ଶାଶୁଘରେ ରାଣୀ ପରି ରହିଥାନ୍ତି ଏହି ୩ ଟି ନାମର ଝିଅ – Jyotish

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ପ୍ରତ୍ୟେକ ଝିଅ ଙ୍କ ମନରେ କିଛି ନିଆରା ସ୍ବପ୍ନ ରହିଥାଏ ଏବଂ ତାହା ମଧ୍ୟରୁ ବିବାହ ମଧ୍ୟ ହେଉଛି ଏକ ନିଆରା ତଥା ସ୍ଵତନ୍ତ୍ର ସ୍ବପ୍ନ । ଝିଅ ମାନେ ନିଜ ବିବାହ କୁ ନେଇ ଅନେକ କିଛି ସ୍ବପ୍ନ ଦେଖିଥାନ୍ତି । ବୈଦିକ ଯୁଗ ରୁ ଏକ ପ୍ରବାଦ ରହି ଆସିଛି ।

‘ଦୁହିତା ଦୁଇ କୂଳକୁ ହିତା’ । ଅର୍ଥାତ ଉଭୟ ବାପ ଘର ଏବଂ ଶାଶୁ ଘରର ମଙ୍ଗଳ ପାଇଁ ଝିଅ ମାନଙ୍କ ଜନ୍ମ ହୋଇଥାଏ । ନିଜ ବାପ ଘରେ ଝିଅ ବହୁତ ଭଲ ପାଇବା ଓ ସ୍ନେହ ରେ ବଢ଼ିଥାଏ ଏବଂ ପ୍ରତ୍ୟେକ ଝିଅ ମନରେ ଏକ ଡର ରହିଥାଏ ଯେ, ତାକୁ ଯେପରି ନିଜ ବାପ ଘରେ ଭଲ ପାଇବା ମିଳିଥିଲା ସେହିପରି ଭଲ ପାଇବା ଶାଶୁ ଘରେ ମିଳିବ ଅଥବା ନୁହେଁ ।

ପ୍ରତ୍ୟେକ ଝିଅ ନିଜ ଜୀବନସାଥୀ ଉପରେ ଭରସା କରି ଏକ ନୂତନ ଜୀବନ ର ଆରମ୍ଭ କରିଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ୩ ଟି ନାମର ଝିଅ ମାନଙ୍କ ସମ୍ବନ୍ଧରେ କୁହା ଯାଇଛି । ଯେଉଁ ମାନଙ୍କୁ ନିଜ ଶାଶୁ ଘରେ ବହୁତ ଭଲ ପାଇବା ମିଳିଥାଏ ଏବଂ ସେମାନେ ନିଜ ଶାଶୁ ଘରେ ସବୁବେଳେ ଖୁସି ରେ ରୁହନ୍ତି । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, “M” । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି । ଏମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏମାନେ କେବେବି ନିଜ ମନରେ ଅନ୍ୟ ପାଇଁ ଖରାପ ଭାବନା ରଖନ୍ତି ନାହିଁ । ଏମାନେ ନିଜ ଶାଶୁ ଘର ର ସମସ୍ତ ସଦସ୍ୟ ଙ୍କୁ ବହୁତ ଭଲ ପାଆନ୍ତି । ଏହି କାରଣରୁ ଏହି ନାମର ଝିଅ ମାନଙ୍କୁ କେବଳ ଜଣେ ଭଲ ଜୀବନସାଥୀ ହିଁ ନୁହେଁ, ବରଂ ଭଲ ଶାଶୂଘର ମଧ୍ୟ ମିଳିଥାଏ ଏବଂ ଏମାନେ ନିଜ ଶାଶୂ ଘରେ ସର୍ବଦା ଖୁସି ରେ ରୁହନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, “K” । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ମଧ୍ୟ ଶାଶୂଘର ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଯେଉଁ ଘରକୁ ବୋହୁ ହୋଇ ଯାଆନ୍ତି, ସେହି ଘରେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ଏବଂ ମାନ ସମ୍ମାନ ମିଳିଥାଏ ।

ଏମାନଙ୍କୁ ନିଜ ଶାଶୁ ଘରେ ପୁଅ ଠାରୁ ମଧ୍ୟ ଅଧିକ ଭଲ ପାଇବା ମିଳିଥାଏ । ଏମାନେ ଶାଶୁ ଘରେ ସମସ୍ତଙ୍କ ପ୍ରିୟ ପାତ୍ର ଅଟନ୍ତି ଏବଂ ଏମାନଙ୍କୁ କେବେବି ନିଜ ଶାଶୂଘରେ ପର ବୋଲି ଅନୁଭବ ହେବାକୁ ଦିଅନ୍ତି ନାହିଁ । ଏହି କାରଣରୁ ଏହି ନାମର ଝିଅ ସର୍ବଦା ନିଜ ଶାଶୂଘରେ ଖୁସି ରେ ରୁହନ୍ତି ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, “A” । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅଟନ୍ତି । ଏମାନଙ୍କୁ ଏକ ଭଲ ଶାଶୂଘର ମିଳିଥାଏ । ଏହି ନାମର ଝିଅ ମାନଙ୍କୁ ତାଙ୍କ ଶାଶୁ ଓ ଶ୍ୱଶୁର ଙ୍କ ବହୁତ ଭଲ ପାଇବା ଓ ସ୍ନେହ ମିଳିଥାଏ ଏବଂ ଏମାନଙ୍କୁ ତାଙ୍କ ଶାଶୁ ଓ ଶ୍ବଶୁର ନିଜ ପଲକରେ ବସାଇ ରଖନ୍ତି । ଏହାସହିତ ଏମାନଙ୍କ ଜୀବନ ସାଥି ମଧ୍ୟ ଏମାନଙ୍କର ଖୁବ ଯତ୍ନ ନେଇଥାନ୍ତି । ଏହି କାରଣରୁ ଏହି ନାମର ଝିଅ ମାନେ ନିଜ ଶାଶୁ ଘରେ ସର୍ବଦା ଖୁସି ରେ ରୁହନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *