ଶାଶୁ ଘରେ ସମସ୍ତଙ୍କ ଅତି ଗେହ୍ଲା ହୋଇଥାନ୍ତି ଏହି 5 ନାମର ଝିଅ- Jyotisha Shastra

ନମସ୍କାର ବନ୍ଧୁଗଣ, ଗୋଟିଏ ଝିଅର ସବୁବେଳେ ଗୋଟିଏ ହିଁ ଇଚ୍ଛା ଥାଏ ନିଜ ଶାଶୁ ଘରେ ତାକୁ ମାନ ସମ୍ମାନ ଭଲପାଇବା ସମସ୍ତଙ୍କ ଠାରୁ ମିଳୁ । କିନ୍ତୁ ଏହି ଇଚ୍ଛା ସମସ୍ତଙ୍କର ପୁରା ହୋଇନଥାଏ । କିଛି ଝିଅ ନିଜ ଶାଶୁ ଘରେ ଅବଳା ଦୁର୍ବଳା ଭାବରେ ଜୀବନ କାଟନ୍ତି । ତାଙ୍କ କଥାର କୌଣସି ମୂଲ୍ୟ ନଥାଏ । ତେବେ ଆଜି ଆସନ୍ତୁ ଏହି ସବୁ ଦୁଃଖରୁ ବଞ୍ଚିତ ଥିବା ଶାଶୁ ଘରେ ଗେଲ୍ହା ହୋଇ ରହିବାକୁ ଯାଉଥିବା 5ଟି ନାମର ଝିଅଙ୍କ ବିଷୟରେ ଜାଣିବା ।

P ନାମର ଝିଅ: ଜୋତିଶ ଶାସ୍ତ୍ର ଅନୁଯାୟୀ ଏହି ନାମର ଝିଅ ହୃଦୟରୁ ବହୁତ ହିଁ ଭଲ ହୋଇଥାନ୍ତି । ଅନ୍ୟ ମାନଙ୍କ ଦୁଖ ସୁଖରେ ତାଙ୍କ ସାଥିରେ ରହିବା ଗୁଣ ଭରପୁର ରହିଥାଏ । ବିବାହ ପରେ ନିଜ ସ୍ଵାମୀ ସହ ଜଡିତ ଥିବା ସମସ୍ତ ଲୋକଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । D ନାମର ଝିଅ: ଏହି ନାମର ଝିଅ ଶାଶୁ ଘର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ନିଜ ଆଚାର ବ୍ୟବହାର ପାଇଁ ଶାଶୁ ଘରେ ସମସ୍ତଙ୍କ ମନ ଜିତି ନିଅନ୍ତି । ଘର ବାହାର ସମସ୍ତ କାର୍ଯ୍ୟ କରିବା ପାଇଁ ଏମାନେ ସକ୍ଷମ ହୋଇଥାନ୍ତି ।  ସମସ୍ତଙ୍କ ମନ କଥା ବୁଝିଥାନ୍ତି । ସମସ୍ତଙ୍କ ଯତ୍ନ ବେସ ଭଲ ଭାବରେ ନିଅନ୍ତି । କୌଣସି ଜିନିଷର କେବେ ଅଭାବ ଅନୁଭବ କରିବା ପାଇଁ ଦିଅନ୍ତି ନାହି । ଏହିସବୁ କାରଣ ପାଇଁ ଶାଶୁ ଘରେ ସମସ୍ତଙ୍କର ଅତି ପ୍ରିୟ ହୋଇଯାନ୍ତି ଏହି ନାମର ଝିଅ ।

N ନାମର ଝିଅ: ଏହି ନାମର ଝିଅ ବାହାରୁ ବହୁତ କଠିନ ହୋଇଥାନ୍ତି । କିନ୍ତୁ ହୃଦୟ ଭିତରୁ ବହୁତ କୋମଳ ହୋଇଥାନ୍ତି । ବାହାଘର ପରେ ନିଜ ସ୍ଵାମୀ ଏବଂ ଶାଶୁ ଘର ଲୋକଙ୍କ ଜୀବନରେ ଖୁସି ଭରି ଦେଇଥାନ୍ତି । ଶାଶୁ ଘର ସମସ୍ତ ଛୋଟ ବଡ ଲୋକଙ୍କ ବହୁତ ଭଲ ଭାବରେ ଧ୍ୟାନ ରଖିଥାନ୍ତି । ନିଜର ଏହି ସ୍ଵାଭାବ କାରଣରୁ ଏମାନେ ଶାଶୁ ଘରେ ସମସ୍ତଙ୍କର ଚାହିଦା ହୋଇ ରୁହନ୍ତି ।

S ନାମର ଝିଅ: ଏହି ନାମର ଝିଅ  ବହୁତ ବୁଦ୍ଧିମାନ ହୋଇଥାନ୍ତି । ଶାଶୁ ଘରେ ଏମାନଙ୍କ ପାଦ ପଡିବା ଶୁଭ ହୋଇଥାଏ । ସବୁ ପରିସ୍ଥିତିକୁ ସମ୍ଭାଳିବାର କ୍ଷମତା ରଖିଥାନ୍ତି ନିଜ ଭିତରେ । ଏମାନେ ସର୍ବଦା ଏଭଳି କାର୍ଯ୍ୟ କରିଥାନ୍ତି ଯେଉଁ ତିରେ ନିଜ ସ୍ଵାମୀ ସହ ଶାଶୁ ଘର ଲୋକଙ୍କ ମାନ ସମ୍ମାନରେ ବୃଦ୍ଧି ହୋଇଥାଏ । ସମସ୍ତଙ୍କ ଖୁସିର ବହୁତ ଭଲ ଭାବରେ ଧ୍ୟାନ ରଖନ୍ତି । ତେଣୁ ଏମାନେ ଶାଶୁ ଘରେ ବହୁତ ପ୍ରିୟ ହୋଇଥାନ୍ତି ।

R ନାମର ଝିଅ: ଏହି ନାମର ଝିଅ ନିଜ ପରିବାର ଲୋକଙ୍କୁ ସର୍ବଦା ସାଥିରେ ନେଇ ଚାଲିଥାନ୍ତି ଏମାନେ । ଏହି କାରଣ ପାଇଁ ଶାଶୁ ଘର ଲୋକ ଏମାନଙ୍କୁ ବହୁତ ଭଲ ପାଇଥାନ୍ତି । ଯାହାଫଳରେ ଏମାନେ ନିଜ ଶାଶୁ ଘର ଲୋକଙ୍କ ପ୍ରିୟ ହୋଇଯାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *