କେଉଁ ଦିନ ତୁଳସୀ ମୂଳରେ କ୍ଷୀର ଢାଳିଲେ ରୋଜଗାର ମିଳେ ? ଏହା ସହ ଆହୁରି 10+ Ajira Anuchinta

ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇ ଓ ନେଗେଟିଭ ଊର୍ଜା ଦୂର କରିବା ପାଇଁ କିଛି ବାସ୍ତୁ ଉପାୟ ଅବଲମ୍ବନ କରିବା ଆବଶ୍ୟକ ହୋଇଥାଏ । ୧- ନିଜ ପରିବାରକୁ ରୋଗ, ଶୋକରୁ ରକ୍ଷା କରିବା ପାଇଁ ଘରର ମୁଖ୍ୟଦ୍ଵାରରେ ସ୍ଵସ୍ତିକ ଚିହ୍ନ ଆଂକିବା ଉଚିତ ହୁଏ । ୨- ନିଜ ପରିବାର ଲୋକଙ୍କ ଉନ୍ନତି କରିବା ପାଇଁ ଘରର ମୁଖ୍ୟଦ୍ଵାରରେ ଗୋଟେ ପଟେ ତୁଳସୀ ଓ ଅନ୍ୟ ପଟେ କଦଳୀ ଗଛ ଲଗାଇବା ଉଚିତ । ଯଦି କୌଣସି ଜାଗାରେ ପଇସା ପତ୍ରର ଅଭାବ ଦେଖା ଯାଇଥାଏ ।

୩- ଭାଙ୍ଗି ଯାଇଥିବା ବାସନରେ ଖାଇବା ଉଚିତ ନୁହେଁ । ରୋଷେଇ ଘରର ଅଗ୍ନି କୋଣରେ ବଲ ଜଳାଇଲେ ବାସ୍ତୁ ଦୋଷ ଦୂର ହୋଇ ସୁଖ ସମୃଦ୍ଧି ହୋଇଥାଏ ।

୪- ଘରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ବଜାଇଲେ ନେଗେଟିଭ ଶକ୍ତି ଦୂର ହୋଇଥାଏ । ଘର ମୁଖ୍ୟ ଦ୍ଵାରର ଐଶାନ୍ୟ କୋଣରେ ତୁଳସୀ ଗଛରେ ଘିଅ ଦୀପ ଜଳାଇବା ଦ୍ଵାରା ଅଚାନକ ଧନ ବୃଦ୍ଧି ହୁଏ ।

୫- ଘରର ଛାତ ଉପରେ ୫ଟି ତୁଳସୀ ଗଛ ଲଗାଇବା ଦ୍ଵାରା ବାସ୍ତୁ ଦୋଷ ଦୂର ହୁଏ । ହରେ ଗୋଟେରୁ ଏକାଧିକ ମୂର୍ତ୍ତି ରଖିବା ଦ୍ଵାରା ଗୃହରେ କଳହ ଦେଖାଦିଏ ।

୬- ଘରେ ଆଇନା ସବୁବେଳେ ଉତ୍ତର ବା ପୂର୍ବର ଦିଗରେ ରଖିବା ଉଚିତ । ଦକ୍ଷିଣ ଦିଗରେ ଆଇନ ରଖିଲେ ଅଶୁଭ ହୁଏ । ଘରର ଐଶାନ୍ୟ କୋଣରେ ଗୃହପାଳିତ ପଶୁପକ୍ଷୀ ରଖିବା ଦ୍ଵାରା ଅନେକ ସମସ୍ଯା ଦେଖାଦିଏ ।

୭- ଘରେ ଝାଡୁକୁ କେବେବି ଠିଆ କରି ରଖିବା ବା ଗୋଦା ବାଜିବା ଭଳି ସ୍ଥାନରେ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଧନର ଅଭାବ ହୁଏ । ଘରେ କେବେବି ଖରାପ ହୋଇଥିବ ମେସିନ ରଖିବା ଦ୍ଵାରା ମାନସିକ ଅସାନ୍ତି ଦେଖାଦିଏ ।

୮- ପ୍ରତେକ ଘରେ ତୁଳସୀ, ସୀତା ଅଶୋକ ଇତ୍ୟାଦି ଗଛ ରହିଲେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ । ଘରର ମୁଖ୍ୟଦ୍ବାରର ଦକ୍ଷିଣ ଦିଗକୁ କରିଲେ ପଇସାପତ୍ରର ଅଭାବ ଲାଗିରୁହେ ।

୯- ଘରର ଐଶାନ୍ୟ କୋଣରେ ୭ଟି କ୍ରିଷ୍ଟାଲ ରଖିଲେ ପଜେଟିଭ ଶକ୍ତିର ବୃଦ୍ଧି ହୁଏ । ଘରର ଉତ୍ତର ଓ ପୂର୍ବ ଦିଗରେ ତୁଳସୀ ଗଛ ଲଗାଇ ପୂଜା କରିଲେ ପରିବାର ଲୋକଙ୍କର ଆତ୍ମବିଶ୍ଵାସ ଓ ଏକଟା ବୃଦ୍ଧି ହୁଏ ।

୧୦- ଘରେ କେବେବି ପ୍ଲାଷ୍ଟିକ ଫୁଲ ଓ ଗଛ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଦାରିଦ୍ରତା ବୃଦ୍ଧି ହୋଇଥାଏ । ଗୁରୁବାରରେ ଘରେ ଉତ୍ତର ଦିଗରେ ପଦ୍ମ ଫୁଲ ରଖିଲେ ଧନ ବୃଦ୍ଧି ହୁଏ ।

୧୧- ବେଡ ରୁମରେ କୌଣସି ପାତ୍ରରେ ପାଣି ଭର୍ତ୍ତି କରି ରଖିଲେ ଧାର କରଜ ବୃଦ୍ଧି ପାଇଥାଏ । ପଇସା ରଖୁଥିବା ଆଲମାରୀରେ ପର୍ଫ୍ଯୁମ ରଖିଲେ ଆର୍ଥିକ କ୍ଷତି ହୁଏ ।

୧୨- ପ୍ରତେକ ପୂର୍ଣ୍ଣିମାରେ ଘରର ଦୁଆର ମୁହଁରେ ସ୍ଵସ୍ତିକ ଚିହ୍ନ ଆଙ୍କିଲେ ଧାର କରଜରୁ ମୁକ୍ତି ମିଳିଥାଏ । ଗୁରୁବାରରେ ତୁଳସୀ ମୂଳରେ କ୍ଷୀର ଢାଳିଲେ ଆର୍ଥିକ ସ୍ଥିତି ଦୂର ହେବ ସହ ବେରୋଜଗାର ଲୋକଙ୍କୁ ରୋଜଗାର ପ୍ରାପ୍ତ ହୁଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *