ଶନି ଚଳନ 2022, ଏହି 5ଟି ରାଶି ହେବେ ମାଲାମାଲ- Shani Chalan 2022

ଏହି ମେ ମାସ ରେ ଶନି ଦେବ କରିବାକୁ ଯାଉଛନ୍ତି ନିଜର ଗ୍ରହ ପରିଵର୍ତନ । ଏହି ଏହି ମେ ମାସ ରେ ଶନି ଦେଵ କୁମ୍ଭ ରାଶି ରେ ପ୍ରବେଶ କରିବେ । ଗତ ମାସ ରେ ଶନି ଦେବ ମକର ରାଶି ରେ ମାର୍ଗ ଚଳନ ଚାଲୁ ଥିବା ବେଳେ ଏବେ କୁମ୍ଭ ରାଶି ରର ପ୍ରବେଶ କରିବେ । ଶନି ଗ୍ରହ କୁ ପାପୀ ଗ୍ରହ ଓ ନ୍ୟାୟ ର ଗ୍ରହ କୁହା ଯାଏ । ପାପୀ ଗ୍ରହ କୁହା ଯାଏ କାରଣ ଏହା ପାପ ଓ ପୁଣ୍ୟ ଦେଖି ଫଳ ପ୍ରଦାନ କରି ଥାନ୍ତି ।

ନ୍ୟାୟ ଗ୍ରହ ଏଥି ପାଇଁ କୁହା ଯାଏ କାରଣ ଏହା ମଣିଷ ର କାର୍ଯ୍ୟ ଦେଖି ନ୍ୟାୟ ଓ ଅନ୍ୟାୟ ଦେଖି ଫଳ ପ୍ରଦାନ କରି ଥାନ୍ତି । ତେବେ ତାଙ୍କର ଏହି ରାଶି ପରିଵର୍ତନ ରେ କିଛି ରାଶୀଙ୍କ ଉପରେ ପ୍ରଭାବ ପକାଇବ ।

ବୃଷ ରାଶି – ଏହି ରାଶିର ଲୋକମାନେ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ । ଏମାନଙ୍କର ଆର୍ଥିକ ସ୍ଥିତି ରେ ପରିଵର୍ତନ ଆସିବ । ଏମାନଙ୍କୁ ମାନସିକ ଶାନ୍ତି ମିଳିବ । କନ୍ୟା ରାଶି – ଏହି ରାଶିର ଲୋକମାନେ ନିଜର ବୈବାହିକ ଜୀବନ ବହୁତ ଆନ୍ଦନ ରେ ବିତାଇବେ ।

ଏହା ସହିତ ଏମାନଙ୍କୁ ନିଜର ସନ୍ତାନ ଠାରୁ କିଛି ଶୁଭ ସମାଚାର ମିଳି ପାରେ । ଏମାନ ଙ୍କର ଆୟ ଅଧିକ ଓ ବ୍ୟୟ କମ ହେବ । ତୁଲା ରାଶି – ଏହି ରାଶିର ଲୋକମାନେ କୌଣସି ବ୍ୟବସାୟ ଜନିତ କାର୍ଯ୍ୟ ରେ ବାହାରକୁ ଯାତ୍ରା କରି ପାରନ୍ତି ।

ପାରିବାରିକ ସମସ୍ୟା ଦୂର ହେବ । ଅର୍ଥ ଲାଭ ହେବ । ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । ସିଂହ ରାଶି – ଏହି ରାଶିର ଲୋକମାନେ ନିଜର ଚାକିରୀ କ୍ଷେତ୍ରରେ ପ୍ରଶଂସା ପାଇବେ ନିଜ କାର୍ଯ୍ୟ କୁ ନେଇ । ଏମାନଙ୍କ ର ସବୁ କାର୍ଯ୍ୟ ରେ ସଫଳତା ମିଳିବ ।

ଏହି ରାଶିର ପିଲାଙ୍କ ପାଇଁ କ୍ୟାରିୟର ପାଇଁ ଏହି ସମୟ ବହୁତ ଭଲ ଅଟେ । କୁମ୍ଭ ରାଶି – ଏହି ରାଶି ରେ ସ୍ୱୟଂ ଶନି ଦେବ ନିଯେ ରହିବେ ତେଣୁ ଏହି ରାଶିର ଲୋକ ମାନଙ୍କ ର ଭାଗ୍ୟ ପୁରା ପରିଵର୍ତନ ହେବାକୁ ଯାଉଛି ।

ଏମାନଙ୍କ ପାଖରେ ଅର୍ଥ ଅଭାବ ରହିବ ନାହିଁ । ପାରିବାରିକ ସୁଖ ଓ ସମୃଦ୍ଧି ବୃଦ୍ଧି ହେବ । ଏହା ଛଡା ଚାକିରୀ ବା ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ । ତେବେ ଏହି ରାଶି ଗୁଡିକ ଉପରେ ପଡ଼ିବାକୁ ଯାଉଛି ଶନି ଦେବଙ୍କ ର କୃପା ଦୃଷ୍ଟି । ଆଜି ଠାରୁ ଏହି ରାଶିର ଲୋକଙ୍କର ସବୁ ସମସ୍ୟା ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *