ଶନି କରିବେ ନକ୍ଷତ୍ର ପରିବର୍ତନ, ଏହି ରାଶିରେ 7 ବର୍ଷ ପର୍ଯ୍ୟନ୍ତ ହେବ ଧନବର୍ଷା… 2023 ରୁ 2030 ପର୍ଯ୍ୟନ୍ତ ଏମନଏ କରିବେ ରାଜ

ବନ୍ଧୁଗଣ ହିନ୍ଦୁ ଧର୍ମରେ ଶନିଦେବ ଙ୍କୁ ନ୍ୟାୟର ଦେବତା ବୋଲି କୁହା ଯାଇଥାଏ । ଭଗବାନ ଶନିଦେବଙ୍କୁ ସୂର୍ଯ୍ୟ ପୁତ୍ର ଓ ମୋକ୍ଷ ଦେବତା ଅଟନ୍ତି । ଭଗବାନ ଶନିଙ୍କୁ ନ୍ୟାୟଧୀଶ ଉପାଧି ଦିଆଯାଇଛି । ଶନି ପ୍ରତେକ ପ୍ରାଣୀଙ୍କ ସହ ଉଚିତ ନ୍ୟାୟ କରିଥାନ୍ତି । ଯେଉଁ ଲୋକ ଭଲ କାମ କରିଥାନ୍ତି ତାଙ୍କୁ ଶନିଦେବ ସୁଫଳ ଦେଇଥାନ୍ତି । କିନ୍ତୁ ଯେଉଁ ମାନେ ଖରାପ କାମ କରିତାହାନ୍ତି ସେମାନଙ୍କୁ ଶନିଦେବ ଦଣ୍ଡ ଦେଇଥାନ୍ତି । ଶନି କରିବେ ନକ୍ଷତ୍ର ପରିବର୍ତ୍ତନ ୨୦୨୩ରୁ ।

ଆଜି ରାତି ଠାରୁ ଆଗାମୀ ୨୧ ବର୍ଷ ଯାଏଁ ଶନିଦେବ କିଛି ରାଶି ଉପରେ କୃପା ବର୍ଷାଇବାକୁ ଯାଉଛନ୍ତି । ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଫଳରେ କିଛି ରାଶି ହେବେ ଧନବାନ । ମେଷ ରାଶି : ଏହି ରାଶି ଉପରେ ସଂପୂର୍ଣ୍ଣ ୨୧ ବର୍ଷ ଯାଏଁ ଶନିଙ୍କ ଅସିମ କୃପା ହେବ । ଏହାର ମଝିରେ ଆପଣଙ୍କୁ ଧନର ଅଭାବ ରହିବ ନାହି । କିନ୍ତୁ ଏଥିରେ ଗୋଟେ ସର୍ତ୍ତ ଯେ ଏମାନଙ୍କୁ ଶନିଦେବଙ୍କ ଉପରେ ସମୁର୍ଣ୍ଣ ଭରସା ରଖିବାକୁ ହେବ ।

ସିଂହ ରାଶି  ଶନି ଙ୍କ କୃପା ଆପଣଙ୍କ ଉପରେ ବରସିବ । ଆପଣଙ୍କ ଭିତରେ କୌଣସି ପ୍ରକାରର ଆତ୍ମବିଶ୍ବାସର ଭାବ ରହିବ ନାହି । ଏମାନଙ୍କର ସବୁ ଇଚ୍ଛା ଭଗବାନ ଶନିଦେବଙ୍କ ଦ୍ଵାରା ପୂରଣ ହୋଇଯିବ । କିନ୍ତୁ ଗୋଟେ କଥା ମନେ ରଖନ୍ତୁ ଆପଣ ନିଜର ସମୁର୍ଣ୍ଣ ଧ୍ୟାନ କାମରେ ଦେବାକୁ ହେବ ।

କନ୍ୟା ରାଶି : ଆପଣଙ୍କର ଉଧାର ଶନି ମହାରାଜ କରିବେ । କିନ୍ତୁ ଗୋଟିଏ ସର୍ତ୍ତ ରହିଛି ଆପଣଙ୍କୁ ଆପଣଙ୍କର ସଂପୂର୍ଣ୍ଣ ଜୀବନ ଜୀବନ ସାଥିଙ୍କ ସହ କାଟିବାକୁ ପଡିବ । ତେବେ ଯାଇ ଶନିଦେବଙ୍କ ଦ୍ଵାରା ଆପଣଙ୍କର ସାରା ଜୀବନ ସୁଖମାୟା ରହିବ । ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ ।

ତୁଳା ରାଶି : ଆପଣଙ୍କୁ କେବଳ ଏତିକି କରିବାକୁ ପଡିବ ଯେ ବିବାଦ ଠାରୁ ଦୂରେଇ ରୁହନ୍ତୁ । ତେବେ ଯାଇ ଆପଣଙ୍କ ଘର ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଶନିଦେବଙ୍କ କୃପାରୁ ବ୍ୟର୍ଥ କାମରୁ ନିବୃତ୍ତ ହୋଇ ନିଜ କାମରେ ବିଶେଷ ଧ୍ୟାନ ଦିଅନ୍ତୁ । ସଂପୂର୍ଣ୍ଣ ୨୧ ବର୍ଷ ଯାଏଁ ଆପଣଙ୍କ ଜୀବନରେ ସବୁ ପ୍ରକାରର ସୁଖ ଲାଗି ରହିବ ।

କର୍କଟ ରାଶି : ଏହି ରାଶି ଉପରେ ଶନି ଖୁସିରେ ରହିବେ । ଏମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହି । ଆପଣଙ୍କ ଉପରେ ଶନିଦେବଙ୍କ ଅସୀମ କୃପା ହେବ ତାହା ପୁଣି ୨୧ ବର୍ଷ ଯାଏଁ । ମଝିରେ ଆପଣଙ୍କର ଧନର ଅଭାବ ରହିବ ନାହି । ଅଟକ ରହିଥିବା କାର୍ଯ୍ୟ ଜୋରସୋର ରେ ଚାଲୁ ହେବ ।

କୁମ୍ଭ ରାଶି : ଶନିଙ୍କ କୃପାର ଆପଣଙ୍କର ଜୀବନ ସାଥିଙ୍କ ସହ ସମ୍ପର୍କ ମଜବୁତ ରହିବ । ଏହି ବର୍ଷ ଆପଣ ନୂଆ ବାହନ କିଣିବାର ମନ ବଳାଇ ପାରନ୍ତି । ଏହି ବର୍ଷ ଧାର୍ମିକ ଯାତ୍ରା କରିବାର ଯୋଗ ରହିଛି । ଘର ଉପରେ ସୁଖ ଶାନ୍ତି ସମୃଦ୍ଧି ଲାଗି ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *