ଭଗବାନ ଶନିଦେବଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ଏହି 1ରାଶିର ବ୍ୟକ୍ତି, ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ !

ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶନିଦେବଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଏ । ତାଙ୍କର କୃପା ଦ୍ରୁଷ୍ଟି ହେଲେ ବ୍ୟକ୍ତି ଜୀବନରେ ବଡ ସଫଳତା ଆସିବା ସହ ଅପାର ଖୁସି ଆଗମନ ହୋଇଥାଏ । କିନ୍ତୁ ଯଦି ତାଙ୍କର କୋପ ଦ୍ରୁଷ୍ଟି ବ୍ୟକ୍ତି ଉପରେ ପଡିଯାଏ ତେବେ ସେହି ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଭଗବାନ ଶନିଦେବଙ୍କ କିଛି ରାଶି ମାନେ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ବୋଲି ଜ୍ଯୋତିଷ ଶାସ୍ତ୍ର ରେ କୁହା ଯାଇଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।

ତୁଳା ରାଶି : ଏହି ରାଶିର ଲୋକ ମାନେ ବିନମ୍ର ସ୍ଵଭାବର ହୋଇଥାନ୍ତି । ଯାହା ପାଇଁ ଏମାନଙ୍କ ଉପରେ ଭଗବାନ ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଏମାନେ ଗରିବ ଲୋକ ମାନଙ୍କର ସହୟତା କରିଥାନ୍ତି । ଏମାନେ ବହୁତ ମେହନତୀ ହୋଇଥାନ୍ତି । ଯାହା ପାଇଁ ଭଗବାନ ଶନିଦେବ ଏମାନଙ୍କ ଉପରେ ଅଧିକ ପ୍ରସନ୍ନ ହୋଇଥାନ୍ତି ।

ମକର ରାଶି : ଏହି ରାଶି ଭଗବାନ ଶନିଦେବଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି । ଏମାନଙ୍କ ଜୀବନରେ ସର୍ବଦା ଖୁସି ରହିଥାଏ । ଏମାନେ ସବୁବେଳେ ଭଲ କାମ କରିଥାନ୍ତି ଯାହା ପାଇଁ ଭଗବାନ ଶନିଦେବଙ୍କ କୃପା ଦ୍ରୁଷ୍ଟି ଲାଭ କରିଥାନ୍ତି । ଏମାନେ ନିଜର ସ୍ଵଭାବ ରେ ଅନ୍ୟ ମାନଙ୍କୁ ଆକର୍ଷିତ କରିଥାନ୍ତି । ଯାହା ପାଇଁ ଭଗବାନ ଶନିଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ।

ସିଂହ ରାଶି : ଏମାନେ ସଚ୍ଚା ସ୍ଵଭବର ବ୍ୟକ୍ତି ହୋଇଥାନ୍ତି । ଏମାନେ ଅନ୍ୟକୁ ସାହାଜ୍ଯ କରିବା ସହ ଜୀବନକୁ ଆନନ୍ଦରେ ଉପୋଭୋଗ କରିଥାନ୍ତି । ଏମାନଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବା ସହ ଏମାନେ ଜୀବନ ସାଥି ଙ୍କୁ ବହୁତ ଭଲ ପାଇଥାନ୍ତି । ଯାହା ପାଇଁ ଭଗବାନ ଶନିଦେବଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ।

କନ୍ୟା ରାଶି : ଏମାନେ ବହୁତ ମେହନତ କରୁଥିବା ବ୍ୟକ୍ତି ଅଟନ୍ତି । ଗରିବ ଅସହାୟକ ଲୋକଙ୍କୁ ଏମାନେ ସାହାଜ୍ୟର ହାତ ବଢାଇଥାନ୍ତି । ଏମାନେ ନିଜ ଜୀବନରେ କଠିନ ପରିଶ୍ରମ କରି ବଡ ସଫଳତା ହାସଲ କରିଥାନ୍ତି । ତେଣୁ ଭଗବାନ ଶନିଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ।

ମେଷ ରାଶି : ଏମାନେ ବହୁତ ମହତ୍ଵ ରଖୁଥିବା ବ୍ୟକ୍ତି ଅଟନ୍ତି । ମାନ ସମାନ ହାସଲ ପାଇଁ ଏମାନେ ଅନେକ ପରିଶ୍ରମ କରିଥାନ୍ତି । ଯାତ୍ରା କରିବା ଏମାନକୁ ବହୁତ ପସନ୍ଦ ହୋଇଥାନ୍ତି । ଗମ୍ଭୀର ସ୍ଵଭାବର ହୋଇ ଥିବାରୁ ଏମାନଙ୍କର ମିତ୍ର ମାନଙ୍କ ସଂଖ୍ୟା ବହୁତ କମ । ତେଣୁ ଭଗବାନ ଶନିଦେବଙ୍କର ପ୍ରିୟ ହୋଇଥାନ୍ତି ।

କୁମ୍ଭ ରାଶି : ଏମାନଙ୍କ ଉପରେ ଭଗବାନ ଶନିଦେବଙ୍କ କୃପା ଭଲ ହୋଇଥାଏ । ଏମାନେ ନିଜର କର୍ମ ଅନୁଯାୟୀ ଫଳ ପାଇଥାନ୍ତି । ଏମାନେ ବହୁତ ସିଧା ହୋଇ ଥିବାରୁ କାହାକୁ ଧୋକା ଦେଇ ନ ଥାନ୍ତି । ଏମାନେ ସ୍ଵଭବରେ ମାନବିକତା ଓ ପରୋପକାରୀ ହୋଇଥାନ୍ତି । ସମାଜର କଲ୍ୟାଣ ପାଇଁ ଏମାନେ ବହୁତ ଭଲ କାମ କରିଥାନ୍ତି । ତେଣୁ ଭଗବାନ ଶନିଦେବଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *