ରାତିରେ ଶୋଇବା ସମୟରେ ଯଦି କରୁ ନାହାନ୍ତି ଏହି 1 ଗୁପ୍ତ କାମ, ତେବେ ସାରା ଜୀବନ କାନ୍ଦିବେ- Chanakya Niti

ହିନ୍ଦୁ ଶାସ୍ତ୍ର ଅନୁସାରେ ଅନେକ ଗ୍ରନ୍ଥ ଅଛି । ଯେଉଁ ଗୁଡିକ ବିଷୟରେ ଆମେ ଜାଣିଛେ ମାତ୍ର ଆମେ ଏହା ଭିତରେ ବର୍ଣନା କରା ଯାଇଥିବା କଥାକୁ ଜାଣିନେ । ଚାଣକ୍ୟ ହେଉଛନ୍ନତି ଜଣେ ନୀତିବାନ ଜ୍ଞାନୀ ବ୍ୟକ୍ତି । ଯିଏ କି ନିଜ ଜ୍ଞାନ ବଦଳରେ ସବୁ ପ୍ରକାର ଶତ୍ରୁ କୁ ମିତ୍ରା କରାଇ ପାରିଥିଲେ । ରଙ୍କ କୁ ରାଜା କରାଇ ଥିଲେ ।

ତାଙ୍କ ମତ ଅନୁସାରେ କହିବା ପାଇଁ ଗଲେ ସେ ନିଜ ଜ୍ଞାନ କୁ ଏକ ପୁସ୍ତକ ରେ ରଖିଛନ୍ତି ଯାହାର ନାମ ହେଉଛି ଚାଣକ୍ୟ ନୀତି ବାଣୀ । ସେ ନିଜ ଅନୁଭବ ମାଧ୍ୟମରେ କହିଛନ୍ତି କି କେଉଁ ସ୍ତ୍ରୀ ଲୋକ କିଭଳି ଅଟେ ସେ କିଭଳି ନିଜ ଜିନିଷ କୁ ସମ୍ଭାଳି ଥାଏ । ଓ କେଉଁ କାମ ସ୍ତ୍ରୀ ଲୋକମାନଙ୍କ ସହ କରିବା ଅନୁଚ୍ଚିତ ଅଟେ । ଏହା ଆଗରୁ ଆମେ ଆପଣଙ୍କୁ କହିଦେବା କି ସ୍ତ୍ରୀ ଲୋକମାନଙ୍କ ଏହି ଅଙ୍ଗ ଯଦି ବଡ ଅଛି ତେବେ ଏହା କଣ ପରିଣାମ ଦେଇଥାଏ ।

ଦେଖନ୍ତୁ ଏହା ବିଷୟରେ ଗରୁଡ ପୁରାଣରେ ମଧ୍ୟ ବର୍ଣନା କରାଯାଇଛି । ଭାରତରେ ମହିଳା ମାନଙ୍କୁ ଦେବୀର ରୂପ ଦିଆ ଯାଇଛି କୁହା ଯାଏ କି ଶେଠୀ ପାଇଁ ବୋଧେ ହୁଏ ନାରୀକୁ ଏଠାରେ ପୂଜା କରାଯାଏ । କିଛି ମହିଳା ମାନଙ୍କ ବଡ ଅଙ୍ଗ ସେମାନଙ୍କ ପାଇଁ ଖୁବ ଭଲ ଥାଏ ସେଥିପାଇଁ ବିବାହ ପାଇଁ ଝିଅ ଦେଖିବା କୁ ଯିବା ସମୟରେ ମହିଳା ମାନଙ୍କ ଶାରୀରିକ ସୁନ୍ଦରତା ବଦଳରେ ସେମାନେ ମହିଳାଙ୍କ ଅଙ୍ଗ କୁ ଦେଖୁଥିଲେ ।

ଆସନ୍ତୁ ଜଣାଇବା ଏହି ଅଙ୍ଗ ବିଷୟରେ । ଯେଉଁ ମହିଳା ମାନଙ୍କ ଲାମ୍ବା ଚୁଟି ଥାଏ ସେମାନେ ନିଜ ସ୍ଵାମୀ ପାଇଁ ଖୁବ ଭଲ ପରିଣାମ ମିଳିଥାଏ । ଆପଣ ଦେବୀଙ୍କ ମୂର୍ତି ରେ ଦେଖିଥିବେ କି ତାଙ୍କ କେଶ ଖୁବ ଲାମ୍ବା ଓ ସୁନ୍ଦର ଅଟେ । ଏହା ପରେ ଲାମ୍ବା କଣ୍ଠ ଥିବା ନାରୀ । ଏହି ନାରୀ ମାନେ ନିଜ ସ୍ଵାମୀ ପାଇଁ ଖୁବ ଶୁଭ ଫଳଦାଇ ହୋଇଥାନ୍ତି ତାଙ୍କ ସ୍ବାମୀର କେବେ ହେଲେ କିଛି ଭି ଅସୁବିଧା ହୋଇ ନଥାଏ ।

ଯେଉଁ ମହିଳା ମାନଙ୍କ ବକ୍ଷ ସ୍ଥଳ ବଡ ଓ ସୁନ୍ଦର ହୋଇଥାଏ ସେମାନେ ସୌଭାଗ୍ୟ ର ପ୍ରତୀକ ଅଟନ୍ତି । ସେହି ଭଳି ନାରୀମାନେ ଖୁବ ଶୀଘ୍ର ଉର୍ଣ୍ଣତି କରିଥାନ୍ତି । ଏହି ମହିଳା ମାନଙ୍କ ପିଲା ମାନେ ମଧ୍ୟ ଖୁବ ଭଲ ମଣିଷ ହୋଇଥାନ୍ତି ସମାଜରେ । ଯେଉଁ ମହିଳା ମାନଙ୍କ ଜଙ୍ଘ ଖୁବ ମାଂସାଳ ଓ ସୁନ୍ଦର ଅଟେ ସେମାନେ ଖୁବ ଭାଗ୍ୟଶାଳି ମହିଳା ଅଟନ୍ତି । ଏହି ଭଳି ମହିଳା ମାନେ ଥିଲେ ସ୍ଵାମୀ କୁ ବାହନ ଓ ଘର ଭଳି ଜିନିଷ ପ୍ରାପ୍ତି ହୋଇଥାଏ ।

ଯେଉଁ ମହିଳା ମାନଙ୍କ ଆଖି ଖୁବ ବଡ ହୋଇଥାଏ ସେମାନ ବିଦେଶୀ ବିବେକବାନ, ଖୁବ ସାହଶି ହୋଇଥାନ୍ତି ଏହି ଭଳି ମହିଳା ଥିଲେ ଘରେ ଧନର ଅଭାବ ହୁଏନି । ଯେଉଁ ମହିଳା ମାନଙ୍କ ନାକ କ୍ଷ୍ହୁବ ବଡ ହୋଇଥାଏ ସେମାନେ ନିଶ୍ଚିତ ଭାବେ ଖୁବ ଶାହାଶୀ ହୋଇଥାନ୍ତି ଓ ସେମାନେ ନିଜ ପରିବାର ଉପରକୁ ଆସୁଥିବା ସବୁ ଜିନିଷକୁ ସମ୍ଭାଳିଇ ନେଇଥାନ୍ତି । ଏବେ ଆସନ୍ତୁ ଜାଣିବା ଗୋଟେ ସ୍ଵାମିକୁ ତା ସ୍ତ୍ରୀ ସହ ପ୍ରତେକ ଦୀନ ରାତିରେ ପ୍ରେମ କରିବା ଉଚ୍ଚିତ ତାହେଲେ ଆପଣଙ୍କ ବିବାହ ଜୀବନ ଖୁବ ଭଲ ଓ ସୁଖମୟ ହେବ ।

Leave a Reply

Your email address will not be published. Required fields are marked *