ଶନିବାର ଦିନ ମରିଗଲେ ବି ଖାଆନ୍ତୁ ନାହିଁ ଏହି 5ଟି ଜିନିଷ, ଖାଇଲେ ହେବ ସର୍ବନାଶ – ଲାଗିବ ଶନିଙ୍କ କୋପ ଦୃଷ୍ଟି

ପ୍ରତେକ ବ୍ଯକ୍ତିର ରାଶିର ଜୀବନରେ ସୂର୍ଯ୍ୟ ଏକ ମାସ ପାଇଁ ଓ ଚନ୍ଦ୍ରମା ଦୁଇ ମାସ ଦୁଇ ଦିନ ପାଇଁ ଆସି ଥାନ୍ତି । ମଙ୍ଗଲ ଦେଢ ମାସ ଓ ବୁଧ ଏକ ମାସ ଯାଏ ରହି ଥାଏ । ଶୁକ୍ର ଏକ ମାସ ଯାଏ ବୃହସ୍ପତି ୧୩ ମାସ ଯାଏ ରହି ଥାଆନ୍ତି । କିନ୍ତୁ ଶନି ଦେବ ଅଢେଇ ମାସରୁ ଆରମ୍ଭ କରି ସାଢେ ସାତ ବର୍ଷ ଯାଏ ରହି ଥାନ୍ତି । ଆପଣ ମାନେ ଜାଣି ଥିବେ କି ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ସହନୀୟ ବାର ଦିନ ସମର୍ପିତ ଅଟେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଶନି ଦେଆବ ଙ୍କ କୃପା ପାଇବା ଜ୍ଯୋତିଷ ମାନେ ଶନି ଉପାସ କରିବା ପାଇଁ ମତ ଦେଇ ଥାନ୍ତି ।

କୁହା ଯାଏ ଯେ ଶନି ଦେବ ଖରାପ କାମ କରୁଥିବା ଲୋକଙ୍କୁ ଭଲ ଫଳ ଓ ଯେଉଁ ମାନେ ଭଲ କାମ କରନ୍ତି ସେମାନଙ୍କୁ ଭଲ ଫଳ ଦେଇ ଥାନ୍ତି । କୁହା ଯାଏ କି ଭଗବାନ ଶନି ଏହି ଭଳି କାହା କୁ ଛାଡି ନାହାନ୍ତି ଯାହାକୁ ସେ ନିଜର ଅଶୁଭ ଓ ଶୁଭ ଦ୍ରୁଷ୍ଟି ଦେଇ ନାହାଁନ୍ତି । ତେଣୁ ଆମେ ସବୁ ବେଳେ ସବୁ ସମୟରେ ଶନି ଦେବଙ୍କ ନିୟମ ମାନି ଚାଲିବା ଭଲ । ଆପଣ ଏହାକୁ ନ ମାନିବା ଦ୍ଵାରା ଆପଣ ଯେତେ ବଡ ଧନୀ ହୋଇ ଥିଲେ ମଧ୍ୟ ଆପଣ ଭିକାରି ହୋଇ ଯିବେ । ଏହା ବିଶୟରେ ଆପଣ ନିଜ ଘରେ ଥିବା ବଡ ଲୋକଙ୍କୁ ପଚାରି ପାରନ୍ତି ।

ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି ଭଗବାନ ଶନି ଦେବ ଙ୍କୁ ଆରାଧନା କରିବା ବେଳେ ଆପଣ କେଉଁ କେଉଁ ଜିନିଷର ଧ୍ୟାନ ରଖିବେ ଓ କଣ କଣ ଖାଇବା ଠାରୁ ନିଜକୁ ଦୂରେଇ ରଖିବେ । ଶନି ବାର ଦିନ ଆପଣ କ୍ଷୀର କିମ୍ବା କ୍ଷୀର ଜାତୀୟ ଖାଦ୍ଯ ଖାଇବା ଅନୁଚିତ ଯଦି ଏହାକୁ ଆପଣ ଖାଉଛନ୍ତିଇ ତେବେ ଏଥିରେ କିଛି ଗୁଡ କିମ୍ବା ଅନ୍ୟ କିଛି ମିଶାଇ ଖାଇବା ଭଲ ହୋଇ ଥାଏ । ଦ୍ଵିତୀୟ ହେଉଛି ଏହି ଦିନ ଆମ୍ବ ଆଚାର ଖାନ୍ତୁ ନି ଆପଣ ଆଉ କିଛି ଆଚାର ଖାଇ ପାରିବେ କିନ୍ତୁ ଏହାକୁ ନ ଖାଇବା ହିଁ ଭଲ ଅଟେ ।

ଏହା ପରେ ଆସେ ନାଲି ଲଙ୍କା ଏହା ଭଗବାନ ଶନି ଦେବ ଙ୍କ ନା ପସନ୍ଦ ର ଖାଇବା ଅଟେ । ଆପଣ ଅନ୍ୟ ରଙ୍ଗର ଲଙ୍କା ଖାନ୍ତୁ କିନ୍ତୁ ଲାଲ ରଙ୍ଗର ଲଙ୍କା ଖାନ୍ତୁ ନି । ଆପଣ ଏହି ଦିନ ମସୁର ଡାଲି ଖାନ୍ତୁ ନି । ଏହା ଛଡା ଆପଣ ଆଉ ଯାହା ଚାହିଁ ବେ ତାହା ଖାଇ ପାରିବେ । ଏହା ମଙ୍ଗଳ ଙ୍କ ସଂକେତ ତେଣୁ ଆପଣ ଏହାକୁ ନ ଖାଇବା ଭଲ ଅଟେ । ଆପଣ ଏହି ଦିନ ନିଶା ଦ୍ରବ୍ଯ ଖାଇବା ମଧ୍ୟ ଭଲ ନୁହେଁ । ଆପଣ ଶନିବାର ଦିନ କିଛି ସୋରିଷ ତେଲ ଅର୍ପଣ କରନ୍ତୁ ଭଗବାନ ଶନି ଦେବଙ୍କୁ ଦେଖିବେ ଶୁଭ ପରିଣାମ ପାଇବେ ଆପଣ ।

Leave a Reply

Your email address will not be published. Required fields are marked *