Jyotish Shastra- 9 ତାରିଖ, ବୃହସ୍ପତି ଚଳନ, ୫ ଟି ରାଶିରେ ହେବ ଧନର ବର୍ଷା, ୭ ଟି ରାଶି ରୁହନ୍ତୁ ସାବଧାନ !

ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ୫ ଅଗଷ୍ଟ ସୋମବାର ଦିନ ମାତ୍ର ୧୨ ଘଣ୍ଟା ୨୨ ମିନିଟରେ ବୃହସ୍ପତି ମକର ରାଶିରୁ କୁମ୍ଭ ରାଶିକୁ ଚଳନ କରିବେ । ବନ୍ଧୁଗଣ ଦେବଗୁରୁ ବୃହସ୍ପତି କୁମ୍ଭ ରାଶିରେ ପାଞ୍ଚ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ବିରାଜିତ ରହିବେ ।

ଏହାପରେ ସେ ପୁନଶ୍ଚ ମକର ରାଶିକୁ ବକ୍ରୀ ଅବସ୍ଥାରେ ପ୍ରବେଶ କରିବେ । ବନ୍ଧୁଗଣ ଏହି ବୃହସ୍ପତି ଚଳନ କିଛି ରାଶି ମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ଯାହାଫଳରେ ଏହି ରାଶି ମାନଙ୍କ ଭାଗ୍ୟ ବଦଳିଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମେଷ ରାଶିର ବ୍ୟକ୍ତି ବିଶେଷ ମାନେ । ବୃହସ୍ପତି ଚଳନ ହେତୁ ଆସୁଥିବା ଅଗଷ୍ଟ ପାଞ୍ଚ ତାରିଖ ପରଠାରୁ ମେଷ ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ବଦଳିଯିବ । ଆପଣ ମାନଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ବର୍ତ୍ତମାନ ଦୂର ହେବାକୁ ଯାଉଛି । ଆପଣ ମାନଙ୍କୁ ଚାକିରି ଓ ବ୍ୟାପାର କ୍ଷେତ୍ରରେ ପ୍ରଚୁର ଲାଭ ମିଳିବାକୁ ଯାଉଛି । ସମାଜରେ ଆପଣ ମାନଙ୍କ ମାନ ସମ୍ମାନ ବୃଦ୍ଧି ହେବ ଓ ଆପଣଙ୍କ ଆଗାମୀ ଜୀବନ ବହୁତ ସୁଖ ସମୃଦ୍ଧିରେ ଅତିବାହିତ ହେବ ।

ବୃଷ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ । ବୃହସ୍ପତି ଚଳନ ହେତୁ ଆସୁଥିବା ଅଗଷ୍ଟ ପାଞ୍ଚ ତାରିଖ ପରଠାରୁ ବୃଷ ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ । ଆପଣ ମାନଙ୍କ ବୈବାହିକ ଜୀବନରେ ମଧୁରତା ରହିବ । ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ପ୍ରଚୁର ଧନଲାଭ ହେବାକୁ ଯାଉଛି । ଆପଣଙ୍କ ଦ୍ଵାରା ହୋଇଥିବା ସମସ୍ତ ଯୋଜନା ଫଳଦାୟକ ରହିବ ଓ ଆପଣଙ୍କୁ ଆସୁଥିବା ସମୟରେ ନିଶ୍ଚୟ ଏକ ବଡ ଖୁସି ଖବର ମିଳିବ ।

ମକର ରାଶି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ମକର ରାଶିର ବ୍ୟକ୍ତି ବିଶେଷ ମାନେ । ବୃହସ୍ପତି ଚଳନ ହେତୁ ଆସୁଥିବା ଅଗଷ୍ଟ ପାଞ୍ଚ ତାରିଖ ପରଠାରୁ ମକର ରାଶିର ବ୍ୟକ୍ତି ମାନଙ୍କୁ ଆସୁଥିବା ସମୟରେ ନିଶ୍ଚୟ ଏକ ବଡ ଖୁସି ଖବର ମିଳିବ । ଆପଣ ମାନେ ବ୍ୟାପାର କ୍ଷେତ୍ରରେ ବିଦେଶ ଯାତ୍ରା କରିବାକୁ ଯାଇପାରନ୍ତି । ଆପଣ ମାନଙ୍କର ଅଟକି ଯାଇଥିବା ଧନ ଆପଣ ବହୁତ ଶୀଘ୍ର ଫେରି ପାଇବେ ଓ ଆପଣଙ୍କ ଆଗମି ଜୀବନ ସୁଖ ସମୃଦ୍ଧିରେ ବ୍ୟତୀତ ହେବ ।

ସିଂହ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସିଂହ ରାଶିର ବ୍ୟକ୍ତି ବିଶେଷ ମାନେ । ଆସୁଥିବା ସମୟରେ ଆପଣ ମାନଙ୍କୁ ବ୍ୟାପାର ଓ ଚାକିରି କ୍ଷେତ୍ରରେ ପ୍ରଚୁର ଲାଭ ମିଳିବାକୁ ଯାଉଛି । ଆପଣଙ୍କୁ ନିଜ ସ୍ତ୍ରୀର ପୂର୍ଣ୍ଣ ସହାୟତା ମିଳିବ । ସନ୍ତାନ ପକ୍ଷରୁ ଆପଣ ମାନଙ୍କୁ ଖୁସି ଖବର ମିଳିବ । ପରିବାରରେ ସୁଖ ସମୃଦ୍ଧିର ବାତାବରଣ ରହିବା ସହ ଆପଣଙ୍କ ମନ ପ୍ରସନ୍ନ ରହିବ ।

କୁମ୍ଭ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ । ଆପଣ ମାନଙ୍କୁ ଏହି ବୃହସ୍ପତି ଚଳନ ହେତୁ ପ୍ରଚୁର ଧନଲାଭ ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯିବ । ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆପଣଙ୍କୁ ନିଜ ସ୍ତ୍ରୀ ଠାରୁ ସମସ୍ତ ସୁଖ ମିଳିବ । ଏହା ସହିତ ଆପଣ ଆସୁଥିବା ସମୟରେ ଭୂମି ଓ ବାହାନ ଆଦି କିଣିବାରେ ସକ୍ଷମ ହେବେ ।

ରାଶି ଚକ୍ର ର ବାକି ୭ ଟି ରାଶିଙ୍କ ପାଇଁ ଏହି ବୃହସ୍ପତି ଚଳନ ଶୁଭ ଫଳ ପ୍ରଦାନ କରିବ ନାହିଁ । ତେଣୁ ଆପଣ ମାନଙ୍କୁ ଟିକେ ସତର୍କତାର ସହ ଜୀବନର ସମସ୍ତ ନିଷ୍ପତ୍ତି ନେବାକୁ ପଡିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *