ମହାଦେବ କୁହନ୍ତି ଶ୍ରାବଣ ସୋମବାର ରାତିରେ ଶୋଇବା ସମୟରେ କହିଦିୟନ୍ତୁ ଏହି 2ଟି ଶବ୍ଦ, ଦୂର ହେବ ଦାରିଦ୍ର୍ୟତା

ଶିବ ଭଗବାନ ହେଉଚ୍ଚନ୍ତି ସାରା ସଂସାର ର ଦେବତା । ତାଙ୍କୁ ଆରାଧନା କରିବା ପାଇଇନ୍ନ ବିଶେଷ କିଛି ଆବଶ୍ୟକତା ନାହିଁ କେବଳ ଆବଶ୍ୟକତା ଅଛି ଭକ୍ତିର । ସେ କେହି ଭି ହୋଇ ପାରନ୍ତି ପଶୁ ପକ୍ଷୀ ମାନେ ହୋଇ ପାରନ୍ତି । ଆପଣ ମାନେ ମଧ୍ୟ କିଛି ନ କରିକି କେବଳ ନିଜର ଭକ୍ତି ଦ୍ଵାରା ଦେବଙ୍କ ଦେବା ମାହାଦେବ ହେଉଛନ୍ତି ସାରା ବିଶ୍ଵର ଦେବତା ।

ତାଙ୍କୁ ଆରାଧନା କରୁଥିବା ଲୋକମାନେ ନିଶ୍ଚିତ ଭାବେ ସବୁ ପ୍ରକାର ଖୁଶି ପାଇବେ । ମାତ୍ର କହିବା ପାଇଁ ଗଲେ ଶ୍ରାବଣ ମାଷ ହେଉଛି ଶିବ ଭଗବାନ ଙ୍କ ପ୍ରିୟ ବାର । ଯେଉଁ ମାନେ ଏହି ମାସଶରେ ଭଗବାନ ଙ୍କୁ ଜଳ ଅର୍ପଣ କରି ପୂଜା କରନ୍ତି ସେମାନଙ୍କୁ ଖୁବ ଶୀଘ୍ର ଭଗବାନ ଙ୍କ ଆଶୀର୍ବାଦ ମିଳିବା ପାଇଁ ଯାଉଛି । ଶ୍ରାବଣ ସୋମବାର ଦିନ ଯଦି ଆପଣ ସକାଳୁ ଉଠିକି ନିଜ ନିତ୍ୟ କର୍ମ ସାରିକି ଭଗବାନ ଶିବଙ୍କୁ ଆରାଧନା କରିବେ ।

ତାହେଲେ ଆପଣ ନିଶ୍ଚିତ ଭାବେ ନିଜର ସକ୍ଷମ ଅନୁସାରେ ପୂଜା କରନ୍ତୁ ଓ ଏହା ପରେ କିଛି ପଶୁ କିମ୍ବା ପକ୍ଷୀ କି ଖାଇବା ଓ ପାଣି ଦିଅନ୍ତୁ ଦେଖିବେ ଆପଣ ଖୁବ ଭଲ ପରିଣାମ ପାଇବେ ଆଗାମୀ ଦିନରେ । ଯେଉଁ ମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରି ପାରନ୍ତି ସେମାନଙ୍କ ଜୀବନ ଖୁବ ସୁଖମୟ ଓ ଧନ ରେ ବୃଦ୍ଧି ହୋଇଥାଏ । ଯେଉଁ ମାନେ ଭଗବାନ ଶିବ ଙ୍କୁ ଆରାଧନା କରନ୍ତି ତାଙ୍କ ଜୀବନରେ ଥିବା ସବୁ ପ୍ରକାର ଗ୍ରହ ଦୋଷ ସବୁ ଦିନ ପାଇଁ ହାତ ଯାଇଥାଏ ।

ଆପଣ ନିଜ ନିକଟରେ ଥିବା ଭଗବାନ ଶିବଙ୍କ ମନ୍ଦିର ରେ ଥିବା ପୂଜକ ହୁଅନ୍ତୁ କିମ୍ବା ଆପଣ ସେହି ମନ୍ଦିର ର ସେବକ ଯାହା ଭି କୁହନ୍ତୁ ତାଙ୍କୁ ପଚାରି ନେବେ ନିଜ ଜାତକ ଦେଖାଇ ନେବେ ଓ ଦେଖିବେ କଣ କଣ ଚଦଧାଇବା ଦ୍ଵାରା ଭଗବାନ ଶିବଙ୍କୁ ଆପଣ ଙ୍କ ଗ୍ରହ ଦୋଷ ଖଣ୍ଡନ ହେବ । ଆପଣ ଧର୍ଯ୍ୟ ଧରି ଭଗବାନ ଶିବ ଙ୍କୁ ମନ ଧ୍ୟାନ ଦେଇକି ଡାକନ୍ତୁ ଦେଖିବେ ନିଶ୍ଚିତ ଭଲ ଫଳ ପାଇବେ ।

ଯେଉଁ ମାନେ ଅଧିକ କଷ୍ଟ ରେ ଥାନ୍ତି ଜେଭଳିକି କିଛି ପଢିଥିବା ପାଠ ମାନେ ନରହିବା । ଦେହ ଖରାପ ରହିବା । ସବୁ ବେଳେ ମନ ଅଶାନ୍ତ ହେବା କିଛି କମ ପରିଣାମ ପାଇବା । ସବୁ କ୍ଷେତ୍ରରେ ନିଜକୁ ପଛକୁ ଭାବିବ୍ବା, ବାର ବାର ଅସଫଳ ହେବା ଭଳି କମ । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ମାନନେ ନିଶ୍ଚିତ ଭାବେ ଶ୍ରାବଣ ମାସର ସୋମାବର ଦିନ ଭଗବାନ ଶୈବଙ୍କୁ ଆରାଧନା କରନ୍ତୁ ।

ଦେଖିବେ ସବୁ ସମସ୍ଯା ଦୂର ହୋଇ ଜୀବ ଆପଣଙ୍କ ଜୀବନରୁ । ଆପଣ ଏକ ନୂଆ ମଣିଷ ଭାବରେ ନିଜକୁ ପାଇବେ । ଯେଉଁ ମାନେ ଭାବୁଛନ୍ତି କି ସେମାନଙ୍କ ପାଖରେ ସମୟ ନାହି ସେମାନେ ମଧ୍ୟ କିଛି ସମୟ କାଢି ଭଗବାନ ଶିବଙ୍କୁ ଆରାଧନା କରି ପାରିବେ । କିଛି ନହେଲେ ଯେତେବେଳେ ଆପଣ ଶୋଇବା ପାଇଁ ଯାଉଛନ୍ତି ସେତେବେଳେ ସବୁ ପ୍ରକାର ଚିନ୍ତା କୁ କାଢି ଆପଣ କେବଳ ଭଗବାନ ଶିବଙ୍କ ଛବିକୁ ନିଜ ଆଖି ଆଗରେ ଆଣି ତାଙ୍କର ମନ୍ତ୍ର ଜପ କରନ୍ତୁ ଓ ମାନେ ମାନେ ପ୍ରଣାମ କରନ୍ତୁ ଦେଖିବେ ଏତିକି କରିବା ଦ୍ଵାରା ମଧ୍ୟ ଆପଣ ଲାଭ ବାନ ହେବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *