ଓଡିଆ Film Heroin ମାନଙ୍କ ଘର କେଉଁଠି ?

ଓଡିଶାରେ ଚଳଚିତ୍ର ଜଗତରେ ବହୁତ ପ୍ରକାର ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ତାଙ୍କ ସୁନ୍ଦରତା ଆଉ ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କୁ ପସନ୍ଦ କରିଥାନ୍ତି । ଆଉ ଯେଉଁ ଅଭିନେତା ଓ ଅଭିନେତ୍ରୀ ଭଲ ଲାଗିଥାନ୍ତି ତାଙ୍କୁ ହିଁ ସେମାନେ ଉଚରେ ବସାଇ ଥାନ୍ତି ।

ଏହି ଅଭିନେତା ଓ ଅଭିନେତ୍ରୀ ଫିଲ୍ମ କରିବା ଆଗରୁ ସେମାନେ ସାମାନ୍ଯ ଲୋକ ଥାନ୍ତି ଆଉ ଚଳଚିତା ଦ୍ଵାରା ସେମାନେ ପ୍ରସିଦ୍ଧ ହୋଇଥାନ୍ତି ଯାହା ପାଏ ଲୋକ ତାଙ୍କ ବିଷୟରେ ଓ ତାଙ୍କ ଘର ବିଷୟରେ ଜାଣିବା ପାଇଁ ଇଛା କରିଥାନ୍ତି । ଆଜି ଆମେ ଓଡିଶାର କିଛି ପ୍ରସିଦ୍ଧ କଳାକାର ମାନଙ୍କ ଘର କେଉଁଠି ତାହା ଜାଣିବା ।


ଭୂମିକା :- ଭୂମିକାକୁ ପ୍ରାୟ ସମସ୍ତେ ଜାଣିଛନ୍ତି ସେ ଛୋଟ ବେଳୁ ଫିଲ୍ମରେ ଅଭିନୟ କରି ଆସୁଛନ୍ତି । ଆଉ ତାଙ୍କର ପ୍ରଥମ ଫିଲ୍ମ ହେଲା ରୁମକୁ ଝୁମାନା । ଏହି ଫିଲ୍ମ ଦ୍ଵାରା ଲୋକଙ୍କ ମନକୁ କିଣି ପଡ଼ିଥିଲେ । ଆଉ ସେ ମୁଖ୍ୟ ଅଭିନେତ୍ରୀ ରୂପରେ ପ୍ରଥମେ ଚଳଚିତ୍ର କରିଥିଲେ । ତୁ ମୋ ଲଭ ଷ୍ଟୋରି ଫିଲ୍ମ ଶୁଟିଙ୍ଗ ସମୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ଭୂମିକାଙ୍କ ଘର ଭୁବନେଶ୍ବରରେ ଅଟେ ସେ ତାଙ୍କ ନିଜ ପରିବାର ଓ ବାପା ମା ଓ ଭାଇଙ୍କ ସହ ରହୁଛନ୍ତି ।


ବର୍ଷା ପ୍ରିୟଦର୍ଶନୀ :- ବର୍ଷା ପ୍ରିୟଦର୍ଶିନୀ ବହୁତ ଓଡିଆ ଚଳଚିତ୍ରର ବହୁତ ପ୍ରସିଦ୍ଧ ହିରୋଇନ ଅଟନ୍ତି । ବର୍ଷାଙ୍କୁ ମଧ୍ୟ ଓଡିଶାବାସୀ ବହୁତ ପ୍ରସନ୍ଦ କରନ୍ତି ତାଙ୍କର ଅଭିନୟ ଜାଦୁ ଦ୍ଵାରା ସେ ସମସ୍ତଙ୍କ ମନକୁ କିଣିପାରିଛନ୍ତି । ସେ ବିବାହ ପରେ ଆଉ ଫିଲ୍ମ କରୁ ନାହାନ୍ତି । ତାଙ୍କର ହୋମ ଟାଉନ ଭୁବନେଶ୍ବର ଅଟେ କିନ୍ତୁ ସେ ବିବାହ ପରେ ଅନୁଭବ ମହାନ୍ତିଙ୍କ ସହ କଟକ ଶାଶୁ ଘରେ ରହୁଥିଲେ ।


ପୁର୍ଣିମା ମିଶ୍ର :- ଆପଣ ମାନେ ପୁର୍ଣିମା ମିଶ୍ରଙ୍କୁ ଭଲ ଭାବରେ ଜାଣିଥିବେ ସେ ବହୁତ ଗୁଡିଏ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି । ପୁର୍ନିମାଙ୍କ ଘର ଭୁବନେଶ୍ବରରେ ଅଟେ । ତାଙ୍କର ଅଭିନଯ ମଧ୍ୟ ବହୁତ ସୁନ୍ଦର ଅଟେ ।


ଅର୍ଚିତା ସାହୁ :- ଅର୍ଚିତାଙ୍କୁ କିଏ ବା ନଜାଣିଛି ସେ ବହୁତ ଚର୍ଚିତ ଅଭିନେତ୍ରୀ ଅଟନ୍ତି । ତାଙ୍କର ସବୁ ଫିୟଳ୍ମ ସୁପର ଦୁପର ହିଟ ଅଟେ । ତାଙ୍କର ଅଭିନୟ ବହୁତ ସୁନ୍ଦର ଆତେ ଲୋକ ମାନେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ଅର୍ଚିତାଙ୍କ ଘର ଭୁବନେଶ୍ବରରେ ଓ ତାଙ୍କୁ ବୁଲିବା ପାଇଁ ବହୁତ ଭଲ ଲାଗିଥାଏ । ଆଗକୁଆମ ସହିତ ଏମିତି ରହିବା ପାଇଁ ଆମ ପେଜକୁ ଲାଇକ ଆଉ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *