ଏହି 7ଟି ସଂକେତରୁ ଜାଣନ୍ତୁ ଭଗବାନ ଆପଣଙ୍କ ଉପରେ ଅଛନ୍ତି ରୁଷ୍ଟ, ଶୀଘ୍ର ଦେଖନ୍ତୁ ଆପଣଙ୍କୁ ଦେଖା ଯାଉନି ତ ଏହି ସଂକେତ

ମଣିଷ ଜନ୍ମ ହେବ ଅପର ଠାରୁ ନିଜ କାମରେ ଲାଗି ଯାଇଥାଏ କିଛି ଜନନନ୍କୁ ନିଜର କିଛି ପଥ ମିଳିଯାଇଥିବା ବେଳେ କିଛି ଲୋକମାନେ ଅନ୍ୟ ମାନନକ ପଥରେ ଚାଲିବା ପାଇଁ ଚେଷ୍ଟା କରିଥାନ୍ତି କିନ୍ତୁ କିଛି ଜଣ ନିଜକୁ ହାରିବା ଭଳି ଅନୁଭବ କରି ଥାନ୍ତି ଏହାର କାରଣ ହେଉଛି କି ସେମାନେ ଭାବି ଥାନ୍ତି କି ବ୍ଭାଗବାନ ଆଉ ତାଙ୍କ ସହ ନାହାଁନ୍ତି ଆପଣ ମାନେ ଜଦି ବାର ବାର ଅସଫଳ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବା କି କେଊନ ଭଳି ଜିନିଷ ଆପଣଙ୍କ ସହ ହେଲେ ଆପଣ ଜାଣି ପରିବବେ କି ଭଗବାନ ଆପଣଙ୍କ ସହ ଅଛନ୍ତି ।

ପ୍ରଥମ କଥା ହେଉଛି କି ଭଗବାନ ଯଦି ଆମକୁ ବାର ବାର ଏକ କାମରେ ଅସଫଳତା ଆଣି ଦେଉଛନ୍ତି ତେବେ ଆମେ ଜାଣିବା କଥା କି ଆମେ ଯାହାଭି ହେଉ କେଉଁଠି ନା କେଉଁଠି କିଛି ଭୁଲ କରି ଦେଇଛୁ । କାରଣ ହେଉଛି କି ଭଗବାନ କହିଛନ୍ତି କି ଯଦି ସେ ଆମକୁ ଅସଫଳ କରୁଛନ୍ତି ତେବେ ଆମେ ସେହି କାମରେ ନିଶ୍ଚିତ ଭାବେ ସଫଳ ହେବା ।

ଆପଣମାନେ ଦ୍ଵିତୀୟ କଥା ଜାଣିକି ଆଶ୍ଚରଜ୍ୟ ହୋଇଯିବେ ଆପଣ ମାନେ ଯଦି ବାରମ୍ବାର ଅସଫଳ ହେଉଛନ୍ତି ତେବେ ଆପଣଙ୍କୁ କଣ ମିଳୁଛି କିଛି ନାଇ ଆପଣଙ୍କ ନିଜ ଲୋକମନାଙ୍କୁ ହରାଇ ଦେଉଛନ୍ତି ନିଜ ପରିବାର ବନ୍ଧୁ ବାନ୍ଧବ ସବୁ ଆପଣଙ୍କ ପାଖରୁ ଦୂରେଇ ଯାଇଥାନ୍ତି ।

କିନ୍ତୁ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣିପାରିବା କି ଆମେ ଏକା ହୋଇଯାଉ କିମ୍ବା ଆମେ ଏହା ପାଇଁ ଭଗବାନ ଙ୍କୁ କିଛି ଦିନ ପାଇଁ ଖରାପ କହିଥାଉ ଏହା ପରେ ଆପଣଙ୍କ ଚୁପି ଦ୍ଵାରା ଆପଣ ଏକା ରହିବାର ଅଭ୍ୟାଶ କରିବେ ଓ ଏହା ପରେ ଆପଣ ଧୀରେ ଧୀରେ ନିଜ ଭିତରେ ଥିବା ସବୁ ଶକ୍ତି କୁ ଜାଣି ପାରିବେ ଏହା ହିନ ଭଗବାନ ଚାହାୟନ ଥିଲେ ବୋଲି ଆପଣଙ୍କ ସହ ହୋଇ ଥାଏ ।

ଆପଣ ଧୀରେ ଧୀରେ କଷ୍ଟ କରିବା ଆରମ୍ଭ ହୋଇଥାଏ । ଆପଣ ବହୁତ ସମାୟାରେ ଏହି କଷ୍ଟ ପାଇଁ ତାଙ୍କୁ ଦାଇ କରି ଦିଅନ୍ତି କିନ୍ତୁ ଆପଣ ଜାଣି ନିନନ୍ତୁ କି ଭଗବାନ ଯାହାଭି ଅକରିବବେ କିମ୍ବା ଭଗବାନ ଯାହା କରୁଛନ୍ତି ଆପଣଙ୍କ ଭଲ ପାଇଁ କଷ୍ଟ ପରେ ଆପଣ ଏକ ସୁବର୍ନ ସୁଯୋଗ ମଧ୍ୟ ପାଇବେ ।

ଏହା ପରେ କଥା ଆସେ କି କିଛି ଲୋକମାନେ ଏହାକୁ ଜାଣି ନପାରି କହି ଦେଇ ଥାନ୍ତିକି ଭଗବାନ କିଛି କରୁ ନାହାଁନ୍ତି ଯାହା ଅକରିଛେ ଆମେ ନିଜ ଇଚ୍ଛା ରେ ଓ ନିଜ ଚେଷ୍ଟା ର ସହ କରିଛୁ । ଏହା ଅ ପାଇଁ କିଛି ମଣିଷ ଅହଙ୍କାରୀ ହୋଇ ଯାଇଥାଏ ଓ କିଛି ମଣିଷ ଯିଏ ଏହାକୁ ବୁଝି ଯାଏ ଭଲ ହୋଇ ଯାଇଥାଏ ।

ଆପଣ ମାନେ ରଖନ୍ତୁ କି ଖରାପ ସମୟ ଆସିଥାଏ ଏହା ପରେ ପୁଣି ଭଲ ସମୟ ଆସିଥାଏ ଆପଣ ଯଦି ଭାବୁଛନ୍ତି କି କେବଳ ଖରାପ ସମୟ ଆପଣଙ୍କ ପାଇଁ ଅଛି ଆଉ କାହା ପାଇଁ ଏହା ନୁହେଁ ଏହା ପ୍ରକୃତିର ନିୟମ ଉଭୟ ଖରାପ ସମୟ ଓ ଭଲ ସମୟ ଥରକ ପରେ ଥରେ ଆସିଥାଏ ।

Leave a Reply

Your email address will not be published. Required fields are marked *