ, ସେମାନେ ଦୈବି ଗୁଣଯୁକ୍ତ ମହିଳା ହୋଇଥାନ୍ତି । ଏହି ମହିଳା ମାନେ ଯେଉଁ ଘରକୁ ବୋହୁ ହୋଇଯାଇଥାନ୍ତି ସେହି ଘରେ ଧନ ଓ ମାନ ସମ୍ମାନ ବୃଦ୍ଧି ହୋଇଥାଏ ।

୬. ଯେଉଁ ମହିଳାଙ୍କର ବେକ ଚାରି ଆଙ୍ଗୁଳି ବିଶିଷ୍ଟ, ସୁନ୍ଦର ଓ ସୁଢଳ ହୋଇଥାଏ ସେମାନେ ଉତ୍ତମ ଲକ୍ଷଣଯୁକ୍ତ ମହିଳା ଅଟନ୍ତି ।

୭. ଯେଉଁ ମହିଳା ମାନଙ୍କର ଓଠ ଦୁଇ ଆଙ୍ଗୁଳି ବିଶିଷ୍ଠ, ସୁନ୍ଦର ଓ ମାଂସାଳ ହୋଇଥାଏ ସେମାନେ ଶୋଭାଗ୍ୟଶାଳୀ ମହିଳା ଅଟନ୍ତି ।

୮. ଯେଉଁ ମହିଳା ମାନଙ୍କ ବେକରେ ଘଣ୍ଟିକା ଉଛ ହୋଇଥାଏ ସେମାନେ ଅତ୍ୟନ୍ତ ଶୋଭାଗ୍ୟଶାଳୀ ମହିଳା ଅଟନ୍ତି ।

୯. ଯେଉଁ ମହିଳା ମାନଙ୍କ ବେକରେ ତିନୋଟି ରେଖା ପଡିଥାଏ ସେମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ଐଶ୍ଵର୍ଯ୍ୟଶାଳୀ ହୋଇଥାନ୍ତି ।

୧୦. ଯେଉଁ ମହିଳା ମାନଙ୍କର ନାକର ଅଗ୍ର ଭାଗ ଅଳ୍ପ ଲମ୍ବି ଥାଏ ସେମାନଙ୍କୁ ବହୁତ ସୁଖ ଓ ଶୋଭାଗ୍ୟ ପ୍ରାପ୍ତ ହୋଇଥାଏ ।

୧୧. ଯେଉଁ ମହିଳାଙ୍କ ଓଠ ମଝିରେ ରେଖା ଦେଖାଯାଇଥାଏ ସେମାନେ ଅତ୍ୟନ୍ତ ଶୋଭାଗ୍ୟଶାଳୀ ଅଟନ୍ତି ।

୧୨. ଯେଉଁ ମହିଳା ମାନଙ୍କର ପାଟିରେ ଉପରେ ଷୋହଳଟି ଓ ତଳେ ଷୋହଳଟି ଦାନ୍ତ କ୍ଷୀର ପରି ସଫା ଥାଏ ସେମାନେ ତାଙ୍କ ସ୍ଵାମୀଙ୍କ ଅତି ପ୍ରିୟ ହୋଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ । ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *